mission shakti banner

ବିଜୁ ମହିଳା ଜନତା ଦଳ ପକ୍ଷରୁ ଚାରା ରୋପଣ

bjd gruha runa banner

ନବରଙ୍ଗପୁର: ବିଜୁ ଜନତା ଦଳର ୨୫ ବର୍ଷ ପୂର୍ତ୍ତି ଉପଲକ୍ଷେ ବିଜୁ ମହିଳା ଜନତା ଦଳ ପକ୍ଷରୁ ସ୍ଥାନୀୟ ହିର୍ଲ୍ ଡଙ୍ଗରି ପାହାଡ଼ ଉପରେ ଚାରା ରୋପଣ କାର୍ୟ୍ୟକ୍ରମ ଅନୁଷ୍ଟିତ ହୋଇଯାଇଛି। ନବରଙ୍ଗପୁର ବିଧାୟକ ସଦାଶିବ ପ୍ରଧାନୀ ଯୋଗଦେଇ ସମସ୍ତେ ଗୋଟାଏ ଗୋଟାଏ ଚାରା ଲଗାଇବା ସହ ଆମ ପରିବେଶ କୁ ସବୁଜ ଆଉ ସୁନ୍ଦର କରିବା ବୋଲି କହିଥିଲେ। ଏହି ଚାରା ରୋପଣ କାର୍ୟ୍ୟକ୍ରମରେ ନବରଙ୍ଗପୁର ଜିଲ୍ଲା ସହ ପର୍ୟ୍ୟବେକ୍ଷକ ଦେବାଶିଷ ପାତ୍ର, ମହିଳା ସଭାପତି ମଞ୍ଜୁଳା ମାଝୀ ଓ ଶତାଧିକ ବିଜୁ ଜନତା ଦଳର କର୍ମୀ ଉପସ୍ଥିତ ଥିଲେ।

Comments are closed.