www.samajalive.in
Saturday, December 6, 2025
16.1 C
Bhubaneswar

ସାମ୍ବାଦିକ ବିଜୟ ଦ୍ୱିବେଦୀଙ୍କୁ ଜାତୀୟ ସମ୍ମାନ

କଟକ: ୨୦୧୯ ସେପ୍ଟେମ୍ବର ୨୨ ତାରିଖରେ ଦୈନିକ ‘ସମାଜ’ରେ ପ୍ରକାଶିତ ‘ବିଶ୍ୱାସ ଓ ପରମ୍ପରା ଜାଲରେ ଡଙ୍ଗରିଆ ଯୁବତୀ, ଭାବୀ ସ୍ୱାମୀର ଫେରିବା ବାଟକୁ ଚାହିଁ ରହିବାକୁ ପଡୁଛି ଅବିବାହିତା’କୁ ନେଇ ଏହାର ଖବରଦାତା ‘ସମାଜ’ କଳାହାଣ୍ଡି ଜିଲ୍ଲା ପ୍ରତିନିଧି ବିଜୟ ଦ୍ୱିବେଦୀଙ୍କୁ ମିଳିଛି ଜାତୀୟ ସମ୍ମାନ। ମୁମ୍ବାଇସ୍ଥିତ ସାମାଜିକ ଅନୁଷ୍ଠାନ ପପୁଲେସନ୍‍ ଫାଷ୍ଟ ଏବଂ ୟୁନାଇଟେଟ୍‍ ନ୍ୟାସନ୍‍ ପପୁଲେସନ୍‍ ଫାଷ୍ଟ (ୟୁଏନ୍ଏଇଫ୍ପିଜଏଫ୍‍) ଗଭର୍ମୋଣ୍ଟ ଅଫ୍‍ ନରୱେ ଓ ଇଣ୍ଟର ନ୍ୟାସନାଲ ଏଡ୍ଭେ ଟାଇଜିଂ ଏସୋସିଏସନ୍‍ (ଆଇଏଏ)ର ମିଳିତ ଆନୁକୂଲ୍ୟରେ ୨୦ ତାରିଖ ଅପରାହ୍ନ ଘ.୪.୩୦ମି. ମୁମ୍ବାଇଠାରେ ଭିର୍ଟ୍ୟୁ ଆଲ୍‍ ପ୍ଲାଟଫର୍ମ ଓ ହଷ୍ଟେଡ୍‍ ଅନ୍ଲାୁଇନ୍‍ ଜରିଆରେ ଶ୍ରୀ ଦ୍ବିବେଦୀଙ୍କୁ ‘ଲାଡଲିମିଡିଆ ଏଣ୍ଡ୍‍ ଏଡ୍ଭାଥଟାଇଜିଂ ଏୱାର୍ଡ ଫର୍‍ ଜେଣ୍ଡର ସେନ୍ସସିଟିଭିଟି-୨୦୨୦’ ସମ୍ମାନ ପ୍ରଦାନ କରାଯାଇଛି।

ଏଥିରେ ମୁଖ୍ୟଅତିଥି ଭାବେ ଜାତୀୟ ମହିଳା କମିଶନର ଅଧ୍ୟକ୍ଷା ରେଖା ଶର୍ମା ଓ ସମ୍ମାନିତ ଅତିଥି ଭାବେ ଗଭରମେଣ୍ଟ ଅଫ୍‍ ନୱେର ୟୁନାଇଟେଟ୍‍ ନ୍ୟାସନ୍‍ ପପୁଲେସନ୍‍ ଫାଷ୍ଟ (ୟୁଏନ୍ଏିଫ୍ପିରଏଫ୍‍)ର ଭାରତ ପ୍ରତିନିଧି ଆର୍ଜେ୍ନ୍ଟିଦନା ମାଟାଭେଲ ପିକିନ୍‍ ଯୋଗଦେଇଥିଲେ। ପପୁଲେସନ୍‍ ଫାଷ୍ଟର ନିର୍ଦ୍ଦେଶକ ଡ. ଏ.ଏଲ୍‍ ସାରଦା ଏଥିରେ ଅଧ୍ୟକ୍ଷତା କରିଥିଲେ। ଶ୍ରୀ ଦ୍ୱିବେଦୀଙ୍କୁ ପୁରସ୍କାର ବାବଦରେ ସ୍ୱତନ୍ତ୍ର ଟ୍ରଫି ଓ ମାନପତ୍ର ପ୍ରଦାନ କରାଯାଇଥିଲା।

Hot this week

ଟିଏମ୍‌ସି ସାଂସଦଙ୍କୁ ସମ୍ବିତ ପାତ୍ରଙ୍କ କଡ଼ା ଜବାବ

‘ଓଡ଼ିଶାରେ ବାଂଲାଦେଶୀଙ୍କ ସ୍ଥାନ ନାହିଁ ’ ନୂଆଦିଲ୍ଲୀ : ଲୋକସଭା ଶୂନ୍ୟକାଳରେ ବାଂଲାଦେଶୀ...

ଇତ​ରେ ଦେଲେ ଉପଦେଶ…

ନର୍ମଦା ନଦୀର ତୀର ଦେଶରେ ଏକ ବିଶାଳ ବଟବୃକ୍ଷ କାହିଁ କେଉଁ...

ସମ୍ପାଦକୀୟ: ଇଣ୍ଡିଗୋ ସଂକଟ

ଭାରତୀୟ ବିମାନ ସେବା ଇତିହାସରେ ନିକଟ ଅତୀତରେ ଘଟିଥିବା ସବୁଠାରୁ ବଡ଼...

ଗୋପବନ୍ଧୁ ଐତିହ୍ୟର ବାହକ

ଉତ୍କଳ ଗୌରବ ମଧୁସୂଦନ ଦାସଙ୍କୁ ଶେଷ ଜୀବନରେ ମହାନ ବର୍ଷୀୟାନ ପୁରୁଷ...

ଆତଙ୍କବାଦ ବିରୋଧରେ ସାଲିସ ବିହୀନ ଲଢ଼େଇ: ବିଶ୍ବ ସମୁଦାୟକୁ ଭାରତ-ରୁଷ୍‌ର ମିଳିତ ଆହ୍ବାନ

ନୂଆଦିଲ୍ଲୀ: ଆତଙ୍କବାଦ ବିରୋଧରେ ସାଲିସ୍ ବିହୀନ ଲଢେଇ ପାଇଁ ବିଶ୍ବ ସମୁଦାୟକୁ...

Related Articles

Popular Categories