www.samajalive.in
Saturday, December 6, 2025
26.1 C
Bhubaneswar

୫ବର୍ଷର ଶିଶୁକୁ ହତ୍ୟା, ପଡ଼ୋଶୀଙ୍କ ଥାନାରେ ଆତ୍ମସର୍ମପଣ

ମାଲକାନଗିରି: ପୂର୍ବ ଶତ୍ରୁତାରୁ ୫ବର୍ଷର ଶିଶୁପୁତ୍ରକୁ ହତ୍ୟା ଅଭିଯୋଗ ହୋଇଛି। ଅଭିଯୋଗ ପାଇବା ପରେ ପଡ଼ୋଶୀ ଘରୁ ଶିଶୁପୁତ୍ରର ମୃତଦେହକୁ ପୁଲିସ ଉଦ୍ଧାର କରିଛି। ଆଜି ଏମଭି-୧୯ରେ ଶିଶୁ ନିଖୋଜ ନେଇ ଥାନାରେ ଏତଲା ହୋଇଥିଲା। ଅଭିଯୋଗ ପାଇବା ପରେ ପୁଲିସ ତନାଘନାରୁ ଏଭଳି ଘଟଣା ପଦାକୁ ଆସିଛି। ପୁଲିସ ତନାଘନା ପରେ ଥାନାକୁ ଯାଇ ପଡ଼ୋଶୀ ଆତ୍ମସର୍ମପଣ କରିଥିଲେ। ଏହାପରେ ପୁଲିସ ପଡ଼ୋଶୀ ଘରୁ କମ୍ବଳ ଘୋଡ଼ା ଅବସ୍ଥାରେ ଶିଶୁର ମୃତଦେହ ଉଦ୍ଧାର କରିଥିବା ଜଣାପଡ଼ିଛି। ପୂର୍ବ ଶତ୍ରୁତାକୁ ନେଇ ଶିଶୁପୁତ୍ରକୁ ହତ୍ୟା କରାଯାଇଥିବା ପୁଲିସ ପ୍ରାଥମିକ ତଦନ୍ତରୁ ସୂଚନା ମିଳିଛି।

Hot this week

ନିୟମିତ କରନ୍ତୁ ଏହି ଯୋଗାସନ, ଦୂର ହେବ ମଧୁମେହ…

ନୂଆଦିଲ୍ଲୀ: ସୁସ୍ଥ ଏବଂ ନିରୋଗ ରହିବାକୁ ଲୋକେ ବିଭିନ୍ନ ଉପାୟ ଅବଲମ୍ବନ...

ଇଣ୍ଡିଗୋ ଅଚଳାବସ୍ଥା ଘଟଣାରେ ଦାୟୀବ୍ୟକ୍ତି କ୍ଷତି ଭରିବାକୁ ମନ୍ତ୍ରୀଙ୍କ ନିଷ୍ପତ୍ତି

ସମାଜ ଲାଇଭ ଡ଼େସ୍କ : ଇଣ୍ଡିଗୋ ବିମାନ ଅଚଳାବସ୍ଥା ଘଟଣାରେ ବଡ...

ରସୁଣ ଏବଂ ମୂଳା ଚଟଣି: ଶୀତରେ ପାଟିକୁ ସୁଆଦିଆ

ସମାଜ ଡିଜିଟାଲ ଡେସ୍କ: ଶୀତ ଋତୁରେ ମୂଳା ବହୁଳ ଭାବରେ ବଜାରରେ...

୧୦ପିସ୍ତଲ ଓ ଗୋଟିଏ କାର୍ବାଇନ ସହ ବନ୍ଧୁକ ମାଫିଆ ଜବତ

ସମାଜ ଲାଇଭ ଡ଼େସ୍କ : ଭୁବନେଶ୍ୱରରେ ଏକ ବଡ ଧରଣର ଆନ୍ତଃରାଜ୍ୟ...

ଅନ୍ତିମ ଦିନିକିଆ: ଟସ୍‌ ଜିତି ବୋଲିଂ କରୁଛି ଭାରତ

ବିଶାଖାପାଟଣା: ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଆଜି ଅନ୍ତିମ ଦିନିକିଆ...

Related Articles

Popular Categories