www.samajalive.in
Sunday, December 14, 2025
23.1 C
Bhubaneswar

୨୦୨୩ ମାର୍ଚ୍ଚ ପର୍ଯ୍ୟନ୍ତ ଖାଇବା ତେଲ ଉପରେ ଉତ୍ପାଦ ଶୁଳ୍କ ରିହାତି ବ୍ୟବସ୍ଥା ବୃଦ୍ଧି

ଡେସ୍କ: ୨୦୨୩ ମାର୍ଚ୍ଚ ପର୍ଯ୍ୟନ୍ତ ଖାଇବା ତେଲ ଉପରେ ଉତ୍ପାଦ ଶୁଳ୍କ ରିହାତି ବ୍ୟବସ୍ଥା ବୃଦ୍ଧି କରାଯାଇଛି। ଘରୋଇ ବଜାରରେ ଖାଇବା ତେଲ ଦର ସ୍ଥିର ରଖିବା ତଥା ଉପଲବ୍ଧତା ବଜାୟ ରଖିବା ପାଇଁ ଏହି ବ୍ୟବସ୍ଥା କରାଯାଇଛି। କେନ୍ଦ୍ରୀୟ ଉତ୍ପାଦ ଶୁଳ୍କ ବୋର୍ଡ ମାର୍ଚ୍ଚ ମାସ ପର୍ଯ୍ୟନ୍ତ ଆମଦାନୀ ଶୁଳ୍କରେ ରିହାତି ପ୍ରଦାନର ବ୍ୟବସ୍ଥା କରିଛି। ଆଉ ୬ ମାସ ରିହାତି ଆମଦାନୀ ଶୁଳ୍କ ହ୍ରାସ କରିବା ଦ୍ୱାରା ବଜାରରେ ଖାଇବା ତେଲ ଦର ହ୍ରାସ ପାଇବ। ବିଶ୍ୱ ବଜାରର ଦର ତୁଳନାରେ କମ୍‍ ଆମଦାନୀ ଶୁଳ୍କ ଯୋଗୁଁ ଭାରତୀୟ ଖାଉଟୀ ବଜାରରେ ଖାଇବା ତେଲ ଦର ହ୍ରାସ ପାଇଛି।

Hot this week

ମୋକିମଙ୍କ ଚିଠି : ଭକ୍ତଙ୍କ ଉତ୍ତର

ସମାଜ ଲାଇଭ ଡ଼େସ୍କ : ସୋନିଆ ଗାନ୍ଧୀଙ୍କୁ କଂଗ୍ରେସ ନେତା ମହମ୍ମଦ...

ଆଜି ମୁମ୍ବଇରେ ଲିଓନେଲ୍‌ ମେସିଙ୍କ କାର୍ଯ୍ୟକ୍ରମ

ମୁମ୍ବଇ: କିମ୍ବଦନ୍ତୀ ଫୁଟବଲ ଖେଳାଳି ଲିଓନେଲ୍‌ ମେସିଙ୍କ ଭାରତ ଗସ୍ତର ଦ୍ୱିତୀୟ...

କଟକରେ ପହଞ୍ଚିଲେ ପ୍ରଧାନ ବିଚାରପତି

ସମାଜ ଲାଇଭ ଡ଼େସ୍କ : କଟକରେ ପହଞ୍ଚିଲେ ଭାରତର ସର୍ବୋଚ୍ଚ ନ୍ୟାୟଳୟ...

ନକଲି ଔଷଧ ରାକେଟର ପର୍ଦ୍ଦାଫାଶ, ମାଲିକ ଏବଂ ଅନ୍ୟ ଦୁଇ ଗିରଫ

ନୂଆଦିଲ୍ଲୀ: ଗାଜିଆବାଦରେ ଏକ ନକଲି ଔଷଧ ରାକେଟର ପର୍ଦ୍ଦାଫାଶ ହୋଇଛି। ଦିଲ୍ଲୀ...

ନକଲି ସିମ୍ ବିକ୍ରି ଅଭିଯୋଗ; ୨ ଜଣଙ୍କୁ ଧରିଲା ଦିଲ୍ଲୀ ପୁଲିସ

ଭଣ୍ଡାରିପୋଖରୀ: ମଞ୍ଜୁରୀରୋଡ ବଜାରରେ ମୋବାଇଲ ଦୋକାନ କରି ନକଲି ସିମ କାର୍ଡ...

Related Articles

Popular Categories