www.samajalive.in
Sunday, December 7, 2025
23.1 C
Bhubaneswar

୧୭ ଦଫା ଦାବିନେଇ ଗର୍ଜିଲେ କନ୍ଧମାଳ ଜିଲା ନାଏବ ସରପଂଚ ଏବଂ ୱାର୍ଡ଼ ମେମ୍ବର ମହାସଂଘ

ଫୁଲବାଣୀ: ଗତ କିଛିଦିନ ହେଲା ବିଭିନ୍ନ ଦାବିନେଇ ରାଜ୍ୟ ସଂଘର ନିଷ୍ପତି କ୍ରମେ କନ୍ଧମାଳ ଜିଲାର ସମସ୍ତ ୧୭୧ ପଂଚାୟତର ସରପଂଚ ମାନେ ଆନ୍ଦୋଳନରେ ଥିବା ବେଳେ ଏବେ ପୁଣି ୧୭ ଦଫା ଦାବି କରି ଆନ୍ଦୋଳନକୁ ଓହରିଛନ୍ତି କନ୍ଧମାଳ ଜିଲା ନାଏବ ସରପଂଚ ଏବଂ ୱାର୍ଡ଼ ମେମ୍ବର ମହାସଂଘ। ଆଜି ବିଭିନ୍ନ ଦାବିନେଇ ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଗର୍ଜିଥିଲେ ମହାସଂଘର ଶହ ଶହ ସଂଖ୍ୟାରେ ସଦସ୍ୟ ଓ ସଦସ୍ୟାମାନେ। ସ୍ଥାନୀୟ ମାଦିକୁନ୍ଦା ଛକରୁ ଏକ ବିରାଟ ଶୋଭାଯାତ୍ରରେ ବାହାରି ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ପହଞ୍ଚି ବିକ୍ଷୋଭ ପ୍ରଦର୍ଶନ କରିବା ସହିତ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଏକ ଦାବିପତ୍ର ପ୍ରଦାନ କରିଛନ୍ତି।

Hot this week

କଣ ରହିଛି ବିଶ୍ଵାସ, କାହିଁକି କାଠକୁ ଛୁଅଁନ୍ତି ଲୋକେ ?

ନୂଆଦିଲ୍ଲୀ : ଦୀର୍ଘ ବର୍ଷ ଧରି ସାରା ବିଶ୍ଵରେ ଅନେକ ଅଜବ...

ଲୋକସଭାରେ ବନ୍ଦେ ମାତରମ୍ ଉପରେ ବିତର୍କ କରିବେ ମୋଦୀ

ସମାଜ ଲାଇଭ ଡ଼େସ୍କ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତାକାଲି ଲୋକସଭାରେ...

ଗୋଆ ଅଗ୍ନିକାଣ୍ଡ : ନାଇଟ୍ କ୍ଲବ୍ ମାଲିକଙ୍କ ବିରୋଧରେ ମାମଲା ରୁଜୁ

ସମାଜ ଲାଇଭ ଡ଼େସ୍କ : ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ...

ବୁଡିଗଲେ ଦୁଇ ସାଙ୍ଗ: ଜଣେ ମୃତ

ଦିଗପହଣ୍ଡି : ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ଚୁଡଙ୍ଗଗଡ ମନ୍ଦିରବନ୍ଧରେ ଅଭାବନୀୟ ଘଟଣା...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

Related Articles

Popular Categories