୧୦ଟି ଜିଲାରେ କାଳବୈଶାଖୀ ସମ୍ଭାବନା

0

ଭୁବନେଶ୍ୱର: କାଳବୈଶାଖୀ ପ୍ରଭାବରେ ରାଜ୍ୟର ୧୦ଟି ଜିଲାରେ ଘଡଘଡି ସହ ବର୍ଷା ହେବାର ସମ୍ଭାବନା ରହିଛି । ଖୋର୍ଦ୍ଧା, କନ୍ଧମାଳ, ନୟାଗଡ, ପୁରୀ, ଗଞ୍ଜାମ, ଗଜପତି, ବାଲାଙ୍ଗୀର, କୋରାପୁଟ, ଜଗତସିଂହପୁର ଓ ରାୟଗଡା ଜିଲା ଅଧିକ ପ୍ରଭାବିତ ହେବ । ଏହି ସମୟରେ ପବନର ବେଗ ଘଣ୍ଟାପ୍ରତି ୫୦ ରୁ ୬୦ କିଲୋମିଟର ରହିବ ବୋଲି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ସତର୍କ ସୂଚନା ଜାରି କରାଯାଇଛି । କେତେକ ସ୍ଥାନରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି ।

Leave A Reply