ଗୁରୁଡ଼ିଝାଟିଆ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ୯ବର୍ଷ ପ୍ରଧାନମନ୍ତ୍ରୀତ୍ୱ ପୂର୍ତ୍ତି ଉପଲକ୍ଷେ ଏକମାସ ବ୍ୟାପି ମହାଜନସଂପର୍କ ଅଭିଯାନ ଅନୁଷ୍ଠିତ ହେବା ପାଇଁ ଆଜି ଏକ ବୈଠକ ମଣ୍ଡଳ ସଭାପତି ଉମେଶ ସାମଲ ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଛି। ବରିଷ୍ଠ ବିଜେପି ନେତା ବ୍ରଜେନ୍ଦ୍ର ରାୟ ବିଧାନସଭା ପ୍ରଭାରୀ ଜ୍ଞାନେନ୍ଦ୍ର ସ୍ୱାଇଁ, ମଣ୍ଡଳର ମନ୍ କି ବାତ୍ ସାଧାରଣ ସଂପାଦକ ସୁବାସ ମହାନ୍ତି, ରମାକାନ୍ତ ସେନାପତି ପ୍ରମୁଖ ଉପସ୍ଥିତ ରହି ସରକାରଙ୍କ ଜନହିତକର ଯୋଜନାକୁ ଗାଁ ଗାଁରେ ପହଞ୍ଚାଇବା, ଅବହେଳିତଙ୍କ କଲ୍ୟାଣ ନିମନ୍ତେ ସମର୍ପିତ ସେବା ଯୋଗାଇ ଦେବା ସଂପର୍କରେ ଆଲୋଚନା କରାଯାଇଥିଲା।
Popular Categories



