ଆଉ ୩୦୬୭ କରୋନା ଆକ୍ରାନ୍ତ ଚିହ୍ନଟ, ଖୋର୍ଦ୍ଧାରୁ ସର୍ବାଧିକ ୫୫୫
ଭୁବନେଶ୍ଵର : ମଙ୍ଗଳବାର ରାଜ୍ୟରୁ ଆଉ ୩୦୬୭ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଫଳରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୨,୧୫,୬୭୬କୁ ବୃଦ୍ଧି ପାଇଛି। ଖୋର୍ଦ୍ଧାରୁ ସର୍ବାଧିକ ୫୫୫, କଟକରୁ ୨୩୦ ଓ ଷ୍ଟେଟ ପୁଲରୁ ୨୧୧ ପଜିଟିଭ୍ ଚିହ୍ନଟ ହୋଇଛନ୍ତି।
Covid-19 Report For 28th September
New Positive Cases: 3067
In quarantine: 1809
Local contacts: 1258(Details of local contacts will be shared by concerned Dist Administration)
District Wise Cases
1. Angul: 129
2. Balasore: 146
3. Bargarh: 69
4. Bhadrak: 59
5. Balangir: 78— I & PR Department, Odisha (@IPR_Odisha) September 29, 2020
୩୦ଟି ଜିଲ୍ଲାରୁ ଚିହ୍ନଟ ହୋଇଥିବା ଏହି ଆକ୍ରାନ୍ତଙ୍କ ମଧ୍ୟରୁ ୧୮୦୯ ସଙ୍ଗରୋଧ କେନ୍ଦ୍ରରୁ ଏବଂ ୧୨୫୮ ସ୍ଥାନୀୟ ଅଞ୍ଚଳରୁ ଚିହ୍ନଟ ହୋଇଛନ୍ତି। ଅନୁଗୋଳରୁ ୧୨୯, ବାଲେଶ୍ଵରରୁ ୧୪୬, ବରଗଡ଼ରୁ ୬୯, ଭଦ୍ରକରୁ ୫୯ ଓ ବଲାଙ୍ଗୀରରୁ ୭୮ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।
6. Boudh: 45
7. Cuttack: 230
8. Deogarh: 15
9. Dhenkanal: 91
10. Gajapati: 21
11. Ganjam: 34
12. Jagatsinghpur: 84
13. Jajpur: 60
14. Jharsuguda: 96
15. Kalahandi: 54
16. Kandhamal: 81
17. Kendrapada: 94
18. Keonjhar: 81
19. Khurda: 555
20. Koraput: 55
21. Malkangiri: 24— I & PR Department, Odisha (@IPR_Odisha) September 29, 2020
ସେହିପରି ବୌଦ୍ଧରୁ ୪୫, ଦେବଗଡ଼ରୁ ୧୫, ଢେଙ୍କାନାଳରୁ ୯୧, ଗଜପତିରୁ ୨୧, ଗଞ୍ଜାମରୁ ୩୪, ଜଗତସିଂହପୁରରୁ ୮୪, ଯାଜପୁରରୁ ୬୦, ଝାରସୁଗୁଡାରୁ ୯୬, କଳାହାଣ୍ଡିରୁ ୫୪, କନ୍ଧମାଳରୁ ୮୧, କେନ୍ଦ୍ରାପଡାରୁ ୯୪, କେନ୍ଦୁଝରରୁ ୮୧, କୋରାପୁଟରୁ ୫୫ ଏବଂ ମାଲକାନଗିରିରୁ ୨୪ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି।
22. Mayurbhanj: 143
23. Nawarangpur: 58
24. Nayagarh: 68
25. Nuapada: 85
26. Puri: 178
27. Rayagada: 41
28. Sambalpur: 98
29. Sonepur: 22
30. Sundargarh: 62
31. State Pool: 211New Recoveries: 4014
Cumulative Tested: 3200852
Positive: 215676
Recovered: 177585
Active Cases: 37210— I & PR Department, Odisha (@IPR_Odisha) September 29, 2020
ଅନ୍ୟପକ୍ଷରେ ମୟୂରଭଞ୍ଜରୁ ୧୪୩, ନବରଙ୍ଗପୁରରୁ ୫୮, ନୟାଗଡରୁ ୬୮, ନୂଆପଡାରୁ ୮୫, ପୁରୀରୁ ୧୭୮, ରାୟଗଡାରୁ ୪୧, ସମ୍ବଲପୁରରୁ ୯୮, ସୁବର୍ଣ୍ଣପୁରରୁ ୨୨ ଓ ସୁନ୍ଦରଗଡରୁ ୬୨ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।
ଗତକାଲି ୪୦୧୪ ଜଣ ଆରୋଗ୍ୟ ଲାଭ କରିବା ସହ ରାଜ୍ୟରେ ମୋଟ ଆରୋଗ୍ୟଙ୍କ ସଂଖ୍ୟା ୧,୭୭,୫୮୫କୁ ବୃଦ୍ଧି ପାଇଛି। ସେହିପରି ମୃତ୍ୟୁ ସଂଖ୍ୟା ୮୨୮ରେ ପହଞ୍ଚିଥିବା ବେଳେ ୩୭,୨୧୦ ଜଣ ସକ୍ରିୟ ଆକ୍ରାନ୍ତ ଚିକିତ୍ସାଧୀନ ଅବସ୍ଥାରେ ଅଛନ୍ତି। ରାଜ୍ୟରେ ଗତ ୨୪ ଘଣ୍ଟାରେ ୪୧ ହଜାର ୪୫୨ ନମୁନା ପରୀକ୍ଷଣ କରାଯାଇଛି। ସେଥିମଧ୍ୟରୁ ୫,୬୫୭ଟି ଆରଟିପିସିଆର, ୩୫,୬୯୪ଟି ଆଣ୍ଟିଜେନ ଓ ୧୦୧ଟି ଟ୍ରୁନଟ ଟେଷ୍ଟ କରାଯାଇଛି। ଏଥି ସହିତ ରାଜ୍ୟରେ ଏଯାବତ ୩୨,୦୦,୮୫୨ ନମୁନା ପରୀକ୍ଷା କରାଯାଇଛି।
Comments are closed.