www.samajalive.in
Sunday, December 14, 2025
26.1 C
Bhubaneswar

‘ମିଷ୍ଟର ଆଣ୍ଡ ମିସ୍ ଇଣ୍ଡିଆ ଅଡିଶନ’, ରାମ୍ପରେ ଚାଲି ପ୍ରତିଭା ଦେଖାଇଲେ ପ୍ରତିଯୋଗୀ

ଭୁବନେଶ୍ବର: ବିଜନେସ ଆଣ୍ଡ ଫ୍ୟାଶନ ମାଗାଜିନ୍ ପକ୍ଷରୁ ‘ମିଷ୍ଟର ଆଣ୍ଡ ମିସ୍ ଇଣ୍ଡିଆ ଅଡିଶନ’ ଦି ମିଡିଲଟୋନ ଓପିଡି ପରିସରରେ ଅନୁଷ୍ଠିତ ହୋଇଯାଇଛି। ଏଥିରେ ୨୫ରୁ ଉର୍ଦ୍ଧ୍ୱ ପ୍ରତିଯୋଗୀ ଅଂଶଗ୍ରହଣ କରି ନିଜର କଳା ଓ ପ୍ରତିଭା ପ୍ରଦର୍ଶନ କରିଥିଲେ। ଏଥିରୁ ୧୦ ପ୍ରତିଯୋଗୀ ଗ୍ରାଣ୍ଡ ଫାଇନାଲ ପାଇଁ ମନୋନୟନ କରାଯାଇଥିଲା। ଫାଇନାଲରେ ବିଜେତା ହୋଇଥିବା ପ୍ରତିଯୋଗୀଙ୍କୁ ମାଗାଜିନରେ ସ୍ଥାନ ଦିଆଯିବ। ଏହି ଅବସରରେ ହ୍ୟାଲୋ ଭୁବନେଶ୍ବର.ଇନ ମ୍ୟାଗାଜିନ୍ ଉନ୍ମୋଚନ କରାଯାଇଥିଲା।

କାର୍ଯ୍ୟକ୍ରମରେ ବିଙ୍ଗୱେଲ କ୍ଲିନିକ୍ ଆଣ୍ଡ ସ୍ପାର ପ୍ରତିଷ୍ଠାତା ବିଜୟଲକ୍ଷ୍ମୀ ରାଉତ, ଚଳଚ୍ଚିତ୍ର ପ୍ରଯୋଜକ ମୋନିଷ ମନହୋର, ଏସଏପି’ର ପ୍ରତିଷ୍ଠାତା ସ୍ମୃତି ଦାଶ, ବିଜଟେକ୍ କ୍ରବ’ର ନିର୍ଦ୍ଦେଶକ ଜେବି ରମଣା, କୋରିଓଗ୍ରାଫର ଲିପ୍ସା ପ୍ରମୁଖ ଉପସ୍ଥିତ ରହି ପ୍ରତିଯୋଗୀଙ୍କୁ ଚୟନ କରିଥିଲେ। ଏହି ଅଡିଶନକୁ ବିଙ୍ଗୱେଲ କ୍ଲିନିକ ଆଣ୍ଡ ସ୍ପା,ଦି ମିଡିଲଟୋନ୍ ଓପିଡି ଏବଂ ହ୍ୟାଲୋ ଭୁବନେଶ୍ବର ସହଯୋଗ କରୁଛନ୍ତି।

Hot this week

ପୁଲିସ ହେପାଜତରେ ଅଭିଯୁକ୍ତଙ୍କ ମୃତ୍ୟୁ!

ସମାଜ ଡିଜିଟାଲ ଡେସ୍କ: ବାଣପୁର ପୁଲିସ ହେପାଜତରେ ଅଭିଯୁକ୍ତଙ୍କର ମୃତ୍ୟୁ ହୋଇଥିବା...

ଏସଆଇଆର ବିରୋଧରେ ଦିଲ୍ଲୀରେ କଂଗ୍ରେସର ମହାରାଲି

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀରେ କଂଗ୍ରେସର ରଣହୁଙ୍କାର । ବିଭିନ୍ନ ରାଜ୍ୟରୁ ଶହଶହ...

ପଙ୍କଜ ଚୌଧୁରୀ ୟୁପିର ନୂତନ ବିଜେପି ସଭାପତି

ଉତ୍ତରପ୍ରଦେଶ: ସବୁ କଳ୍ପନା ଜଳ୍ପନାର ଅନ୍ତ ଘଟିଛି । ୟୁପି ବିଜେପିର...

ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି

ପୁରୀ: ପୁରୀ ଶ୍ରୀମନ୍ଦିର ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି ।...

ବର୍ଦ୍ଧିତ ଦରମା ନବୀନ ଫେରାଇବା ପ୍ରସଙ୍ଗ ; ନବୀନଙ୍କୁ କେଭି ଓ ଜୟଙ୍କ କଟାକ୍ଷ

ସମାଜ ଲାଇଭ ଡ଼େସ୍କ : ନବୀନ ବର୍ଦ୍ଧିତ ଦରମା ଫେରାଇବା ପ୍ରସଙ୍ଗରେ...

Related Articles

Popular Categories