www.samajalive.in
Saturday, December 6, 2025
19.1 C
Bhubaneswar

ଜାମ୍ମୁ କାଶ୍ମୀର ଓ ମାଓବାଦୀ ପ୍ରଭାବିତ ଅଞ୍ଚଳରେ ମୁତୟନ ସିଆରପିଏଫ୍‍ ଯବାନଙ୍କ ଭତ୍ତା ବୃଦ୍ଧି

ନୂଆଦିଲ୍ଲୀ : ଜାମ୍ମୁ କାଶ୍ମୀର ଓ ମାଓବାଦୀ ପ୍ରଭାବିତ ଅଞ୍ଚଳଗୁଡ଼ିକରେ ମୁତୟନ କେନ୍ଦ୍ରୀୟ ସଶସ୍ତ୍ର ପୁଲିସ୍‍ ବାହିନୀର ଯବାନମାନଙ୍କ ପାଇଁ ଆରଏଚ୍‍ ମାଟ୍ରିକ୍ସ ଅଧୀନରେ ବିପଦସଂକୁଳ ଓ କଠିନ ପରିସ୍ଥିତି ଜନିତ ଭତ୍ତାକୁ ସ୍ୱରାଷ୍ଟ୍ର ମନ୍ତ୍ରଣାଳୟ ବୃଦ୍ଧି କରିଛି । ଇନ୍ସପେକ୍ଟର ର‍୍ୟାଙ୍କ୍‍ ପର୍ଯ୍ୟନ୍ତ ଅଧିକାରୀମାନେ ମାସକୁ ୯ହଜାର ୭ଶହ ଟଙ୍କା ବଦଳରେ ବର୍ତ୍ତମାନ ୧୭ହଜାର ୩ଶହ ଟଙ୍କା ପାଇବେ। ସେହିପରି ଅଫିସର ସ୍ତରୀୟ ଯବାନମାନେ ମାସକୁ ୧୭ହଜାର ୩ଶହ ଟଙ୍କା ପରିବର୍ତ୍ତେ ଏଣିକି ୨୫ ହଜାର ଟଙ୍କା ଲେଖାଏଁ ପାଇବେ। ଜାମ୍ମୁ କାଶ୍ମୀର ଓ ମାଓବାଦୀ ପ୍ରଭାବିତ ଅଞ୍ଚଳରେ ମୁତୟନ ୮୮ହଜାର ଯବାନ ଏହା ଦ୍ୱାରା ଉପକୃତ ହେବେ ଏବଂ ସେମାନଙ୍କର ମନୋବଳ ଯଥେଷ୍ଟ ମାତ୍ରାରେ ବୃଦ୍ଧି ପାଇବ ବୋଲି ସିଆରପିଏଫ୍‍ ପକ୍ଷରୁ ଟ୍ୱିଟ୍‍ ବାର୍ତ୍ତାରେ କୁହାଯାଇଛି।

Hot this week

ଜୟସୱାଲଙ୍କ ଶତକ: ମ୍ୟାଚ ସହ ସିରିଜ ଜିତିଲା ଭାରତ, ହିଟ୍‌ମ୍ୟାନଙ୍କ ନୂଆ ରେକର୍ଡ

ସମାଜଲାଇଭ ଡେସ୍କ: ଦକ୍ଷିଣ ଆଫ୍ରିକା ବିପକ୍ଷରେ ୩ୟ ଦିନିକିଆ ମ୍ୟାଚ ସହିତ...

ପୁଟିନଙ୍କୁ ପରସାଗଲା ନିରାମିଷ ଖାଦ୍ୟ: ମଦ, ମାଂସ କାହିଁକି ଦିଆଗଲାନି ବୋଲି ପ୍ରଶ୍ନ ଉଠାଇଲେ କଂଗ୍ରେସ ନେତା

ସମାଜଲାଇଭ ଡେସ୍କ: ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଦୁଇ ଦିନିଆ ଭାରତ...

ଯୁବତୀଙ୍କୁ ଅସଦାଚରଣ, ସମ୍ପର୍କୀୟ ଦାଦା ଗିରଫ

ଗୋପାଳପୁର: ଗୋଳନ୍ଥରା ଥାନା ଅନ୍ତର୍ଗତ ଏକ ଗ୍ରାମରେ ଜଣେ ଯୁବତୀଙ୍କୁ ଅସଦାଚରଣ...

ସମ୍ବଲପୁରୀ ସିନେମା ‘ସୁଟଆଉଟ ଇନ ସୋନପୁର’ର ଶୁଭ ମହୁରତ

ସମ୍ବଲପୁର: ସମ୍ୱଲପୁରର ସେନପାର୍କ ନିକଟ ଓଡିଶା ସାଂସ୍କୃତିକ ଭବନଠାରେ ଶନିବାର ସାଇଦତ୍ତ...

ସ୍ୱାମୀ ହତ୍ୟାକାରୀ ସ୍ତ୍ରୀକୁ ଆଜୀବନ କାରାଦଣ୍ଡ

ଆଠଗଡ: ଆଠଗଡ ସହରରେ ଘଟିଥିବା ଏକ ହତ୍ୟା ମାମଲା ବିଚାର କରି...

Related Articles

Popular Categories