ନୁଆଦିଲ୍ଲୀ : ମୋଦୀ ସରକାର ନିର୍ଦ୍ଧାରିତ ସମୟସୀମା ମଧ୍ୟରେ କର୍ତ୍ତାରପୁର ସାହିବ୍ କରିଡର କାର୍ଯ୍ୟ ସମାପ୍ତ କରିବା
ଲାଗି ପ୍ରତିଶ୍ରୁତିବଦ୍ଧ ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା କହିଛନ୍ତି । ଭାରତ ଓ ପାକିସ୍ତାନ ମଧ୍ୟରେ କର୍ତ୍ତାରପୁର ପଏଣ୍ଟଠାରେ ଆନୁଷ୍ଠିକ ବୈଠକର ଦିନକ ପରେ ସ୍ୱରାଷ୍ଟ୍ର ମନ୍ତ୍ରୀ ଏପରି ପ୍ରତିଶ୍ରୁତି ଦେଇଛନ୍ତି। ଟ୍ୱିଟ୍ କରି ଶ୍ରୀ ଶାହା ଗୁରୁ ଗ୍ରନ୍ଥ ସାହିବ୍ଜୀଙ୍କ ପ୍ରକାଶ ପୂରବ
ଅବସରରେ ଶୁଭେଚ୍ଛା ଜଣାଇଛନ୍ତି। ସେ କହିଛନ୍ତି, ଗୁରୁ ଗ୍ରନ୍ଥ ସାହିବରେ ଲିପିବଦ୍ଧ ବାଣୀ ବିଶ୍ୱବ୍ୟାପୀ ଭ୍ରାତୃଭାବ, ଶାନ୍ତି ଏବଂ ସତ୍ମାର୍ଗରେ ଜୀବନ ବିତାଇବାକୁ ପ୍ରେରଣା ଯୋଗାଇଥାଏ।
କର୍ତ୍ତାରପୁର ସାହିବ୍ କରିଡର କାର୍ଯ୍ୟ ସମାପ୍ତ ଲାଗି ମୋଦୀ ସରକାର ପ୍ରତିଶ୍ରୁତିବଦ୍ଧ : ଅମିତ ଶାହା
Popular Categories



