www.samajalive.in
Thursday, December 11, 2025
18.1 C
Bhubaneswar

ରାତି ୧୦ଟା – ମୁଖ୍ୟ ଖବର

– କୋଭିଡ ଡାକ୍ତରଖାନାରେ ଅବହେଳା ଓ ଶବକୁ ଅସମ୍ମାନ ନେଇ ହାଇକୋର୍ଟରେ ଜନସ୍ବାର୍ଥ ମାମଲା ରୁଜୁ
– ଆନ୍ତର୍ଜାତିକ ଯୋଗ ଦିବସ ଅବସରରେ ପ୍ରଧାନମନ୍ତ୍ରୀ ଆରମ୍ଭ କଲେ ଏମ-ଯୋଗ ଆପ୍‍
– କରୋନାର ଦ୍ବିତୀୟ ଲହର ଅପେକ୍ଷା ତୃତୀୟ ଲହର ପ୍ରଭାବ କମିବ, କହିଲେ ଜନସ୍ବାସ୍ଥ୍ୟ ନିର୍ଦେଶକ
– ଦିନକରେ ଦେଶରେ ୫୩ ହଜାର ୨୫୬ ନୂଆ କରୋନା ସଂକ୍ରମିତ ଚିହ୍ନଟ, ୧୪୨୨ ମୃତ ଓ ୭୮,୧୯୦ ସୁସ୍ଥ
– ମନାକଲା କେନ୍ଦ୍ର, କ୍ଷମତା ବାହାରେ କରୋନା ମୃତକଙ୍କ ପରିବାରକୁ ୪ ଲକ୍ଷ କ୍ଷତିପୂରଣ
– ମହାରାଷ୍ଟ୍ରରେ ଡେଲଟା ପ୍ଲସ୍‌, ଆଣିପାରେ ତୃତୀୟ ଲହର
– ଜର୍ମାନୀ ରାଷ୍ଟ୍ରଦୂତଙ୍କ ଆଶଙ୍କା; ଆସିପାରେ କରୋନାର ଚତୁର୍ଥ ଲହର
– ଆଜିଠାରୁ ଦେଶର ସମସ୍ତ ୧୮ ବର୍ଷରୁ ଅଧିକ ନାଗରିକଙ୍କୁ ଦିଆଯାଉଛି ମାଗଣା ଟିକା
– ରାଜ୍ୟରେ ଆଜି ୩୦୩୧ ନୂଆ ସଂକ୍ରମିତ ଚିହ୍ନଟ, ୪୩ ମୃତ
– ବିଭିନ୍ନ ଜେଲରୁ ମୁକୁଳିବେ ୧୬ କଏଦୀ, ରାଜ୍ୟ ସରକାରଙ୍କ ନିର୍ଦେଶ
– କରୋନା କଟକଣା ପାଇଁ ଏବର୍ଷ ମଧ୍ୟ ଅମରନାଥ ଯାତ୍ରା ବନ୍ଦ
– ଟୋକିଓ ଅଲିମ୍ପିକ୍ସ ମହିଳା ହକିରେ ନେତୃତ୍ବ ନେବେ ରାନୀ ରାମପାଲ, ଓଡ଼ିଆ ଖେଳାଳୀ ଦୀପଗ୍ରେସ ଏକ୍କା ଉପ-ଅଧିନାୟିକା
– ଆସନ୍ତା ଡିସେମ୍ବର ସୁଦ୍ଧା ୨୫୭ କୋଟି ଡୋଜ ଟିକା ଉତ୍ପାଦନ ଲକ୍ଷ୍ୟ

Hot this week

ଦରମା ଓ ଭତ୍ତା ବୃଦ୍ଧିକୁ ବିରୋଧ କଲେ : ବିଧାୟକ ଲକ୍ଷ୍ମଣ ମୁଣ୍ତା

ଭୁବନେଶ୍ୱର - ଗତ ମଙ୍ଗଳବାର ବିଧାନସଭା ଗୃହରେ ପାରିତ ହୋଇଥିବା ବିଧାୟକ...

୨୧୪ ରନ କଲେ ଜିତିବ ଭାରତ

ସମାଜଲାଇଭ ଡେସ୍କ: ୨ୟ ଟି-୨୦​‌ରେ ଭାରତକୁ ୨୧୪ ରନର ବିଜୟ ଲକ୍ଷ୍ୟ...

ନାଗରିକତା ପାଇଥିବା ସମସ୍ତଙ୍କୁ ମିଳିବ ସରକାରୀ ସୁବିଧା , ୩୫ ଜଣଙ୍କୁ ନାଗରିକତା ପ୍ରମାଣ ପତ୍ର

ଭୁବନେଶ୍ୱର :ଜନଗଣନା ନିର୍ଦ୍ଦେଶାଳୟ ଓଡ଼ିଶା ଓ ଗୃହ ମନ୍ତ୍ରାଳୟ ଭାରତ ସରକାରଙ୍କ...

ହତ୍ୟାପରେ ପଡୋଶୀଙ୍କ ରକ୍ତ ପିଇଥିଲେ ଏହି ମହିଳା- ୫୦ ବର୍ଷ କାରା ଦଣ୍ଡାଦେଶ

ନ୍ୟୁୟର୍କ- ଆମେରିକାର ଜଣେ ମହିଳା ତାଙ୍କ ପଡୋଶୀଙ୍କୁ ରାଗରେ ହତ୍ୟା କରିଥିଲେ...

Related Articles

Popular Categories