www.samajalive.in
Sunday, December 14, 2025
26.1 C
Bhubaneswar

ଖ୍ରୀଷ୍ଟମାସ ଉତ୍ସବ ୨୦୨୧

ନବରଙ୍ଗପୁର : ନବରଙ୍ଗପୁର ଜିଲ୍ଲା ଗାବ୍ରିଏଲଗୁଡା କଲ୍ୟାଣ ମଣ୍ଡପ ଠାରେ ଖ୍ରୀଷ୍ଟ ମାସ ୨୦୨୧- ଉତ୍ସବ ଆରମ୍ଭ ହୋଇଯାଇଛି।ଏଥିରେ ମୁଖ୍ୟ ଭକ୍ତା ଭାବେ ସିଦ୍ଧାର୍ଥ ଲୀମା ଯୋଗ ଦେଇ ପ୍ରଭୁ ଯୀଶୁ ଙ୍କ ବାଣୀ କୁ ଅନୁସରଣ କରି ଚଳିବାପାଇଁ ପରାମର୍ଶ ଦେଇଥିଲେ  ।  ମୁଖ୍ୟ ଅତିଥି ଭାବେ ଡ଼ାବୁଗାଁ ପୂର୍ବତନ ବିଧାୟକ ଭୁଜବଳ ମାଝୀ, ରାଜ୍ୟ କଂଗ୍ରେସ କାର୍ୟ୍ୟ କାରିଣୀ ର ଉପସଭାପତି ସଦନ ନାୟକ, ଜିଲ୍ଲା କଂଗ୍ରେସ ସଭାପତି ମୁନା ତ୍ରିପାଠୀ ପ୍ରମୁଖ ଯୋଗଦେଇ ସମସ୍ତଙ୍କୁ ଶୁଭକାମନା ଜଣାଇଥିଲେ  । ଏହି କାର୍ୟ୍ୟକ୍ରମ ରେ ଅନ୍ୟମାନଙ୍କ ମଧ୍ୟରେ ଦିଲ୍ଲୀପ ପ୍ରଧାନୀ, ତେନ୍ତୁଳିଖୁଣ୍ଟି ବ୍ଲକ କଂଗ୍ରେସ ସଭାପତି ପହଲ୍ଲାଦ ହିଆଲ,ଭୀମ ହରିଜନ ପ୍ରମୁଖ ଉପସ୍ଥିତ ଥିଲେ । ନବରଙ୍ଗପୁର ନିପା ର ଜିଲ୍ଲା ସଭାପତି କାର୍ୟ୍ୟକ୍ରମ ପରିଚାଳନା କରିଥିଲେ। ନିପା ଉପସବାପତି ରେଭ କିସର ହିଆଲ, ନିର ଖୋସଲା ପ୍ରମୁଖ ସହଯୋଗ କରିଥିବାବେଳେ ଅଲେକ୍ସିସ ସୁନା ଧନ୍ୟବାଦ ଜଣାଇଥିଲେ  ।

Hot this week

ସିଡନୀର ବଣ୍ଡି ବିଚ୍‌ରେ ଗୁଳିକାଣ୍ଡ; ୧୦ ଜଣଙ୍କ ମୃତ୍ୟୁ, ପୁଲିସର ଜରୁରୀକାଳୀନ ଅପରେସନ୍ ଜାରି

ଅଷ୍ଟ୍ରେଲିଆ: ସିଡନୀର ବଣ୍ଡି ବିଚ୍‌ରେ ଗୁଳିକାଣ୍ଡ ଖବର ପରେ ରବିବାର ସକାଳେ...

ପୁଲିସ ହେପାଜତରେ ଅଭିଯୁକ୍ତଙ୍କ ମୃତ୍ୟୁ!

ସମାଜ ଡିଜିଟାଲ ଡେସ୍କ: ବାଣପୁର ପୁଲିସ ହେପାଜତରେ ଅଭିଯୁକ୍ତଙ୍କର ମୃତ୍ୟୁ ହୋଇଥିବା...

ଏସଆଇଆର ବିରୋଧରେ ଦିଲ୍ଲୀରେ କଂଗ୍ରେସର ମହାରାଲି

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀରେ କଂଗ୍ରେସର ରଣହୁଙ୍କାର । ବିଭିନ୍ନ ରାଜ୍ୟରୁ ଶହଶହ...

ପଙ୍କଜ ଚୌଧୁରୀ ୟୁପିର ନୂତନ ବିଜେପି ସଭାପତି

ଉତ୍ତରପ୍ରଦେଶ: ସବୁ କଳ୍ପନା ଜଳ୍ପନାର ଅନ୍ତ ଘଟିଛି । ୟୁପି ବିଜେପିର...

ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି

ପୁରୀ: ପୁରୀ ଶ୍ରୀମନ୍ଦିର ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି ।...

Related Articles

Popular Categories