www.samajalive.in
Sunday, December 14, 2025
23.1 C
Bhubaneswar

୫-ଟି ଯୋଜନାକୁ ଉପହାସ ଗଦାଧରପୁର ଅଙ୍ଗନୱାଡି କେନ୍ଦ୍ର

ପାଟଣା: ଓଡିଶାକୁ ପ୍ରଗତିପଥରେ ଆଗେଇ ନେବାକୁ ୫ ଟି ଯୋଜନା ପ୍ରଣୟନ ହେଲାଣି। ଏପରିକି ମଠ, ମନ୍ଦିର, ଠାକୁରାଣୀ ଶାଳ, ଜାତି ସମାଜ ପାଇଁ ମଧ୍ୟ ବିପୁଳ ଅର୍ଥ ଅଜାଡି ଦିଆଯାଉଛି। ହେଲେ ଯେଉଁଠି ଭବିଷ୍ୟତ ଗଢିବାର ମୂଳଦୁଆ ତିଆରି ହେବ ସେଠାରେ କିନ୍ତୁ ଭଙ୍ଗା ଦଦରା ଘର ପଡିଛି। ଏଭଳି ଘଟଣା ଦେଖିବାକୁ ମିଳିଛି ଘଟଗାଁ ବ୍ଲକ ଗଦାଧରପୁର ଗ୍ରାମରେ ଥିବା ଅଙ୍ଗନୱାଡି ଗୃହ କ୍ଷେତ୍ରର। ଏହି ଗୃହ ଭଙ୍ଗା ଦଦରା ହୋଇ ପଡିବାରୁ ଅଙ୍ଗନୱାଡି କର୍ମୀ ନିଜ ଘରେ କୋମଳମତି ଶିଶୁଙ୍କ ଭବିଷ୍ୟତ ତିଆରି କରୁଛନ୍ତି। ଏପରିକି ନୂଆ ଅଙ୍ଗନୱାଡି କେନ୍ଦ୍ର ନିର୍ମାଣ କେବେ ହେବ ସେ ନେଇ ଗ୍ରାମବାସୀ ଦ୍ଵନ୍ଦରେ ଥିବାରୁ ଜିଲ୍ଳା ପ୍ରଶାସନ ଏଥିପ୍ରତି ଦୃଷ୍ଟି ଦେବାକୁ ମତ ପ୍ରକାଶ ପାଇଛି।

Hot this week

ଦିଲ୍ଲୀରେ ଗ୍ରାପ୍‌-୩ କଟକଣା

ନୂଆଦିଲ୍ଲୀ : ରାଜଧାନୀ ଦିଲ୍ଲୀର ବାୟୁମଣ୍ଡଳ ଶନିବାର ଅତ୍ୟଧିକ ପ୍ରଦୂଷିତ ହୋଇପଡିଥିବାରୁ...

୧୫୫ଟି ବାର୍ ରେ ଅବକାରୀ ବିଭାଗର ଚଢାଉ

ସମାଜ ଡିଜିଟାଲ ଡେସ୍କ: ନୂଆ ବର୍ଷ ପୂର୍ବରୁ ରାଜଧାନୀ ଭୁବନେଶ୍ୱରରେ ବିଭିନ୍ନ...

ପୁଅର ପରୀକ୍ଷା ପାଇଁ ୮୦୦ କିମି କାର୍‌ ଡ୍ରାଇଭ୍‌ କଲେ ବାପା

ଚଣ୍ଡିଗଡ଼ : ଇଣ୍ଡିଗୋ ସଙ୍କଟ ସମୟରେ ଦେଶର ବିଭିନ୍ନ ବିମାନ ବନ୍ଦରରେ...

ଯାତ୍ରୀଙ୍କୁ ୫୦୦ କୋଟିରୁ ଅଧିକ କ୍ଷତିପୂରଣ ଦେବ ଇଣ୍ଡିଗୋ

ନୂଆଦିଲ୍ଲୀ : ବିମାନସେବାରୁ ବଞ୍ଚିତ ହୋଇଥିବା ତଥା ଅଧିକ ମାତ୍ରାରେ ପ୍ରଭାବିତ...

ପରୀକ୍ଷା ବେଳେ ବିଶ୍ୱବିଦ୍ୟାଳୟରେ ଗୁଳିକାଣ୍ଡ: ୨ମୃତ

ସମାଜ ଡିଜିଟାଲ ଡେସ୍କ: ଆମେରିକାର ବ୍ରାଉନ୍ ବିଶ୍ୱବିଦ୍ୟାଳୟରେ ଜଣେ ଯୁବକ ପ୍ରବେଶ...

Related Articles

Popular Categories