www.samajalive.in
Thursday, November 13, 2025
25.1 C
Bhubaneswar

ନବୀନଙ୍କୁ ଭେଟିଲେ ସାଂସଦ ଅପରାଜିତା ଷଡ଼ଙ୍ଗୀ, ଏକାଧିକ ପ୍ରସଙ୍ଗ ଉପରେ କଲେ ଆଲୋଚନା

ସମାଜ ନ୍ୟୁଜ ଡେସ୍କ: ଶନିବାର ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକଙ୍କୁ ତାଙ୍କ ବାସଭବନରେ ଭେଟିଥିଲେ ଭୁବନେଶ୍ବର ସାଂସଦ ଅପରାଜିତା ଷଡଙ୍ଗୀ । ନବୀନଙ୍କ ସ୍ବାସ୍ଥ୍ୟାବସ୍ଥା ପଚାରି ବୁଝିବା ଉପରେ ଅତିତର ସ୍ମୃତି ରୋମନ୍ଥନ କରିଥିଲେ । ଅତିତ ଏବଂ ବର୍ତ୍ତମାନର ଅନେକ ପ୍ରସଙ୍ଗ ଉପରେ ଢେର କିଛି ସମୟ ବସି ଆଲୋଚନା କରିଥିଲେ । ନବୀନଙ୍କ ଆରୋଗ୍ୟ କାମନା କରିବା ସହ ଆଶୀର୍ବାଦ ନେଇଥିଲେ ମାଡାମ ।

- Advertisement -

ନବୀନଙ୍କୁ ଭେଟିବା ନେଇ ଢେର କିଛି ସମୟ ରାଜନୈତିକ ଚର୍ଚ୍ଚା ହୋଇଥିଲା । ମାତ୍ର ଅପରାଜିତା ଭେଟି ସାରିବା ପରେ ଏହା କୌଣସି ରାଜନୈତିକ ସାକ୍ଷାତ ଆଲୋଚନା ନଥିଲା ବରଂ ତାଙ୍କ ଝିଅ ବିବାହ ନେଇ ନବୀନ ବାବୁଙ୍କୁ ନିମନ୍ତ୍ରଣ ପତ୍ର ଦେବାକୁ ଯାଇଥିବା ଗଣମାଧ୍ୟମରେ କହିଥିଲେ ଅପରାଜିତା । ଶେଷରେ ଅପରାଜିତା ତାଙ୍କ ପତି ଏବଂ ନବୀନ ପଟ୍ଟନାୟକଙ୍କ ସହ ଫୋଟ ଉଠାଇଥିଲେ ।

Hot this week

ସମ୍ପାଦକୀୟ : ଓଡ଼ିଶାରେ ମାଣ୍ଡିଆ ଗ୍ରାମ

ପାହାଡ଼ ଗାଁରେ ମାଣ୍ଡିଆ ଚାଷ, ସୂରୁଯ ଉଇଁଲେ ଆସଇ ହସ। ଏ...

ସମ୍ପାଦକୀୟ : ପାକିସ୍ତାନୀ ମିଛ , ପୁରୁଣା ଅଭ୍ୟାସର ପୁନରାବୃତ୍ତି

ନିକଟରେ ଦିଲ୍ଲୀର ଲାଲକିଲା ପାଖରେ ହୋଇଥିବା ବିସ୍ଫୋରଣର ଠିକ୍ ପରେ ପରେ...

ସମ୍ପାଦକୀୟ : ଆତଙ୍କବାଦୀ ଓ ତାଙ୍କ ସମର୍ଥକଙ୍କୁ କଠୋର ଦଣ୍ଡ ଦିଆଯାଉ

ଆତଙ୍କବାଦୀ ଏବଂ ଆତଙ୍କବାଦକୁ ପ୍ରୋତ୍ସାହିତ କରୁଥିବା ଲୋକଙ୍କ ବିରୋଧରେ ଆମର ସୁରକ୍ଷା...

ହାଇକୋର୍ଟର ଆସିଷ୍ଟାଣ୍ଟ ସେକ୍ସନ୍‌ ଅଫିସର ମୁଖ୍ୟ ପରୀକ୍ଷା ବାତିଲ

ଏଏସ୍‌ଓ ମୁଖ୍ୟ ପରୀକ୍ଷା ବାତିଲ କଟକ, ୧୨ା୧୧ (ନି.ପ୍ର): ହାଇକୋର୍ଟର ଆସିଷ୍ଟାଣ୍ଟ ସେକ୍ସନ୍‌...

Related Articles

Popular Categories