www.samajalive.in
Sunday, December 14, 2025
26.1 C
Bhubaneswar

ଶତାୟୁ ଜନ୍ମ ଉତ୍ସବ ପାଳିତ

ରାମନାଗୁଡା: ରାୟଗଡ଼ା ଜିଲ୍ଲା ବିକ୍ରମପୁର ସ୍ଥିତ ସ୍ଥାନୀୟ ଅଦୈତ ବେଦାନ୍ତ ଆଶ୍ରମ ଦ୍ବାଦଶ ଜ୍ୟୋତିର୍ଲିଙ୍ଗ ମନ୍ଦିର କରାବାଙ୍କ ଗୁଣୁପୁର ଠାରେ ସନ୍ୟାସୀପୁର ଗ୍ରାମର ଧବଳ ପୁରୁଷୋତ୍ତମଙ୍କ ଶତାୟୁ ଜନ୍ମଉତ୍ସବ ପାଳିତ ହୋଇଯାଇଛି। ଏହି ପରିପ୍ରେକ୍ଷୀରେ ଭଗବାନ ଶ୍ରୀକୃଷ୍ଣ ମଖନିସ୍ୟୁତ ପବିତ୍ର ଭଗବତ ଗୀତା (ସମ୍ପୁର୍ଣ୍ଣ ଅଷ୍ଟାଦଶ ଅଧ୍ୟାୟ) ପରାୟଣ ମନ୍ଦିରର ମୁଖ୍ୟ ପୁରୋହିତ ନଳିନୀ ଗୁରୁଜୀ ଓ ଅଶ୍ଵିନୀ ଓ ସନ୍ତୋଷ ଓ ଅନ୍ୟମାନଙ୍କ ସହଯୋଗରେ ଭାଗବତୀୟ ବାତାବରଣ ମଧ୍ୟରେ ପାଳିତ ହୋଇଥିଲା। ଏହି ଅବସରରେ ହୋମଯଜ୍ଞ ହୋଇଥିଲା। ସେ ଦୀର୍ଘ ୧ଶହ ବର୍ଷ ଧରି ସୁସ୍ଥ ଓ ନିରୋଗ ହୋଇ ବଞ୍ଚି ରହିବା କ’ଣ ସହଜ କଥା ହୋଇଛି କି ବୋଲି ଲୋକେ ପଚାରିବା ସହ ଆଜିକାଲି କର୍ମମୟ ବ୍ୟସ୍ତମୟ ଜୀବନ ମଧ୍ୟରେ ଶତାୟୁ ବର୍ଷ ଅତିକ୍ରମ କରିବା ଆଜିକାଲି ଜୀବନଶୈଳୀରେ କାଠିକର ବୋଲି ଲୋକେ ମତପୋଷଣ କରିଥିଲେ।

Hot this week

ଧାନ କଟା ମେସିନରେ କଟିଗଲେ ଯୁବଚାଷୀ

ସମାଜ ଲାଇଭ ଡେସ୍କ :ବାଲେଶ୍ଵର ରେ ଧାନକଟା ମେସିନ୍ ରେ  କଟି...

ଧାନ ଜମିରେ ଜଳିଗଲେ ଚାଷୀ

ସମାଜଲାଇଭ ଡେସ୍କ: ଧାନ ଜମିରେ ଜଳିଗଲେ ଚାଷୀ। ପୁରୀ ଜିଲା ପିପିଲି...

ସିଡନୀର ବଣ୍ଡି ବିଚ୍‌ରେ ଗୁଳିକାଣ୍ଡ; ୧୦ ଜଣଙ୍କ ମୃତ୍ୟୁ, ପୁଲିସର ଜରୁରୀକାଳୀନ ଅପରେସନ୍ ଜାରି

ଅଷ୍ଟ୍ରେଲିଆ: ସିଡନୀର ବଣ୍ଡି ବିଚ୍‌ରେ ଗୁଳିକାଣ୍ଡ ଖବର ପରେ ରବିବାର ସକାଳେ...

ପୁଲିସ ହେପାଜତରେ ଅଭିଯୁକ୍ତଙ୍କ ମୃତ୍ୟୁ!

ସମାଜ ଡିଜିଟାଲ ଡେସ୍କ: ବାଣପୁର ପୁଲିସ ହେପାଜତରେ ଅଭିଯୁକ୍ତଙ୍କର ମୃତ୍ୟୁ ହୋଇଥିବା...

ଏସଆଇଆର ବିରୋଧରେ ଦିଲ୍ଲୀରେ କଂଗ୍ରେସର ମହାରାଲି

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀରେ କଂଗ୍ରେସର ରଣହୁଙ୍କାର । ବିଭିନ୍ନ ରାଜ୍ୟରୁ ଶହଶହ...

Related Articles

Popular Categories