www.samajalive.in
Saturday, December 13, 2025
15.1 C
Bhubaneswar

ଆରପିଏଫ ଆଇଜିଙ୍କ ସମ୍ବଲପୁର ପରିଦର୍ଶନ

ସମ୍ବଲପୁର: ରେଳବାଇ ପୁଲିସ ସୁରକ୍ଷା ବଳର ଆଇଜି ପଙ୍କଜ ଗଙ୍ଗୱାର ସମ୍ବଲପୁର ପରିଦର୍ଶନ କରିଛନ୍ତି। ଶନିବାର ସମ୍ବଲପୁରକୁ ଆସି ଶ୍ରୀ ଗଙ୍ଗୱାର ସମ୍ବଲପୁର ସ୍ଥିତ ରେଳବାଇ ପୁଲିସର ଥାନା ଓ ଅନ୍ୟାନ୍ୟ କ୍ଷେତ୍ର ପରିଦର୍ଶନ କରିଛନ୍ତି। ପରିଦର୍ଶନ ସମୟରେ ଆରପିଏଫ ଥାନାର କାର୍ଯ୍ୟ ବ୍ୟବସ୍ଥା, କେଶ ଗୁଡିକର ସ୍ଥିତ, ସ୍ୱଚ୍ଛତା, ପାରିଦର୍ଶିତା ଇତ୍ୟାଦି ବିଭିନ୍ନ ବିଷୟ ଗୁଡିକୁ ଯାଞ୍ଚ କରିଛନ୍ତି। ଏହି ଅବସରରେ ବରିଷ୍ଠ କମାଣ୍ଡେନ୍ଟାନ୍ଟ ଅନୁପ ଗୋରିଙ୍କା, ଥାନାଧିକାରୀ ମୁନ୍ନା ଯାଦବ ଙ୍କ ସମେତ ଅନ୍ୟ ଅଧିକାରୀ ଓ କର୍ମଚାରୀ ମାନେ ଉପସ୍ଥିତ ରହିଥିଲେ। ଆଇଜି ଶ୍ରୀ ଗଙ୍ଗୱାର ପରିଦର୍ଶନ ସମୟରେ ଆବଶ୍ୟକୀୟ ପରାମର୍ଶ ଦେବା ସହିତ ସମ୍ବଲପୁର ଆରପିଏଫର କାର୍ଯ୍ୟକୁ ସନ୍ତୋଷଜନକ ବୋଲି କହିଥିଲେ।

Hot this week

ପୁରୀ-କୋଣାର୍କ ମେରାଇନ ଡ୍ରାଇଭ୍‌ରେ ଆରମ୍ଭ ହେଲା ୭ମ ଇକୋ ରିଟ୍ରିଟ, ଉଦ୍‌ଘାଟନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର  :ଚଳିତବର୍ଷ ପାଇଁ ପୁରୀ-କୋଣାର୍କ ମେରାଇନ ଡ୍ରାଇଭ୍‌ ମୁଖ୍ୟରାସ୍ତା ନିକଟ ରାମଚଣ୍ଡୀ...

ଦିଲ୍ଲୀରେ ସାଂସଦ ପ୍ରତାପ ଷଡ଼ଙ୍ଗୀ ଅସୁସ୍ଥ 

ନୀଳଗିରି: ଲୋକସଭା ଚାଲିଥିବା ବେଳେ ହଠାତ ବାଲେଶ୍ୱର ସାଂସଦ ପ୍ରତାପ ଷଡ଼ଙ୍ଗୀ...

ଦିବ୍ୟାଙ୍ଗ ଦୃଷ୍ଟିହୀନ ବୃଦ୍ଧା ପାଉନାହାନ୍ତି ସରକାରୀ ସହାୟତା

ଫୁଲବାଣୀ, : ନା ଅଛି ତାଙ୍କ ପାଇଁ ସରକାରଙ୍କ ତରଫରୁ ରହିବା...

ହଟହଟା ହେଲେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଶେହବାଜ ସରିଫ – ୪୦ ମିନିଟ୍‌ ପରେ ବି ପୁତିନ୍‌ ଦେଖା ଦେଲେନି

ନୂଆଦିଲ୍ଲୀ - ହଟହଟା ହେଲେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଶେହବାଜ ସରିଫ ।...

ମାଲକାନାଗିରି ଆଇନ ଶୃଙ୍ଖଳା ସ୍ଥିତି ନେଇ ମୁଖ୍ୟମନ୍ତ୍ରୀଙ୍କୁ ରିପୋର୍ଟ ଦେଲେ ଉପମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର - ମାଲକାନାଗିରି ଆଇନ ଶୃଙ୍ଖଳା ସ୍ଥିତି ନେଇ ମୁଖ୍ୟମନ୍ତ୍ରୀଙ୍କୁ ରିପୋର୍ଟ...

Related Articles

Popular Categories