ନିଉଜ ଆଲର୍ଟବଡ଼ ଖବର Less than 1 min.Read ସନ୍ଧ୍ୟା ୭ଟା ମୁଖ୍ୟ ଖବର By samajalive 11 August, 2021 7:02 PM FacebookTwitterPinterestWhatsAppLinkedinReddIt ଦେଶର ବିକାଶରେ ଉଦ୍ୟୋଗର ଗୁରୁତ୍ୱପୂର୍ଣ୍ଣ ଅବଦାନ ରହିଛି : ପ୍ରଧାନମନ୍ତ୍ରୀ ସିଆଇଆଇର ବାର୍ଷିକ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଉଦବୋଧନ ସଂସଦର ଉଭୟ ସଦନ ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ମୁଲତବୀ ଏଟିଏମ୍ ଗୁଡ଼ିକରେ ପର୍ଯ୍ୟାପ୍ତ ପରିମାଣର ନଗଦ ଟଙ୍କା ମହଜୁଦ ରଖିବାକୁ ଭାରତୀୟ ରିଜର୍ଭର ନିର୍ଦେେଶ ଏଟିଏମ୍ ଗୁଡ଼ିକରୁ କୌଣସି ସମୟରେ ଯେପରି ନଗଦ ଟଙ୍କା ସରି ନଯାଏ ତାହା ନିଶ୍ଚିତ କରିବାକୁ ରିଜର୍ଭ ବ୍ୟାଙ୍କ ସମସ୍ତ ବ୍ୟାଙ୍କକୁ କହିଛି ବାଲେଶ୍ବର ଚାନ୍ଦିପୁର ସମନ୍ବିତ ପରୀକ୍ଷା କେନ୍ଦ୍ରର ୩ ନମ୍ବର ଉତକ୍ଷେପଣ କେନ୍ଦ୍ରରୁ ମଧ୍ୟମ ଦୂରଗାମୀ କ୍ରୁଜ କ୍ଷେପଣାସ୍ତ୍ର ‘ନିର୍ଭୟ’ର ସଫଳ ପରୀକ୍ଷା ହିମାଚଳପ୍ରଦେଶରେ ଭୂସ୍ଖଳନ ; ଜଣେ ମୃତ, ୩୦ରୁ ଅଧିକ ନିଖୋଜ ପ୍ରଖ୍ୟାତ ଅଭିନେତା ପ୍ରକାଶ ରାଜ ଡାକ୍ତରଖାନାରେ ଭର୍ତ୍ତି ଟୋକିଓ ଅଲିମ୍ପିକ୍ସ ହକି ତାରକାଙ୍କୁ ସମ୍ବର୍ଦ୍ଧିତ କଲେ ମୁଖ୍ୟମନ୍ତ୍ରୀ ; ରାଜ୍ୟସରକାରଙ୍କ ତରଫରୁ ଖେଳାଳୀଙ୍କ ପାଇଁ ଆର୍ଥିକ ପୁରସ୍କାର ପୁରୀ ଶ୍ରୀମନ୍ଦିର ଖୋଲିବା ପାଇଁ ପ୍ରଶାସନ ପକ୍ଷରୁ ନୂଆ ଏସଓପି ଜାରି ଆସନ୍ତାକାଲିଠାରୁ ଜଗା ଦର୍ଶନ ଆସନ୍ତାକାଲି ଓ ୧୩ ତାରିଖ : ସେବକ ପରିବାର ସଦସ୍ୟଙ୍କୁ ଦର୍ଶନ ସୁଯୋଗ ୧୬ ରୁ ୨୦ ତାରିଖ ପୁରୀ ସହରବାସୀଙ୍କୁ ଦର୍ଶନ ଅନୁମତି ୨୩ ରୁ ଅନ୍ୟ ସମସ୍ତଙ୍କୁ ଦର୍ଶନ ସୁଯୋଗ ଶନିବାର ଓ ରବିବାର ବନ୍ଦ ରହିବ ଦର୍ଶନ ଜନ୍ମାଷ୍ଟମୀ ଓ ଗଣେଶ ପୂଜାରେ ଭକ୍ତଙ୍କ ପ୍ରବେଶ ବନ୍ଦ ସର୍ତ୍ତାବଳୀ: ୧. ଦୁଇଟି କରନା ଟୀକା ନେଇଥିବା ପ୍ରମାଣପତ୍ର କିମ୍ବା ୯୬ ଘଣ୍ଟା ମଧ୍ୟର କରୋନା ସଂକ୍ରମିତ ହୋଇ ନଥିବା ରିପୋର୍ଟ ୨. ମାସ୍କ ଓ ସାମାଜିକ ଦୁରତ୍ଵ ବାଧ୍ୟତାମୂଳକ ୩. ପ୍ରବେଶ ପୂର୍ବରୁ ହାତ ଧୋଇବେ ୪. ସକାଳ ୭ ରୁ ରାତି ୭ ଦର୍ଶନ ୫. ସିଂହଦ୍ୱାର ଦେଇ ପ୍ରବେଶ ଉତ୍ତର ଦ୍ଵାର ଦେଇ ପ୍ରସ୍ଥାନ ୬. ଆନନ୍ଦ ବଜାରରେ ଅଭଡ଼ା ଖାଇବା ନିଷେଧ। କିନ୍ତୁ କିଣି ପାରିବେ ୭. ପାନ ଛେପ ଓ ଗୁଟଖା ଛେପ ପକାଇଲେ ଜୋରିମାନା ୮.ବିଗ୍ରହଙ୍କୁ ସ୍ପର୍ଶ ମନା ରାଜ୍ୟରେ ଗତ ୨୪ ଘଣ୍ଟା ମଧ୍ୟରେ ୬୫ ଜଣ କରୋନା ଆକ୍ରାନ୍ତଙ୍କର ମୃତ୍ୟୁ ; କରୋନା ଜନିତ ମୃତ୍ୟୁସଂଖ୍ୟା ୬୬୩୦, ଖୋର୍ଦ୍ଧା ଜିଲାରୁ ସର୍ବାଧିକ ୨୦ ରାଜ୍ୟରେ ମଙ୍ଗଳବାର ଗୋଟିଏ ଦିନରେ ୧୦୭୮ ନୂଆ ସଂକ୍ରମିତ ଚିହ୍ନଟ ; ସଂଗରୋଧରୁ ୬୨୬ ଓ ସ୍ଥାନୀୟ ସଂକ୍ରମିତ ୪୫୨ ରାଜ୍ୟରେ ଦିନକ ମଧ୍ୟରେ ୧୩୧୯ କରୋନା ସଂକ୍ରମିତ ସୁସ୍ଥ ହୋଇଥିବାବେଳେ ସଂପ୍ରତି ୧୦୬୮୨ ଜଣ ସକ୍ରିୟ ସଂକ୍ରମିତ ଅଟଳ ବିହାରୀ ବାଜପେୟୀଙ୍କ ନାମରେ ନିର୍ମାଣ ହେବ ରେଳ ଷ୍ଟେସନ ଉତ୍ତର ପ୍ରଦେଶରେ କୁଖ୍ୟାତ ଅପରାଧୀଙ୍କ ୧୮୪୯ କୋଟି ଟଙ୍କାର ସଂପତ୍ତି ବାଜ୍ୟାପ୍ତ କାରଗାରରୁ ପ୍ରେମିକଙ୍କୁ ଛାଡିଦେଇ ନିଜେ କାରାଦଣ୍ଡ ପାଇଲେ ମହିଳା କାରା ଅଧିକାରୀ ଦେଶରେ ଗତ ୨୪ ଘଣ୍ଟା ମଧ୍ୟରେ ୩୮,୩୫୩ ନୂଆ କରୋନା ସଂକ୍ରମିତ ଚିହ୍ନଟ ଦିନକ ମଧ୍ୟରେ ୪୦,୦୧୩ ଜଣ କରୋନା ରୋଗୀ ସୁସ୍ଥ ଦେଶରେ କରୋନାରୁ ଆରୋଗ୍ୟ ହାର ୯୭.୪୫% ; ଏହା ଏପର୍ୟ୍ୟନ୍ତ ସର୍ବାଧିକ ଆରୋଗ୍ୟ ହାର କରୋନା ସଂକ୍ରମଣରୁ ମୋଟ ୩,୧୨,୨୦,୯୮୧ ଜଣ ସୁସ୍ଥ ଦେଶରେ ସଂପ୍ରତି ୩,୮୬,୩୫୧ ଜଣ ସକ୍ରିୟ କରୋନା ରୋଗୀ ଦେଶରେ ଦୈନିକ ସଂକ୍ରମଣ ହାର ୨.୧୬% ଏବଂ ସାପ୍ତାହିକ ସଂକ୍ରମଣ ହାର ୨.୩୪% ମଙ୍ଗଳବାର ସଂଧ୍ୟା ସୁଦ୍ଧା ମୋଟ ୪୮.୫୦ କୋଟି ନମୁନା ପରୀକ୍ଷା ସେହି ସମୟ ମଧ୍ୟରେ ୫୧.୯୦ କୋଟି ପାନ ଟିକା ଦିଆଯାଇଛି ଇଓଏସ-୦୩ କୃତ୍ରିମ ଉପଗ୍ରହ ଉତକ୍ଷେପଣ ପାଇଁ ଅବଗଣନା ଆରମ୍ଭ ଆଫଗାନିସ୍ତାନରୁ ଆମେରିକା ସୈନ୍ୟ ଅପସାରଣ ନିଷ୍ପତ୍ତି ଚୂଡାନ୍ତ ; ମୋ ନିଷ୍ପତ୍ତିକୁ ନେଇ ମୋର ଅନୁଶୋଚନା ନାହିଁ- ବାଇଡେନ ସରିଲା ଆଇଏଏସ ପ୍ରେମ କାହାଣୀ: ଛାଡପତ୍ର ନେଲେ ଟିନା ଡାବି ଓ ଆତହାର ଖାଁ ରାଜନେତାଙ୍କ ଫୌଜଦାରୀ ମାମଲା ପ୍ରସଙ୍ଗ, ଉଚ୍ଚ ନ୍ୟାୟାଳୟଙ୍କ ଅନୁମତିରେ ପ୍ରତ୍ୟାହାର ଅପରାଧୀ ପ୍ରାର୍ଥୀଙ୍କ ତଥ୍ୟ ପ୍ରକାଶରେ ବିଫଳତା, ୮ ଦଳକୁ ଜୋରିମାନା ରାଜ୍ୟ ହାତରେ ଓବିସି ତାଲିକା ପ୍ରସ୍ତୁତି କ୍ଷମତା ଅଣାୟତ୍ତ ଆଫଗାନିସ୍ତାନ ପରିସ୍ଥିତି ପଢ଼ିବା ବାହାନାରେ ପିଓକେ ଯାଇଥିବା ୫୭ କାଶ୍ମୀର ଯୁବକ ଏବେ ଆତଙ୍କବାଦୀ ଟିକା ପ୍ରମାଣପତ୍ରରେ ପ୍ରଧାନମନ୍ତ୍ରୀଙ୍କ ଫଟୋ ରହିବାର କାରଣ ଦର୍ଶାଇଲେ ସରକାର ପେଗାସସ୍ ବାବଦରେ ସାମାଜିକ ଗଣମାଧ୍ୟମରେ ବିତର୍କ ନ ହେଉ: ସର୍ବୋଚ୍ଚ ନ୍ୟାୟାଳୟ ନୀରଜଙ୍କ ସମ୍ମାନାର୍ଥେ, ଅଗଷ୍ଟ ୭ ଜାତୀୟ ଜାଭେଲିନ୍ ଦିବସ ପାଳନ କରିବ ଏଏଫ୍ଆଇ ମହାନଦୀରେ ଚାଲିବ କ୍ରୁଜ୍, ୭ ସ୍ଥାନରେ ପରିବେଶ ଅନୁକୂଳ ନିର୍ଜନ ବାସ ୧୪ ପର୍ଯ୍ୟନ୍ତ ବର୍ଷା, ୧୭ ଜିଲାକୁ ସତର୍କ ସୂଚନା ୨୩ରୁ ଏକକ ପିଜି ପ୍ରବେଶିକା ପରୀକ୍ଷା ନବମ ଓ ଦଶମ ପାଇଁ ବିକଳ୍ପ ପଦ୍ଧତି, ଦୁଇ ପର୍ୟ୍ୟାୟରେ ପରୀକ୍ଷା ୧୭ ଯାଏ ଘୁଞ୍ଚିଲା ବି.ଟେକ୍ ପଞ୍ଜୀକରଣ TagsNews headlines@ 7 Pmodia news Hot this week ବାଲେଶ୍ଵର ସୁନା ବିସ୍କୁଟ୍ ଲୋଭ ଦେଖାଇ ବ୍ୟକ୍ତିଙ୍କଠାରୁ ୪ ଲକ୍ଷ ଟଙ୍କା ଠକେଇ, ୬ ଗିରଫ December 8, 2025 0 ନୀଳଗିରି: ସୁନା ବିସ୍କୁଟ୍ ପ୍ରଲୋଭନ ଦେଖାଇ ବ୍ୟକ୍ତିଙ୍କଠାରୁ ୪ ଲକ୍ଷ ଟଙ୍କା... ଗଞ୍ଜାମ ଶାଶୁ ଘରକୁ ଯିବାବେଳେ ସୁନା ହାର ହଜାଇଥିଲେ; ଦୁଇ ମାସ ପରେ ଧାନ କ୍ଷେତରୁ ପାଇ ଫେରାଇଲେ ୩ ମହିଳା December 8, 2025 0 ପାତ୍ରପୁର: ଦୁଇ ମାସ ପୂର୍ବେ ବାପ ଘରକୁ ଯିବା ବେଳ ହଜି... ମାଲକାନଗିରି ଆତ୍ମସମର୍ପଣ କଲେ ୧୨ ମାଓବାଦୀ December 8, 2025 0 ମାଲକାନଗିରି: ଆତ୍ମସମର୍ପଣ କଲେ ୧୨ ମାଓବାଦୀ। କୁଖ୍ୟାତ ନକ୍ସଲବାଦୀ କମାଣ୍ଡର ଓ... ମନୋରଞ୍ଜନ ବିବାହ ଭାଙ୍ଗିବା ପରେ ପରସ୍ପରଙ୍କୁ ଅନଫଲୋ କଲେ ମନ୍ଧାନା-ପଲାସ December 8, 2025 0 ସମାଜଲାଇଭ ଡେସ୍କ: ଭାରତୀୟ ମହିଳା କ୍ରିକେଟ ଦଳର ଉପଅଧିନାୟିକା ସ୍ମୃତି ମନ୍ଧାନା... ବଲାଙ୍ଗୀର ଭୟଙ୍କର ଅଗ୍ନିକାଣ୍ଡ: ଜଳିଗଲା ୫୦ରୁ ଅଧିକ ଫଳ ଦୋକାନ December 8, 2025 0 ସମାଜଲାଇଭ ଡେସ୍କ: ବଲାଙ୍ଗିର ସହରରେ ଥିବା ଫଳ ବଜାରରେ ସୋମବାର ଭୟଙ୍କର... Related Articles ସୁନା ବିସ୍କୁଟ୍ ଲୋଭ ଦେଖାଇ ବ୍ୟକ୍ତିଙ୍କଠାରୁ ୪ ଲକ୍ଷ ଟଙ୍କା ଠକେଇ, ୬ ଗିରଫ ବାଲେଶ୍ଵର December 8, 2025 ଶାଶୁ ଘରକୁ ଯିବାବେଳେ ସୁନା ହାର ହଜାଇଥିଲେ; ଦୁଇ ମାସ ପରେ ଧାନ କ୍ଷେତରୁ ପାଇ ଫେରାଇଲେ ୩ ମହିଳା ଗଞ୍ଜାମ December 8, 2025 ଆତ୍ମସମର୍ପଣ କଲେ ୧୨ ମାଓବାଦୀ ମାଲକାନଗିରି December 8, 2025 ବିବାହ ଭାଙ୍ଗିବା ପରେ ପରସ୍ପରଙ୍କୁ ଅନଫଲୋ କଲେ ମନ୍ଧାନା-ପଲାସ ମନୋରଞ୍ଜନ December 8, 2025 ଭୟଙ୍କର ଅଗ୍ନିକାଣ୍ଡ: ଜଳିଗଲା ୫୦ରୁ ଅଧିକ ଫଳ ଦୋକାନ ବଲାଙ୍ଗୀର December 8, 2025 Popular Categories ନିଉଜ ଆଲର୍ଟଆମ ଓଡ଼ିଶାବଡ଼ ଖବରଦେଶ-ବିଦେଶଭୁବନେଶ୍ବରକ୍ରୀଡ଼ାରାଜନୀତି Previous articleଜବରଦଖଲ ଉଛେଦ, ଉଛେଦକାରୀ ଥାନାର ଦ୍ବାରସ୍ଥNext articleଦେଶର ବିକାଶରେ ଉଦ୍ୟୋଗର ଗୁରୁତ୍ୱପୂର୍ଣ୍ଣ ଅବଦାନ ରହିଛି : ପ୍ରଧାନମନ୍ତ୍ରୀ