www.samajalive.in
Wednesday, December 10, 2025
14.1 C
Bhubaneswar

ରିଲିଜ ହେଲା ‘ମେରୀ ଖ୍ରୀଷ୍ଟମାସ୍‍’: କ୍ୟାଟ୍ରିନା-ବିଜୟଙ୍କ ଯୋଡିଙ୍କୁ ଦର୍ଶକଙ୍କ ଭଲ ରେସପନ୍ସ

ମୁମ୍ବାଇ: ‘ଅନ୍ଧାଧୁନ୍‍’ ଫିଲ୍ମ ନିର୍ମାଣର ୫ବର୍ଷ ପରେ ନିର୍ଦ୍ଦେଶକ ଶ୍ରୀରାମ ରାଘବନ୍‍ଙ୍କ ‘ମେରୀ ଖ୍ରୀଷ୍ଟମାସ୍‍’ ବଡ ପରଦାରେ ରିଲିଜ ହୋଇସାରିଛି। ଫିଲ୍ମ ଫ୍ରାଇଡେରେ ଧମାଲ କରୁଛି କ୍ୟାଟ୍ରିନା ଓ ସାଉଥ୍‍ ସୁପରଷ୍ଟାର ବିଜୟ ସେତୁପତିଙ୍କ ଯୋଡି ‘ମେରୀ ଖ୍ରୀଷ୍ଟମାସ୍‍। ଉଭୟ ମୁଖ୍ୟ ଚରିତ୍ରରେ ନଜର ଆସିଛନ୍ତି। ଫିଲ୍ମର ଟ୍ରେଲର ସାମ୍ନାକୁ ଆସିବା ପରେ ସସ୍‍ପେନ୍ସ ଭରା ଥିବାରୁ ଦର୍ଶକ ମାନେ ଖୁବ ପସନ୍ଦ ମଧ୍ୟ କରିଛନ୍ତି।

ଫିଲ୍ମର କାହାଣୀ କିଛି ଏଭଳି- ଗୋଟେ ରାତିରେ ଦୁଇ ଜଣ ଅପରିଚିତ ବ୍ୟକ୍ତି ଭେଟ ହୁଅନ୍ତି, ହତ୍ୟା ଏବଂ ଏହାର ଚାରିପାଶ୍ୱର୍ରେ ଥିବା ସସପେନ୍ସ। ଫିଲ୍ମରେ ମାରିୟା (କ୍ୟାଟ୍ରିନା କୈଫ୍‍) ଏବଂ ଆଲବର୍ଟ (ବିଜୟ ସେତୁପତି)ଙ୍କ କାହାଣୀ ଦେଖିବାକୁ ମିଳିଛି। ଏହି ଦୁଇ ଅପରିଚିତ ବ୍ୟକ୍ତି ଗୋଟିଏ ରାତିରେ ଦେଖା ହୁଅନ୍ତି। ଏବଂ ରାତି ଯେତିକି ଆଗକୁ ବଢେ ସେମାନଙ୍କ ମଧ୍ୟରେ ରୋମାନ୍ସ ଓ କାହାଣୀର ସସ୍‍ପେନ୍ସ ସେତିକି ଗଭୀର ହୋଇଯାଏ।

- Advertisement -

ଫିଲ୍ମର ଟ୍ରେଲର ପରି କାହାଣୀଟି ଦୁଇଟି ମିକ୍ସଚର ଗ୍ରାଇଣ୍ଡର ସହ ଆରମ୍ଭ ହୋଇଛି। ଗୋଟିଏରେ ଧଳା ଏବଂ ନୀଳ ଟାବଲେଟ୍‍ ଓ ଅନ୍ୟଟିରେ ମସୁର ଡାଲି, କଦଳୀ ଏବଂ ନାଲି ଲଙ୍କା ରଖାଯାଏ। ଆଗକୁ କଣ ହେଉଛି ତାହା ଆପଣ ଫିଲ୍ମ ଦେଖିଲେ ଜାଣିପାରିବେ।

Hot this week

ବାରବାଟୀରେ ଭାରତର ବିରାଟ ବିଜୟ

କଟକ -   ବାରବାଟୀରେ ଭାରତର ବିରାଟ ବିଜୟ । ଦକ୍ଷିଣ ଆଫ୍ରିକାକୁ...

ଛାତ୍ରଙ୍କୁ ରାଗିଂ: ଡ୍ରଗ୍ସ ନେବାକୁ ବାଧ୍ୟ କଲେ, ପାଇଖାନା ଚଟାଣ ଚଟାଇଲେ

ପିପିଲି: ରାଜ୍ୟର ଏକ ପ୍ରମୁଖ ଘରୋଇ ବିଶ୍ୱବିଦ୍ୟାଳୟ ଅଧୀନରେ ଥିବା ରାଜଧାନୀ...

ଦକ୍ଷିଣ ଆଫ୍ରିକାକୁ ୧୭୬ ରନର ଟାର୍ଗେଟ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭ୍ରମଣକାରୀ ଦକ୍ଷିଣ ଆଫ୍ରିକାକୁ ୧୭୬...

ଭାରତର ପଞ୍ଚମ ଓ୍ୱିକେଟ ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତର ପଞ୍ଚମ ଓ୍ୱିକେଟ ପତନ...

ଭାରତର ତୃତୀୟ ଓ୍ୱିକେଟର ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତକୁ ତୃତୀୟ ଓ୍ୱିକେଟ୍‌ର ପତନ...

Related Articles

Popular Categories