ବିଜେଡିର ଜନସମ୍ପର୍କ ପଦଯାତ୍ରା

କଣ୍ଟାବାଞ୍ଜି: କଣ୍ଟାବାଞ୍ଜି ବିଜ୍ଞାପିତ ଅଞ୍ଚଳ ପରିଷଦ ୱାର୍ଡ ନମ୍ବର ୫ର କାଉନସିଲର ଯାଜ୍ଞସନୀ ବାଗଙ୍କ ନେତୃତ୍ୱରେ ଜନସମ୍ପର୍କ ପଦଯାତ୍ରାରେ ଅନୁଷ୍ଠିତ ହୋଇଯାଇଛି। ଏଥିରେ ବରିଷ୍ଠ ବିଜେଡି ନେତା ଅଜୟ ଦାସ ଯୋଗ ଦେଇ ବିଜେଡି ସରକାରଙ୍କ ବହୁମୁଖୀ ଯୋଜନା ଉପରେ ଆଲୋକପାତ କରିଥିଲେ। ଆୟୋଜିତ ସଭାରେ ବିଜେଡି ଯୁବ ସଭାପତି ବିଶାଳ ବେହେରା, ନଗର ସଭାପତି ଦେବାର ବାରିକ ପ୍ରମୁଖ ଯୋଗ ଦେଇଥିଲେ।

Comments are closed.