www.samajalive.in
Sunday, December 14, 2025
26.1 C
Bhubaneswar

ଆମେରିକାରେ ବ୍ୟାପିଛି ପୁଣି ଏକ ନୂଆ ରୋଗ ; ୩୪ଟି ରାଜ୍ୟରେ ୪୦୦ରୁ ଅଧିକ ଅସୁସ୍ଥ, ରୋଗର କାରଣ ପିଆଜ !

ନୂଆଦିଲ୍ଲୀ : କରୋନା ଭୂତାଣୁ ପରେ ଆମେରିକାର ଅନେକ ରାଜ୍ୟରେ ନୂଆ ରୋଗ ବ୍ୟାପିବାରେ ଲାଗିଛି। ବର୍ତ୍ତମାନ ପର୍ଯ୍ୟନ୍ତ ଆମେରିକାର ୩୪ଟି ରାଜ୍ୟରେ ୪୦୦ରୁ ଅଧିକ ଲୋକ ଏହି ରୋଗରେ ଅସୁସ୍ଥ ହୋଇପଡିଛନ୍ତି। ଲାଲ ଏବଂ ହଳଦିଆ ପିଆଜ ଏହି ରୋଗର କାରଣ ବୋଲି କୁହାଯାଉଛି। ଲାଲ ଏବଂ ହଳଦିଆ ପିଆଜରୁ ସଲମାନେଲା ବ୍ୟାକ୍ଟେରିଆ ଏହି ନୂଆ ରୋଗ ସଂକ୍ରମଣର ମୁଖ୍ୟ କାରଣ। ଆମେରିକାର ସ୍ୱାସ୍ଥ୍ୟ ସଂଗଠନ କେନ୍ଦ୍ର ରୋଗ ନିୟନ୍ତ୍ରଣ ଏବଂ ନିରାକରଣ (ସିଡିସି) ଲୋକଙ୍କୁ ସତର୍କତା ଅବଲମ୍ବନ କରିବାକୁ ଏବଂ ପିଆଜ ଖାଇବାରେ ସତର୍କ ରହିବାକୁ ଚେତାବନୀ ଦେଇଛି।

- Advertisement -

କାନାଡାରେ ମଧ୍ୟ ସଲମାନେଲା ବ୍ୟାକ୍ଟେରିଆ ଦ୍ବାରା ସଂକ୍ରମଣ ବ୍ୟାପିବାରେ ଲାଗିଛି। ଏହା ଦ୍ବାରା ଏପର୍ଯ୍ୟନ୍ତ ୬୦ ଜଣ ଆକ୍ରାନ୍ତ ​‌ହୋଇ କାନାଡା ଡାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି।

ସଲମାନେଲା ବ୍ୟାକ୍ଟେରିଆ କାରଣରୁ ଅଧିକାଂଶ ୬୫ ବର୍ଷରୁ ଅଧିକ ବୟସ୍କ ବ୍ୟକ୍ତିଙ୍କଠାରେ ଏହି ରୋଗ ଦେଖାଯାଏ। ଡାଇରିଆ, ଜ୍ୱର ଏବଂ ପେଟ ଯନ୍ତ୍ରଣା ଏହି ରୋଗର ଲକ୍ଷଣ। ଏହି ଲକ୍ଷଣଗୁଡିକ ୬ ଘଣ୍ଟାରୁ ୬ ଦିନ ମଧ୍ୟରେ ଯେକୌଣସି ସମୟରେ ଦେଖାଯାଇପାରେ।

Hot this week

ବର୍ଦ୍ଧିତ ଦରମା ନବୀନ ଫେରାଇବା ପ୍ରସଙ୍ଗ ; ନବୀନଙ୍କୁ କେଭି ଓ ଜୟଙ୍କ କଟାକ୍ଷ

ସମାଜ ଲାଇଭ ଡ଼େସ୍କ : ନବୀନ ବର୍ଦ୍ଧିତ ଦରମା ଫେରାଇବା ପ୍ରସଙ୍ଗରେ...

ସବ୍ୟସାଚୀ-ଅର୍ଚ୍ଚିତାଙ୍କ ଘରକୁ ଖବଶୀଘ୍ର ଆସିବେ କୁନି ଅତିଥି

ଭୁବନେଶ୍ୱର: ଓଲିଉଡର ଲୋକପ୍ରିୟ ଅଭିନେତା ସବ୍ୟସାଚୀ ମିଶ୍ରଙ୍କ ଘରେ ଏବେ ଖୁସିର...

କାହିଁକି ହେଉଛି ହଠାତ୍‌ ମୃତ୍ୟୁ? ଏମ୍ସ ରିପୋର୍ଟରେ ଆଶ୍ଚର୍ଯ୍ୟଜନକ ତଥ୍ୟ

ନୂଆଦିଲ୍ଲୀ: ଏମ୍ସ ଦ୍ୱାରା କରାଯାଇଥିବା ଏକ ନୂତନ ଅଧ୍ୟୟନ ଏକ ଆଶ୍ଚର୍ଯ୍ୟଜନକ...

ଛଅଟି ଦେଶରେ ନବକଳେବର ଚଳଚ୍ଚିତ୍ର ପ୍ରଦର୍ଶିତ, ଭାବବିହ୍ୱଳ ଦର୍ଶକ

ଭୁବନେଶ୍ୱର: ନବକଳେବର ୬ଟି ଦେଶ (ଯୁଏସଏ, କାନାଡା, ଦକ୍ଷିଣ ଆଫ୍ରିକା, ଇଣ୍ଡୋନେସିଆ,...

ଶୀତରେ ଗୋଇଠି ଫାଟୁଛି କି? ୨୦ଟଙ୍କାର ଜିନିଷରେ ସମ୍ପୂର୍ଣ୍ଣ ଭଲ ହୋଇଯିବ

ସମାଜ ଡିଜିଟାଲ ଡେସ୍କ: ଆୟୁର୍ବେଦରେ ପ୍ରତ୍ୟେକ ସମସ୍ୟାର ସମାଧାନ ଅଛି, ଯେଉଁଥିରେ...

Related Articles

Popular Categories