www.samajalive.in
Saturday, December 6, 2025
23.1 C
Bhubaneswar

ସନ୍ଧ୍ୟା ୫ଟା – ମୁଖ୍ୟ ଖବର

–ସିବିଏସ୍‌ଇ, ଆଇସିଏସଇ ମୂଲ୍ୟାୟନ ପଦ୍ଧତି ସୁପ୍ରିମକୋର୍ଟରେ କାଏମ। ଜନହିତକୁ ଦୃଷ୍ଟିରେ ରଖି ନିଷ୍ପତ୍ତି ନିଆଯାଇଥିବା କହିଲେ ସୁପ୍ରିମକୋର୍ଟ। ନିଷ୍ପତ୍ତିକୁ ଚ୍ୟାଲେଞ୍ଜ କରି ସମସ୍ତ ଆବେଦନ ସୁପ୍ରିମକୋଟରେ ଖାରଜ

–ରାଜ୍ୟରେ ପଞ୍ଚାୟତ ନିର୍ବାଚନ ବିଳମ୍ବ ହେବା ସମ୍ଭାବନା। ରାଜ୍ୟ ସରକାର କାମ ସାରି ନ ଥିବାରୁ ବିଳମ୍ବ ହୋଇପାରେ–ରାଜ୍ୟ ନିର୍ବାଚନ କମିଶନଙ୍କ ସଚିବ

- Advertisement -

–ପଞ୍ଚାୟତ ପ୍ରତିନିଧିଙ୍କ କାର୍ଯ୍ୟକାଳ ୨୦୨୨ ମାର୍ଚ୍ଚ ୧୦ରେ ସରିବ। ଏ ଯାଏ ସୀମା ନିର୍ଦ୍ଧାରଣ, ସଂରକ୍ଷଣ କାର୍ଯ୍ୟ କରାଯାଇନାହିଁ।

–ବ୍ରହ୍ମପୁର: ଗତକାଲି ଭଳି ଆଜି ବି ଟିକାକରଣ କେନ୍ଦ୍ରରେ ଫଟୋ ବିବାଦ। ଗିରିରୋଡ ଉଚ୍ଚ ବାଳିକା ବିଦ୍ୟାଳୟ କେନ୍ଦ୍ରରେ ବିଜେପିର ପ୍ରତିବାଦ। ଟିକା କେନ୍ଦ୍ରରେ ମୁଖ୍ୟମନ୍ତ୍ରୀଙ୍କ ଫଟୋ ଚିରିଲେ ବିଜେପି କର୍ମୀ।

–କରୋନା ଟିକା ନେବାର ପ୍ରମାଣପତ୍ର ଦୋକାନ ଆଗରେ ଲଗାଇବାକୁ ପରାମର୍ଶ। ଦୋକାନୀ ଓ ଭେଣ୍ଡରଙ୍କୁ ଅନୁରୋଧ କଲେ ଗଞ୍ଜାମ ଜିଲାପାଳ

–ଓଡ଼ିଶା ପୁଲିସର ୪୭୭ ଏସଆଇ ନିଯୁକ୍ତି ପ୍ରକ୍ରିୟା ଆରମ୍ଭ। ଅଗଷ୍ଟ ୬ରୁ୧୬ ମଧ୍ୟରେ କମ୍ପ୍ୟୁଟର ବେସଡ ଲିଖିତ ପରୀକ୍ଷା। ଏସଆଇ ନିଯୁକ୍ତି ପରୀକ୍ଷାରେ ସାକ୍ଷାତକାର ହେବନି-ଏଡିଜି ଜେଠୱା

–ଫୁଲବାଣୀ: ମାଓ ଶିବିର ଠାବ, ବହୁ ମାରଣାସ୍ତ୍ର ଜବତ। କମ୍ବିଂବେଳେ ଗୋଚ୍ଛାପଡ଼ା କୁମ୍ଭହାରୁ ଗାଁ ନିକଟ ଜଙ୍ଗଲରୁ ଜବତ।

–ଟୋକିଓ ଅଲିମ୍ପିକ: ବୀରେନ୍ଦ୍ର ଲାକ୍ରା ହକି ଟିମ ଉପ-ଅଧିନାୟକ

–ମିଜୋରାମ କ୍ରୀଡ଼ାମନ୍ତ୍ରୀ ରବର୍ଟ ରୋମାୱିଙ୍କ ନିଆରା ପୁରସ୍କାର ଘୋଷଣା। ନିଜ ନିର୍ବାଚନ ମଣ୍ଡଳୀରେ ସର୍ବାଧିକ ପିଲା ଥିବା ଅଭିଭାବକଙ୍କୁ ମିଳିବ ଦେବେ ଲକ୍ଷେ। ସର୍ବାଧିକ ପିଲାଥିବା ଅଭିଭାବକଙ୍କୁ ଲକ୍ଷେ ଟଙ୍କା ଘୋଷଣା।

–ଗୃହରକ୍ଷୀଙ୍କ ସଚ୍ଚୋଟପଣିଆ; ଲାଞ୍ଚ ନେଲେନାହିଁ, ୧୨ କୋଟି ଟଙ୍କା ମୂଲ୍ୟର ନିଶାଦ୍ରବ୍ୟ ଧରାଇଦେଲେ

–ଦେଶରେ ପୁଣି ବୃଦ୍ଧି ପେଟ୍ରୋଲ, ଡିଜେଲର ଦର

–ରାଷ୍ଟ୍ରାୟତ୍ତ ବ୍ୟାଙ୍କ ଘରୋଇକରଣ; ମୌସୁମୀ ଅଧିବେଶନରେ ଆସିପାରେ ସଂଶୋଧନ ବିଲ୍‍

–ଯୋଗ ଭାରତ ନୁହେଁ, ନେପାଳରେ ସୃଷ୍ଟି ; ଓଲିଙ୍କର ଆଉ ଏକ ହାସ୍ୟାସ୍ପଦ ଦାବି

–ଦେଶରେ କରୋନା ସଂକ୍ରମିତଙ୍କ ସଂଖ୍ୟା ୯୧ ଦିନ ମଧ୍ୟରେ ସବୁଠାରୁ କମ ରେକର୍ଡ ;୨୪ ଘଣ୍ଟାରେ ଆଉ ୪୨,୬୪୦ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ

–ମୋଟ ସଂକ୍ରମିତଙ୍କ ସଂଖ୍ୟା ୨,୯୯,୭୭,୮୬୧କୁ ବୃଦ୍ଧି

–ଚିକିତ୍ସାଧୀନ ଅବସ୍ଥାରେ ଆଉ ୧,୧୬୭ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଥିବା ବେଳେ ମୋଟ ମୃତ୍ୟୁ ସଂଖ୍ୟା ୩,୮୯,୩୦୨

–ଦିନକରେ ୮୧,୮୩୯ ଆକ୍ରାନ୍ତ ସୁସ୍ଥ ହୋଇଥିବା ବେଳେ ମୋଟ ୨,୮୯,୨୬,୦୩୮ ଆକ୍ରାନ୍ତ ସୁସ୍ଥ

–ଦିନକରେ ରାଜ୍ୟରେ ୨୯୫୭ ନୂଆ ସଂକ୍ରମିତ ଚିହ୍ନଟ; ସଂଗରୋଧରୁ ୧୬୯୮ ଓ ସ୍ଥାନୀୟ ସଂକ୍ରମିତ ୧୨୫୯

–ରାଜ୍ୟରେ ଆଖି ବୁଜିଲେ ଆଉ ୩୮ କରୋନା ଆକ୍ରାନ୍ତ ; ମୋଟ ମୃତ୍ୟୁ ସଂଖ୍ୟା ୩ ହଜାର ୬୭୧

–ପୁରୀରେ ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ସ୍ନାନ ଯାତ୍ରା ସମୟରେ ୧୪୪ ଧାରା ଜାରି କରାଯିବ

–ଆଜି ବିରୋଧୀ ରାଜନୈତିକ ଦଳଗୁଡିକର ବୈଠକ; ଶରଦ ପୱାରଙ୍କ ପ୍ରଚେଷ୍ଟାରେ ଆୟୋଜିତ ହେଉଛି

–ଆଜି ବିରୋଧୀ ରାଜନୈତିକ ଦଳଗୁଡିକର ବୈଠକ; ଶରଦ ପୱାରଙ୍କ ପ୍ରଚେଷ୍ଟାରେ ଆୟୋଜିତ ହେଉଛି

–ଜଗତପୁରରୁ ୫୬୦ କିଲୋ ଗଞ୍ଜେଇ ଜବତ

–ଭାରତ ଓ ଅନ୍ୟ ଏସୀୟ ରାଷ୍ଟ୍ରଙ୍କୁ ୧୬ ନିୟୁତ ଟିକା ଦେବ ଆମେରିକା

–ପେରୁ ବିଜୟୀ, ଭେନେଜୁଏଲା-ଇକ୍ୱେଡର ମ୍ୟାଚ ଡ୍ର

–ଅଲିମ୍ପିକ୍‌ସ – ପ୍ରତ୍ୟହ ୧୦ ହଜାର ଦର୍ଶକଙ୍କୁ ଅନୁମତି

–ଦେଶରେ ନୂଆ ପ୍ରଜାତିର କରୋନା ଭୂତାଣୁ ଡେଲଟା ପ୍ଲସର ସଂକ୍ରମଣ ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି ; ଡେଲଟା ପ୍ଲସ୍‌ ପ୍ରଜାତିର ସଂକ୍ରମଣ ୨୦କୁ ବୃଦ୍ଧି

–କେନ୍ଦ୍ର ସରକାରଙ୍କ ନୂଆ କରୋନା ଟିକା ନୀତି କାର୍ୟ୍ୟକାରୀ ହେବାର ପ୍ରଥମ ଦିନରେ ଟିକାକରଣ କ୍ଷେତ୍ରରେ ନୂଆ କୀର୍ତ୍ତି ସ୍ଥାପନ ; ସୋମବାର ଗୋଟିଏ ଦିନରେ ଦେଶରେ ୮୨ଲକ୍ଷରୁ ଅଧିକ ପାନ (ଡୋଜ୍‌) ଦିଆଯାଇଛି ଟିକା

Hot this week

ଚାଷୀଙ୍କ ଦାବି ନେଇ କଳାହାଣ୍ଡିରୁ ଭୁବନେଶ୍ୱର ସାଇକେଲ ଯାତ୍ରା

ବୋଲଗଡ: ଚାଷୀଙ୍କ ବିଭିନ୍ନ ସମସ୍ୟାର ସମାଧାନ ପାଇଁ ଅଣ୍ଟା ଭିଡ଼ିଛି କଳାହାଣ୍ଡି...

ନିଖୋଜ ମହିଳାଙ୍କ ମୁଣ୍ଡବିହୀନ ଶବ ମିଳିବା ଘଟଣାରେ ବଢିଲା ଉତ୍ତେଜନା

କୋରୁକୋଣ୍ଡା : ମାଲକାନଗିରି ଜିଲ୍ଲା କୋରୁକୋଣ୍ଡା ବ୍ଲକ ରାଖେଲଗୁଡା ଗାଁରେ ନିଖୋଜ...

ଏହି ଗୁଣ ଥିବା ମହିଳାଙ୍କୁ ମିଳେ ଲକ୍ଷ୍ମୀଙ୍କ ଆଶୀର୍ବାଦ: ଘର ହୁଏ ସ୍ୱର୍ଗ

ଚାଣକ୍ୟ ନୀତି: ନୀତି, ଜ୍ଞାନ ଓ ଜୀବନ ପ୍ରବନ୍ଧର ମହାନ ପଣ୍ଡିତ...

ଦୁଇ ବାଇକ୍‌ ଆରୋହୀଙ୍କ ମୁଣ୍ଡରେ ଚଢିଗଲା ଟ୍ରଲର

ବଣାଇ: ୧୪୩ ନମ୍ବର ଜାତୀୟ ରାଜପଥର ଗମଲେଇ ଛକ ନିକଟରେ ମର୍ମନ୍ତୁଦ...

ବିଜେପିରେ ମିଶିବେ ବିଜେଡିର ଦୁଇ ନେତା !

ଭୁବନେଶ୍ଵର: ବିଜେଡିର ଦୁଇ ନେତା ବିଜେପିରେ ମିଶିବାକୁ ଯାଉଛନ୍ତି। ପୂର୍ବତନ ମନ୍ତ୍ରୀ...

Related Articles

Popular Categories