www.samajalive.in
Saturday, December 13, 2025
26.1 C
Bhubaneswar

ମହିଳାଙ୍କ ନଗ୍ନ ଭିଡିଓ ଭାଇରାଲ କରି ଜେଲଗଲା ଯୁବକ

କଟକ :   ଜଣେ ବିବାହିତl ମହିଳାଙ୍କ ନଗ୍ନ ଭିଡିଓ ଭାଇରାଲ୍ କରିବା ଘଟଣାରେ ସୋମବାର ଜଣେ ଯୁବକକୁ ଗିରଫ କରିଛି ପୁରୀଘାଟ ଥାନା ପୁଲିସ l ଅଭିଯୁକ୍ତଜଣକ ହେଲା ସ୍ଥାନୀୟ ରାଉସପାଟଣାର ବିଶ୍ବନାଥ ସ୍ବାଇଁ(୨୮)। କୋର୍ଟଚାଲାଣ ପରେ ତାକୁ ଜେଲ ହାଜତକୁ ପଠାଇ ଦିଆଯାଇଥିବା ଥାନା ଅଧିକାରୀ ବିଶ୍ଵରଞ୍ଜନ ନାୟକ ସୂଚନା ଦେଇଛନ୍ତି l

ମିଳିଥିବା ସୂଚନା ଅନୁଯାୟୀ ରାଉସାପାଟଣାରେ ଜଣେ ମହିଳା ଗାଧୋଉଥିବା ସମୟରେ ତାଙ୍କ ନଗ୍ନ ଭିଡିଓ ବିଶ୍ବନାଥ ତା’ର ମୋବାଇଲରେ ରେକର୍ଡ କରିନେଇଥିଲେ। ପରେ ସେହି ଭିଡିଓକୁ ତା’ର ସାଙ୍ଗସାଥୀମାନଙ୍କୁ ପଠାଇ ଭାଇରାଲ କରିଥିଲା l  ଏହି ବିଷୟ  ସମ୍ପର୍କରେ ପୀଡ଼ିତାଜଣକ ଜାଣିବା ପରେ  ଥାନାରେ ଲିଖିତ ଏତଲା ଦେଇଥିଲେ l   ଏହି ଅଭିଯୋଗ ଆଧାରରେ ପୁଲିସ ମାମଲା ରୁଜୁକରି ଘଟଣାର ତଦନ୍ତ  ଚଳାଇବା ସହିତ ଆଜି ଅଭିଯୁକ୍ତ ବିଶ୍ବନାଥଙ୍କୁ ଗିରଫ କରିଛି l

Hot this week

କେରଳର ପ୍ରଥମ ବିଜେପି ମେୟର୍

ସମାଜ ଲାଇଭ୍ ଡେସ୍କ : କେରଳରେ ବଡ଼ ସଫଳତା ପାଇଛି ବିଜେପି...

କଲକତା ଅଘଟଣ : ଇଭେଣ୍ଟ ଆୟୋଜକ ଅଟକ

ସମାଜ ଲାଇଭ୍ ଡେସ୍କ : ବିଶ୍ଵ ଫୁଟ୍‌ବଲ୍‌ ତାରକା ଲିଓନେଲ୍ ମେସିଙ୍କ...

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

ଅପରାହ୍ନ ୩ଟା ମୁଖ୍ୟ ଖବର

() ପୁଲିସ୍‌ ଏସ୍‌ଆଇ ନିଯୁକ୍ତି ସ୍କାମ୍..ରାଜ୍ୟ ବାହାରୁ ଆଉ ଜଣେ ଦଲାଲ...

Related Articles

Popular Categories