ଯାଜପୁର : ଯାଜପୁର ଜିଲା ବୈରୀ ଥାନା ଅନ୍ତର୍ଗତ ବିଦ୍ୟାଧରପୁର ଗାଁରେ ଥିବା ଏକ ନକଲି ଜର୍ଦ୍ଦା କାରଖାନାରେ ସୋମବାର ପୁଲିସ ଚଢାଉ କରିଛି। ଉକ୍ତ ଘଟଣାରେ ୪ଜଣଙ୍କୁ ଗିରଫ କରାଯାଇଛି। ଏସଡ଼ିପିଓଙ୍କ ନେତୃତ୍ୱରେ ଏହି ଚଢାଉ କରାଯାଇଛି। ଏଥିରେ ନାମୀଦାମୀ ବହୁ କମ୍ପାନୀର ଲୋଗୋ, ପ୍ୟାକେଟ ସହ ବିପୁଳ ପରିମାଣରେ ଜର୍ଦ୍ଦା ଜବତ କରାଯାଇଛି। ଘଟଣାର ତଦନ୍ତ ଜାରି ରହିଛି।
Popular Categories



