ଭଦ୍ରକ : ଭଦ୍ରକ ସହରର ମଦିନା ମଇଦାନରେ ଗୁରୁବାର ଅନୁଷ୍ଠିତ ହେବାକୁ ଥିବା ନାଗରିକତା ସଂଶୋଧନ ଆଇନ ବିରୋଧୀ ଜନସଭାକୁ ବନ୍ଦ କରାଯାଇଛି। ଆମେ ଭାରତବାସୀ ଅନୁଷ୍ଠାନ ପକ୍ଷରୁ ଏହି ସମାବେଶ ଅନୁଷ୍ଠିତ ହୋଇଥାଆନ୍ତା। ପୁଲିସ ନିଜ ଆଡୁ ଏହାକୁ ବନ୍ଦ କରିଥିବା ଜଣାପଡ଼ିଛି। ଏହାସହ ଏନେଇ ସୋସିଆଲ ମିଡ଼ିଆରେ ଆପତ୍ତିଜନକ ବୟାନ ପୋଷ୍ଟ କରିବା ଉପରେ ମଧ୍ୟ କଟକଣା ଜାରି କରାଯାଇଥିବା ନେଇ ସୂଚନା ମିଳିଛି।
Popular Categories



