ଭୁବନେଶ୍ବର: ନାବାଳିକାଙ୍କୁ ଦୁଷ୍କର୍ମ ଏବଂ ଜବରଦସ୍ତ ବିବାହ ଅଭିଯୋଗରେ ପୂର୍ବତନ ସରପଞ୍ଚ ଗିରଫ ଗିରଫ ହୋଇଛନ୍ତି। ନାକଟି ଦେଉଳ ଥାନା ସାହେବୀ ପଞ୍ଚାୟତ ପୂର୍ବତନ ସରପଞ୍ଚ ବିରଞ୍ଚି ବେହେରା ସ୍ତ୍ରୀଙ୍କ ଦେହ ଖରାପ ଥିବାରୁ ସମ୍ପର୍କୀୟ ଶାଳୀକୁ ସାହାଯ୍ୟ ପାଇଁ ଆଣିଥିଲେ। ଏହାପରେ ନାବାଳିକା ଶାଳୀକୁ ଦୁଷ୍କର୍ମ ଓ ଜୋର କରି ବିବାହା କରିଥିବା ଅଭିଯୋଗ ହୋଇଛି। ନିଜ ଘରେ କାମ କରାଇବା ସହ ବାହାରକୁ ନ ଛାଡ଼ିବା ଏବଂ ଫୋନ ନ ଦେବା ଅଭିଯୋଗ କରାଯାଇଛି। କୌଶଳକ୍ରମେ ନାବାଳିକା ଖସି ଯାଇ ଫେରାର ହୋଇଯାଇଥିଲେ। ପରିବାରର ଏତଲା ପରେ ନାବାଳିକାକୁ ପୁଲିସ ଉଦ୍ଧାର ସହ ଅଭିଯୁକ୍ତକୁ ଗିରଫ କରିଛି।
Popular Categories



