ଭୁବନେଶ୍ୱର : ଯାଜପୁର ଜିଲା ବିଞ୍ଝାରପୁର ଥାନା ଗାଁ ବୋଇତାଳକୁୁପାଟଣା ଗାଁର ଜଣେ ନାବାଳକ ନିଖୋଜ ହୋଇ ଯାଇଛନ୍ତି। ତାଙ୍କ ନାମ ବିଶ୍ୱଜିତ ବେହେରା ହୋଇଥିବା ବେଳେ ବୟସ ୧୩ ବୋଲି ଜଣାପଡିଛି। ନାବାଳକ ଜଣକ ଜୁନ୍ ୨୧ ଦିନ ୧୧ ଟାରୁ ସେ ଟିଉସନ ଯାଇଥିବା ବେଳେ ଆଉ ଘରକୁ ଫେରି ନାହାଁନ୍ତି। ସେ ଘରୁ ଯିବା ସମୟରେ ନୀଳ ରଙ୍ଗର ସ୍କୁଲ୍ ବ୍ୟାଗ୍ ପକାଇଥିଲେ।

ପିଲାଟିକୁ ପାଇବା ମାତ୍ରେ ୭୦୭୭୮୯୪୨୮୭ ନମ୍ବରରେ ଯୋଗାଯୋଗ କରିବାକୁ ଅନୁରୋଧ କରାଯାଇଛି। ସେ ଅପହରଣ ହୋଇଥିବା ନେଇ ସନ୍ଦେହ କରାଯାଉଛି। ତାଙ୍କ ମାଆ ଅନୁପମା ଏନେଇ ପୁଲିସ ଥାନା ଅଭିଯୋଗ କରିଛନ୍ତି।
ନାବାଳକ ନିଖୋଜ ; ଥାନାରେ ଏତଲା
Popular Categories



