www.samajalive.in
Saturday, December 6, 2025
26.1 C
Bhubaneswar

ରାତି ୧୦ଟା – ମୁଖ୍ୟ ଖବର

୧. ରାଜ୍ୟରେ ବଢ଼ିଲା ତାଲାବନ୍ଦ ଅବଧି, ଜୁନ ୧୭ ପର୍ଯ୍ୟନ୍ତ ତାଲାବନ୍ଦ ବଢ଼ିବା ନେଇ ସୂଚନା
୨. ରାଜ୍ୟରେ ଦିନକରେ ୯୫୪୧ ନୂଆ ସଂକ୍ରମିତ ଚିହ୍ନଟ, ୩୩ ମୃତ ଓ ୧୧୮୮୧ ସୁସ୍ଥ
୩. ପ୍ରଦୀପ୍ତ ମହାପାତ୍ର କହିଛନ୍ତି, ୧୯ଟି ଜିଲ୍ଲାରେ ପଜିଟିଭିଟି ରେଟ୍ କମିଛି, ୫ଟି ଜିଲ୍ଲାରେ ପଜିଟିଭିଟି ରେଟ୍ ୫% ତଳେ
୪. ଦେଶରେ ଦିନକରେ ୧,୬୫,୫୫୩ ନୂଆ ସଂକ୍ରମିତ ଚିହ୍ନଟ, ୩,୪୬୦ ମୃତ, ସୁସ୍ଥ ୨,୭୬,୩୦୯
୫. ଏସିଏସ ପ୍ରଦୀପ୍ତ ମହାପାତ୍ରଙ୍କ ସୂଚନା: ରାଜ୍ୟର ୯ଟି ଜିଲ୍ଲାରେ ୬୦% ସଂକ୍ରମଣ ରହିଛି, ପଜିଟିିଭିଟି ରେଟ୍ ୧୪%କୁ ହ୍ରାସ ପାଇଛି
୬. ଓଡ଼ିଶାର ପ୍ରାକୃତିକ ବିପର୍ଯ୍ୟୟ ମୁକାବିଲା ପରିଚାଳନକୁ ପ୍ରଶଂସା କଲେ ଭୂବିଜ୍ଞାନ ସଚିବ ମାଧବନ ରାଜୀବନ
୭. ଓଡ଼ିଶାର ବିପର୍ଯ୍ୟୟ ପରିଚାଳନା ପଦ୍ଧତ୍ତିରୁ ଅନ୍ୟ ରାଜ୍ୟଗୁଡିକ ଶିକ୍ଷା କରିବାକୁ ଭୂବିଜ୍ଞାନ ସଚିବ ମାଧବନ ରାଜୀବନଙ୍କ ପରାମର୍ଶ
୮. ବିଦ୍ୟୁତ ଖୁଣ୍ଟକୁ ନେଇ ବାଲେଶ୍ୱର ଖନ୍ତାପଡ଼ା ଥାନା କଲ୍ୟାଣୀ ଗାଁରେ ୨ ଗୋଷ୍ଠୀଙ୍କ ମଧ୍ୟରେ ସଂଘର୍ଷ, ୧୦ ଗୁରୁତର
୯. ଆକାଶ ମାର୍ଗରୁ ବାଲେଶ୍ୱର ଓ ଭଦ୍ରକ ବାତ୍ୟା ଅଂଚଳର ସର୍ଭେ କଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ଲୋକମାନଙ୍କ ସହ କଥା ହେଲେ
୧୦. କରୋନା ସ୍ଥିତି ନେଇ ସ୍ୱାସ୍ଥ୍ୟ ବିଭାଗ ଅତିରିକ୍ତ ସଚିବଙ୍କ ସୂଚନା, ବାତ୍ୟା ପାଇଁ ଟେଷ୍ଟ କମିବାରୁ ପଜିଟିଭ ସଂଖ୍ୟା କମିଥିଲା ମାତ୍ର ପରବର୍ତ୍ତୀ ପର୍ଯ୍ୟାୟରେ ବଢ଼ିଥିଲେ ବି ସଂକ୍ରମଣ କମିଛି
୧୧. ଚୀନରୁ ଏକ ସ୍ୱତନ୍ତ୍ର ବିମାନରେ ଓଡିଶା ପାଇଁ ବିଦେଶରୁ ଆସି ପହଁଚିଲା ୧୩୫୦ ଅକ୍ସିଜେନ ସିଲିଣ୍ଡର
୧୨. କେନ୍ଦ୍ରକୁ କଂଗ୍ରେସର ସମାଲୋଚନା; କହିଲା ମୋଦୀ ସରକାର ଦେଶ ପାଇଁ ହାନିକାରକ
୧୩. ଏଲୋପାଥି-ଆୟୁର୍ବେଦ ବିବାଦ: ଆମିରଙ୍କ ଭିଡିଓ ଶେୟାର କରି ମେଡିକାଲ ମାଫିଆଙ୍କୁ ଆହ୍ବାନ କଲେ ରାମଦେବ
୧୪. ସେନାମୁଖ୍ୟ ନରବାଣେଙ୍କ ପାକିସ୍ତାନକୁ ପରାମର୍ଶ- ସମ୍ପର୍କ ସ୍ୱାଭାବିକ କରିବାକୁ ହେଲେ ଆଗ ଆତଙ୍କି ଭିତ୍ତିଭୂମି ନଷ୍ଟକର
୧୫. ପୂର୍ବତନ ମନ୍ତ୍ରୀ ପ୍ରଦୀପ ମହାରଥୀଙ୍କ ପରେ ସାନ ଭାଇ ପ୍ରଣୟ ମହାରଥୀଙ୍କ ଜୀବନ ନେଲା କରୋନା
୧୬. ସ୍ୱାସ୍ଥ୍ୟ ଏବଂ ପରିବାର କଲ୍ୟାଣ ମନ୍ତ୍ରଣାଳୟର ରାଷ୍ଟ୍ରୀୟ ହେଲ୍ପଲାଇନ ନମ୍ବର – ୧୦୭୫
୧୭. ମହିଳା ଓ ଶିଶୁ ବିକାଶ ମନ୍ତ୍ରଣାଳୟର ହେଲ୍‍ପ୍‍ ଲାଇନ ନମ୍ବର – ୧୦୯୮
୧୮. ବରିଷ୍ଠ ନାଗରିକଙ୍କ ପାଇଁ ସାମାଜିକ ନ୍ୟାୟ ଓ ସଶକ୍ତିକରଣ ମନ୍ତ୍ରଣାଳୟ ନମ୍ବର -୧୪୫୬୭
୧୯. ଜାତୀୟ ମାନସିକ ସ୍ୱାସ୍ଥ୍ୟ ଓ ସ୍ନାୟୁ ବିଜ୍ଞାନ ପ୍ରତିଷ୍ଠାନର ହେଲ୍‍ପ୍‍ ଲାଇନ୍‍ ୦୮୦-୪୬୧-୧୦୦୭

Hot this week

ନିୟମିତ କରନ୍ତୁ ଏହି ଯୋଗାସନ, ଦୂର ହେବ ମଧୁମେହ…

ନୂଆଦିଲ୍ଲୀ: ସୁସ୍ଥ ଏବଂ ନିରୋଗ ରହିବାକୁ ଲୋକେ ବିଭିନ୍ନ ଉପାୟ ଅବଲମ୍ବନ...

ଇଣ୍ଡିଗୋ ଅଚଳାବସ୍ଥା ଘଟଣାରେ ଦାୟୀବ୍ୟକ୍ତି କ୍ଷତି ଭରିବାକୁ ମନ୍ତ୍ରୀଙ୍କ ନିଷ୍ପତ୍ତି

ସମାଜ ଲାଇଭ ଡ଼େସ୍କ : ଇଣ୍ଡିଗୋ ବିମାନ ଅଚଳାବସ୍ଥା ଘଟଣାରେ ବଡ...

ରସୁଣ ଏବଂ ମୂଳା ଚଟଣି: ଶୀତରେ ପାଟିକୁ ସୁଆଦିଆ

ସମାଜ ଡିଜିଟାଲ ଡେସ୍କ: ଶୀତ ଋତୁରେ ମୂଳା ବହୁଳ ଭାବରେ ବଜାରରେ...

୧୦ପିସ୍ତଲ ଓ ଗୋଟିଏ କାର୍ବାଇନ ସହ ବନ୍ଧୁକ ମାଫିଆ ଜବତ

ସମାଜ ଲାଇଭ ଡ଼େସ୍କ : ଭୁବନେଶ୍ୱରରେ ଏକ ବଡ ଧରଣର ଆନ୍ତଃରାଜ୍ୟ...

ଅନ୍ତିମ ଦିନିକିଆ: ଟସ୍‌ ଜିତି ବୋଲିଂ କରୁଛି ଭାରତ

ବିଶାଖାପାଟଣା: ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଆଜି ଅନ୍ତିମ ଦିନିକିଆ...

Related Articles

Popular Categories