www.samajalive.in
Saturday, December 6, 2025
14.1 C
Bhubaneswar

ସକାଳ ୧୦ଟା ମୁଖ୍ୟ ଖବର

-ତୁର୍କୀ ଓ ଜାପାନରେ ଭୂମିକମ୍ପ : ସୂଚନା ଦେଲା ୟୁରୋପୀୟ ଭୂମଧ୍ୟସାଗରୀୟ ସେସମୋଲୋଜି କେନ୍ଦ୍ର..

– ଆଜିଠୁ ହର୍ ଘର୍ ତ୍ରିରଙ୍ଗା ୨.୦ କାର୍ଯ୍ୟକ୍ରମ: ପୋଷ୍ଟ ଅଫିସରେ ୨୫ ଟଙ୍କାରେ ମିଳୁଛି ଜାତୀୟ ପତାକା..

- Advertisement -

– ବୌଦ୍ଧ : ଯୁବକଙ୍କୁ ମାରି ଫିଙ୍ଗିଦେଲେ : ଘଟଣାସ୍ଥଳରେ ମନମୁଣ୍ଡା ପୁଲିସ୍‌ର ତନାଘନା..

-ପ୍ରଧାନମନ୍ତ୍ରୀଙ୍କୁ ମଣିପୁର ବିଧାୟକଙ୍କ ଚିଠି: ଆସାମ ରାଇଫଲ୍ସ ଫେରାଇ ଆଣିବାକୁ ଦାବି …

-ଆଜି ବସିବ ରାଜ୍ୟ କ୍ୟାବିନେଟ, ଦିନ ୧୨ଟାରେ ଲୋକସେବା ଭବନରେ ବୈଠକ ସୂଚନା…

– ସଂସଦର ମୌସୁମୀ ଅଧିବେଶନର ଆଜି ଶେଷ ଦିନ : କିଛି ଜରୁରୀ ବିଲ୍‌ ଲୋକସଭାରେ ପାରିତ ହେବାର ସମ୍ଭାବନା…

-ଅଗଷ୍ଟ ୧୫ ପର୍ଯ୍ୟନ୍ତ ବଡ଼ ବର୍ଷାର ସମ୍ଭାବନା ନାହିଁ; ସୂଚନା ଦେଲା ଆଞ୍ଚଳିକ ପାଣିପାଗ କେନ୍ଦ୍ର….

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories