www.samajalive.in
Saturday, December 6, 2025
14.1 C
Bhubaneswar

୬ ଷ୍ଟୋନ କ୍ରସର ସିଲ ; ସିଲ ପ୍ରକ୍ରିୟା ଜାରି

ମୁଖୀଗୁଡା : କଳାହାଣ୍ଡି ଜିଲ୍ଲା ଜୟପାଟଣା ତହସିଲ ଅଞ୍ଚଳରେ ଚାଲୁ ଥିବା ୬ଟି ଷ୍ଟୋନ କ୍ରସରକୁ ଜୟପାଟଣା ତହସିଲଦାର ମଙ୍ଗଳବାର ସନ୍ଧ୍ୟାରେ ସିଲ କରିଛନ୍ତି।
ଜୟପାଟଣା ତହସିଲ ଅଞ୍ଚଳରେ ଏହି ୬ଟି ଷ୍ଟୋନ କ୍ରସରକୁ କୌଣସି  ପଥରଖାଦାନରୁ  ପଥର  ଆଣିବା ପାଇଁ ଲିଜ ଦିଆ ଯାଇନଥିବା ବେଳେ ସେମାନେ ପଥରଚୋରା ଚାଲାଣ କରି କ୍ରସର ଚଳ।ଉଥିଲେ । ଦୀର୍ଘ ଦିନ ଧରି ଏହି ୟୁନିଟ ଗୁଡ଼ିକ ଚାଲୁ ଥିଲେ ହେଁ ଜୟପାଟଣା ତହସିଲଦାର ସୁଭଦ୍ରା ମୁଣ୍ଡିକା ଏକଟାଗୁଡା ଠାରେ ଥିବା ସୁଶାନ୍ତ ମୁଣ୍ଡଙ୍କ ଷ୍ଟୋନ କ୍ରସର,ରାଣିବାହାଲ ଠାରେ ଥିବା ଜୟଦୁର୍ଗା ଷ୍ଟୋନ କ୍ରସର, ଅଗ୍ରୱାଲ ଷ୍ଟୋନ କ୍ରସର,ମୁଖୀଗୁଡା ସ୍ଥିତ ବିଦ୍ୟା ଷ୍ଟୋନ କ୍ରସର, ଶ୍ୟାମଜି ଷ୍ଟୋନ କ୍ରସର ମଙ୍ଗଳପୁର, ଡମ୍ବରୁ ଅଗ୍ରୱାଲଙ୍କ ହୀରାପୁର ସ୍ଥିତ ଷ୍ଟୋନ କ୍ରସରକୁ ସିଲ କରାଯାଇଛି । ଏଠାରେ ପ୍ରଶ୍ନ ଉଠୁଛି ଯେ ଏତେ ଦିନ ଧରି ଏହି ଏହି କ୍ରସର ଚାଲୁଥିଲା କିପରି  ଏବଂ ଏହି ୟନିଟ ଚାଲିବା ପାଇଁ କିଏ ସୁରକ୍ଷା ଦେଉଥିଲା । ଆଜି ଅନ୍ୟ  ଷ୍ଟୋନ କ୍ରସର ସିଲ ହେବ ବୋଲି ସୂଚନା ମିଳିଛି।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories