www.samajalive.in
Monday, December 8, 2025
14.1 C
Bhubaneswar

ଦିନ ୧୧ଟା ସୁଦ୍ଧା ମୁଖ୍ୟ ଖବର (୨୦ ମେ ୨୦୨୧)

ଦେଶ/ବିଦେଶ ଖବର

– ଦେଶରେ ଗତ ୨୪ ଘଣ୍ଟାରେ ୨ ଲକ୍ଷ ୭୬ ହଜାର ୭୦ ନୂଆ କରୋନା ସଂକ୍ରମିତ ଚିହ୍ନଟ, ୩୮୭୪ ମୃତ

ମାସ୍କ ପିନ୍ଧିବା ‘ନିବୋର୍ଧ ନିୟମ’ ବୋଲି କହିଲେ ଡାକ୍ତର, ମାମଲା ରୁଜୁ କଲା ପୁଲିସ

- Advertisement -

– ଜୁଲାଇରେ ଶେଷ ହେବ କୋଭିଡ ଦ୍ୱିତୀୟ ପର୍ୟ୍ୟାୟ ସଂକ୍ରମଣ ପ୍ରଭାବ; ଛଅମାସ ପରେ ଆସିବ ତୃତୀୟ ଲହର

-ବାତ୍ୟା ତାଉ-ତେ ପ୍ରଭାବ: ଦିଲ୍ଲୀରେ ସର୍ବାଧିକ ତାପପାତ୍ରା ଖସିଲା, ମେ ମାସରେ ୧୯୫୧ ପରେ ସର୍ବନିମ୍ନ

– କୋଭିଡ ପାଇଁ ରାଷ୍ଟ୍ରାୟତ୍ତ ଉଦ୍ୟୋଗ ଘରୋଇକରଣ ବାଧାପ୍ରାପ୍ତ

– ତୈଳ ବିଶୋଧନ ୮୪%କୁ ହ୍ରାସକଲା ଇଣ୍ଡିଆନ ଅଏଲ

– ନୂଆଦିଲ୍ଲୀ: ବଙ୍ଗୋପସାଗରେ ସୃଷ୍ଟି ହେବାକୁ ଯାଉଥିବା ବାତ୍ୟାର ନାମ ‘ୟାସ୍‌’ ରହିବ। ଓମାନ୍‌ ପକ୍ଷରୁ ଏହି ବାତ୍ୟାର ନାମ କରଣ କରାଯାଇଛି। ୟାସ୍ ଅର୍ଥ ହେଉଛି ‘ନିରାଶ।’

– ସରକାରଙ୍କୁ ସମାଲୋଚନା ଚିନ୍ତା, ନୂଆ ଆନ୍ତର୍ଜାତିକ ଟିଭି ଚାନେଲ ଖୋଲିବ ପ୍ରସାର ଭାରତୀ

– ଜୁନରେ ଏସିଆ କପ୍‍ ଖେଳିବା ସମ୍ଭବ ନୁହେଁ: ଶ୍ରୀଲଙ୍କା କ୍ରିକେଟ ମୁଖ୍ୟ

– ଭାରତରେ ବିଶ୍ୱକପ୍‍ ଓ ଇଂଲଣ୍ଡରେ ଆଇପିଏଲ୍‍ ପାଇଁ ବିସିସିଆଇର ଯୋଜନା

– ନିଜ ସରକାରୀ ବାସଭବନକୁ କୋଭିଡ ଯତ୍ନ କେନ୍ଦ୍ରରେ ପରିଣତ କଲେ ତେଜସ୍ୱୀ ଯାଦବ

– ତାମିଲନାଡୁ ମନ୍ଦିରରେ କରୋନା ଦେବୀଙ୍କ ମୂର୍ତ୍ତି; ଚାଲିଛି ପୂଜାର୍ଚ୍ଚନା

ରାଜ୍ୟ ଖବର

– ଓଡ଼ିଶାରେ ଦିନକରେ ୧୧୪୯୮ ନୂଆ ସଂକ୍ରମିତ: ଖୋର୍ଦ୍ଧା ୧୪୯୭ ଓ କଟକରେ ୧୧୦୭ ଚିହ୍ନଟ

-ପୂର୍ବତନ ଜାତୀୟ ଫୁଟବଲର ଅସିତ୍ ପାତ୍ରଙ୍କ ଦେହାନ୍ତ

– ଇସ୍ପାତ୍‍ ଉତ୍ପାଦନ ସହ ଅମ୍ଳଜାନ ଆବଶ୍ୟକତା ପୂରଣ କରୁଛନ୍ତି ଇସ୍ପାତ୍‍ ପ୍ଲାଂଟ୍‍ – ଧର୍ମେନ୍ଦ୍ର ପ୍ରଧାନ

Hot this week

ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ ।

ଭୁବନେଶ୍ୱର-ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ । ଦୁର୍ଘଟଣାରେ...

ଭୁବନେଶ୍ବରରେ ପହଞ୍ଚିଲେ ସୂର୍ଯ୍ୟକୁମାର, ସଞ୍ଜୁ ଏବଂ ଉପଅଧିନାୟକ ଗିଲ୍, କାଲି ନେଟ୍ ପ୍ରାକ୍ଟିସ୍

ସମାଜ ନ୍ୟୁଜ ଡେସ୍କ- ରାତି ପ୍ରାୟ ୯ଟା ସମୟରେ ଭୁବନେଶ୍ବର ବିମାନବନ୍ଦରରେ...

ଗହୀରମଥାରେ ବେଆଇନ ମାଛ ମାରି ୩୪ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

ସମାଜଲାଇଭ ଡେସ୍କ: ଗହୀରମଥାରେ ବେଆଇନ ମାଛ ମାରୁଥିବା ୩୪ ମତ୍ସ୍ୟଜୀବୀଙ୍କୁ ଗିରଫ...

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

Related Articles

Popular Categories