www.samajalive.in
Sunday, December 14, 2025
19.1 C
Bhubaneswar

ମଣିପୁରରେ ପୁଣି ହିଂସା : ୨ ମୃତ, ୭ ଆହତ

ଗୌହାଟୀ: ବିଷ୍ଣୁପୁର ଜିଲାର ସୀମାନ୍ତ ଅଞ୍ଚଳ ପୁଣି ଅଶାନ୍ତ ହୋଇଉଠିଛି। ନାରସେନା ସଂଲଗ୍ନ ଗ୍ରାମରେ ଗୁଳି ବିନିମୟରେ ୨ ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ୭ ଜଣ ଆହତ ହୋଇଛନ୍ତି ବୋଲି ମଣିପୁର ପୁଲିସ ସୂଚନା ଦେଇଛନ୍ତି। କୃଷକମାନେ ଚାଷ କରୁଥିବାବେଳେ ଆଖିବୁଜା ଗୁଳି ଚାଳନା ହୋଇଥିବା ଜଣାପଡ଼ିଛି। ଏହି ଅଞ୍ଚଳରେ ନିୟୋଜିତ ଜିଲା ପୁଲିସ, ଆସାମ ରାଇଫଲ୍ସ, ଆର୍ମି ଏବଂ ସେଣ୍ଟ୍ରାଲ ଫୋର୍ସ ଏବେ ପରିସ୍ଥିତିକୁ ନିୟନ୍ତ୍ରଣକୁ ଆଣିବାକୁ ପ୍ରୟାସ ଜାରି ରଖିଛନ୍ତି। ଆଜି ଖୋରେଣ୍ଟାକ୍ ଅଞ୍ଚଳର ଗ୍ରାମରେ ଗୁଳି ଚଳାଇ ଜଣେ ସ୍ୱେଚ୍ଛାସେବୀଙ୍କର ମୃତ୍ୟୁ ଘଟିଛି ବୋଲି ଆଦିବାସୀ ନେତା ଫୋରମ୍ ପକ୍ଷରୁ ଦାବି କରାଯାଇଛି। ଗୁରୁତର ଆହତମାନେ ଇମ୍ଫାଲର ଏକ ଘରୋଇ ଡାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି। ସେମାନଙ୍କ ଅବସ୍ଥା ଗୁରୁତର ଥିବା ଡାକ୍ତର ସୂଚନା ଦେଇଛନ୍ତି।

Hot this week

ସିଡ୍‌ନୀ ଗୁଳିକାଣ୍ଡ: ମୃତ୍ୟୁ ସଂଖ୍ୟା ୧୨କୁ ବୃଦ୍ଧି

ସିଡନୀ: ସିଡନୀର ବଣ୍ଡି ବିଚ୍‌ ଗୁଳିକାଣ୍ଡରେ ମୃତ୍ୟୁ ସଂଖ୍ୟା ୧୨କୁ ବୃଦ୍ଧି...

ସାଂସଦ ଅପରାଜିତ ଷଡ଼ଙ୍ଗୀଙ୍କ ଝିଅ ବିବାହ ଭୋଜି ଅନୁଷ୍ଠିତ

ଭୁବନେଶ୍ୱର: ସାସଂଦ ଅପରାଜିତା ଷଡଙ୍ଗୀଙ୍କ ଝିଅଙ୍କ ବିବାହ ଭୋଜି ରବିବାର ଭୁବନେଶ୍ଵର...

ଟସ୍‌ ଜିତି ବୋଲିଂ କରିବ ଭାରତ

ସମାଜଲାଇଭ ଡେସ୍କ: ଧର୍ମଶାଳାରେ ହେଉଥିବା ୩ୟ ଟି-୨୦ ମ୍ୟାଚରେ ଭାରତ ଟସ...

ଗୋପାଳପୁରରେ ୩ ଦିନିଆ ଦକ୍ଷିଣ ଏସୀୟ ମୈତ୍ରୀ ସମ୍ମିଳନୀ ଉଦଯାପିତ, ଯୋଗଦେଲେ ୧୮ଟି ରାଜ୍ୟର ପ୍ରତିନିଧି

ସମାଜ ନ୍ୟୁଜ ଡେସ୍କ- ଗଞ୍ଜାମ ଜିଲ୍ଲା ଗୋପାଳପୁର ବେଳାଭୂମି ଠାରେ ଥିବା...

କାର ଧକ୍କାରେ ବାଇକ୍ ଆରୋହୀ ମୃତ

ରେଙ୍ଗାଲିକ୍ୟାମ୍ପ: ଅତାବିରାସ୍ଥିତ ଏକ ପେଟ୍ରୋଲ ପମ୍ପ ସମ୍ମୁଖରେ ସଡ଼କ ଦୁର୍ଘଟଣାରେ ଜଣେ...

Related Articles

Popular Categories