www.samajalive.in
Sunday, December 14, 2025
23.1 C
Bhubaneswar

ଶିକ୍ଷା ବୃତ୍ତି ପାଇଁ ସମନ୍ଵୟ ବୈଠକ

ଭବାନୀପାଟଣା : ଜାତୀୟ ଶିଶୁ କନ୍ୟା ଦିବସ ଅବସରରେ ଆଜି ସ୍ଥାନୀୟ ବିଏମ ହାଇସ୍କୁଲ ପରିସରରେ ପିରାମଲ ଫାଉଣ୍ଡେଶନ ଦ୍ଵାରା ଏକ ସମନ୍ନୟ ବୈଠକ ଅନୁଷ୍ଠିତ ହୋଇଥିଲା । ଏଥିରେ ଉନ୍ନତ ଭବିଷ୍ୟତ ପାଇଁ ବାଳିକା ଶିକ୍ଷାର ଆବଶ୍ୟକତା ଏବଂ ତଦଜନିତ ପ୍ରମୁଖ ସମସ୍ୟା ଗୁଡିକ ସଂକ୍ରାନ୍ତରେ ଆଲୋଚନା ହୋଇଥିଲା। ବିଶେଷକରି ଅଧାରୁ ପାଠ ଛାଡୁଥିବା ପିଲା ପିଲାଙ୍କୁ କିଭଳି ମୁଖ୍ୟ ସ୍ରୋତରେ ସାମିଲ ରଯାଇପାରିବ ସେନେଇ ପୁଙ୍ଖାନୁପୁଙ୍ଖ ଆଲୋଚନା ହୋଇଥିଲା।

ଜିଲ୍ଲାରେ ପିରାମଲ ଫାଉଣ୍ଡେଶନ ଦ୍ଵାରା ଏକ ଶିକ୍ଷା ବୃତ୍ତି ନେଇ ସର୍ଭେ ହୋଇଥିଲା। ସେହି ଆଧାରରେ ଆଜିର ବୈଠକରେ ତଥ୍ୟ ଉପସ୍ଥାପନ କରାଯାଇ ଆଗକୁ ଜିଲ୍ଲା ଶିକ୍ଷା ବିଭାଗ ଏବଂ କଲ୍ୟାଣ ବିଭାଗ ମଧ୍ୟରେ ସମନ୍ବୟ ରକ୍ଷା କରାଯିବ, ସମସ୍ୟା ଗୁଡିକର ସ୍ଥାୟୀ ସମାଧାନ କରାଯାଇ ପାରିବ ସେଥିପ୍ରତି ବୈଠକରେ ଗୁରୁତ୍ଵାରୋପ କରଯାଇଥିଲା। ବୈଠକରେ ଅତିରିକ୍ତ ଜିଲ୍ଲା ଶିକ୍ଷା ଅଧିକାରୀ ଟେମଲାଲ ଦୁବେ, ପିରାମଲ ଫାଉଣ୍ଡେସନର ଶାଶ୍ଵତ ସୌରଭ ପଣ୍ଡା, ଶିଶିର ଶୁକ୍ଳା, ସମସ୍ତ ବ୍ଲକର ଡ଼ବ୍ଲୁଇଓ ପ୍ରମୁଖ ଯୋଗ ଦେଇଥିଲେ।

Hot this week

ଛଅଟି ଦେଶରେ ନବକଳେବର ଚଳଚ୍ଚିତ୍ର ପ୍ରଦର୍ଶିତ, ଭାବବିହ୍ୱଳ ଦର୍ଶକ

ଭୁବନେଶ୍ୱର: ନବକଳେବର ୬ଟି ଦେଶ (ଯୁଏସଏ, କାନାଡା, ଦକ୍ଷିଣ ଆଫ୍ରିକା, ଇଣ୍ଡୋନେସିଆ,...

ଶୀତରେ ଗୋଇଠି ଫାଟୁଛି କି? ୨୦ଟଙ୍କାର ଜିନିଷରେ ସମ୍ପୂର୍ଣ୍ଣ ଭଲ ହୋଇଯିବ

ସମାଜ ଡିଜିଟାଲ ଡେସ୍କ: ଆୟୁର୍ବେଦରେ ପ୍ରତ୍ୟେକ ସମସ୍ୟାର ସମାଧାନ ଅଛି, ଯେଉଁଥିରେ...

ମୋକିମଙ୍କ ଚିଠି : ଭକ୍ତଙ୍କ ଉତ୍ତର

ସମାଜ ଲାଇଭ ଡ଼େସ୍କ : ସୋନିଆ ଗାନ୍ଧୀଙ୍କୁ କଂଗ୍ରେସ ନେତା ମହମ୍ମଦ...

ଆଜି ମୁମ୍ବଇରେ ଲିଓନେଲ୍‌ ମେସିଙ୍କ କାର୍ଯ୍ୟକ୍ରମ

ମୁମ୍ବଇ: କିମ୍ବଦନ୍ତୀ ଫୁଟବଲ ଖେଳାଳି ଲିଓନେଲ୍‌ ମେସିଙ୍କ ଭାରତ ଗସ୍ତର ଦ୍ୱିତୀୟ...

କଟକରେ ପହଞ୍ଚିଲେ ପ୍ରଧାନ ବିଚାରପତି

ସମାଜ ଲାଇଭ ଡ଼େସ୍କ : କଟକରେ ପହଞ୍ଚିଲେ ଭାରତର ସର୍ବୋଚ୍ଚ ନ୍ୟାୟଳୟ...

Related Articles

Popular Categories