www.samajalive.in
Saturday, December 6, 2025
15.1 C
Bhubaneswar

ଓଡ଼ିଶାର ସାମରିକ କଳା ପ୍ରଶିକ୍ଷକ ଦୀପ୍ତିରଞ୍ଜନଙ୍କୁ ଜାତୀୟ ସ୍ବୀକୃତି

ଭୁବନେଶ୍ବର : ପୁରୁଣା ଭୁବନେଶ୍ବରର କେଉଟସାହି ଛକ ନିବାସୀ ଓଡ଼ିଶାର ପରିଚିତ ମାର୍ଶଲ ଆର୍ଟ୍ସ ପ୍ରଶିକ୍ଷକ ଦୀପ୍ତିରଞ୍ଜନ ମହାପାତ୍ର, ସର୍ବ ଭାରତୀୟ ମାର୍ଶଲ ଆର୍ଟ୍ସ ସଂଘର ଜାତୀୟ ଉପସଭାପତି ଭାବେ ନିର୍ବାଚିତ ହୋଇଛନ୍ତି । ନୂଆଦିଲ୍ଲୀର ରୋହତସନଗରରେ ହୋଇଥିବା ନିର୍ବାଚନରେ ସଂଘର କାର୍ଯ୍ୟକାରୀ ସମିତି ସଦସ୍ୟବୃନ୍ଦ ତାଙ୍କୁ ନିର୍ବାଚିତ କରିଛନ୍ତି । ଏହି ସଂଘର ସଭାପତି ଭାବେ ହରିଶ କୁମାର ନିର୍ବାଚିତ ହୋଇଛନ୍ତି ।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories