www.samajalive.in
Sunday, December 14, 2025
19.1 C
Bhubaneswar

ସେନାବାହିନୀ କାର୍ଯ୍ୟକୁ ପ୍ରଶଂସା କରି ବିଜୟ ଶୋଭାଯାତ୍ରା

ମାଲକାନଗିରି :  ଭାରତୀୟ ​ସେନାବାହିନୀ ପାକିସ୍ତାନ ସମର୍ଥିତ ଆତଙ୍କବାଦୀ ଶିବିର ଉପରେ ଆକ୍ରମଣ କରି ଆତଙ୍କବାଦୀ ଶିବିର ଧ୍ବସଂ କରିବା ସହିତ ୩୫୦ ଆତଙ୍କବାଦୀଙ୍କୁ ନିପାତ କରିଛନ୍ତି । ଏହାକୁ ସମର୍ଥନ କରି ମାଲକାନଗିରି ଜିଲ୍ଲା ସଦରମହକୁମାରେ ଟିମ୍ ୟୁଇକନ ଯୁବ ସଂଗଠନ ପକ୍ଷରୁ  ମଙ୍ଗଳବାର ଏକ ବିଶାଳ ମଟର ସାଇକେଲ ଶେଭାଯାତ୍ରା ସହର ପରିକ୍ରମା କରିଛି । ଭାରତୀୟ ସେନାର ଏହି ବିଜୟକୁ ବିଭିନ୍ନ ସ୍ଲୋଗାନ ଦେଇ ସେମାନେ ସ୍ବାଗତ କରିବା ସହିତ ସେନାବାହିନୀର ଏହି ସାହସିକ କାର୍ଯ୍ୟକୁ ଦେଶ ଉଚ୍ଚ ପ୍ରଶଂସା କରୁଛି ବୋଲି କହିଛନ୍ତି । ଜାତୀୟ ପତାକା ଧରି ‘ଭାରତମାତା କୀ ଜୟ’ ସ୍ଲୋଗାନ ଦେଇ ସେମାନେ ସହର ପରିକ୍ରମା କରିଛନ୍ତି।

Hot this week

ସିଡ୍‌ନୀ ଗୁଳିକାଣ୍ଡ: ମୃତ୍ୟୁ ସଂଖ୍ୟା ୧୨କୁ ବୃଦ୍ଧି

ସିଡନୀ: ସିଡନୀର ବଣ୍ଡି ବିଚ୍‌ ଗୁଳିକାଣ୍ଡରେ ମୃତ୍ୟୁ ସଂଖ୍ୟା ୧୨କୁ ବୃଦ୍ଧି...

ସାଂସଦ ଅପରାଜିତ ଷଡ଼ଙ୍ଗୀଙ୍କ ଝିଅ ବିବାହ ଭୋଜି ଅନୁଷ୍ଠିତ

ଭୁବନେଶ୍ୱର: ସାସଂଦ ଅପରାଜିତା ଷଡଙ୍ଗୀଙ୍କ ଝିଅଙ୍କ ବିବାହ ଭୋଜି ରବିବାର ଭୁବନେଶ୍ଵର...

ଟସ୍‌ ଜିତି ବୋଲିଂ କରିବ ଭାରତ

ସମାଜଲାଇଭ ଡେସ୍କ: ଧର୍ମଶାଳାରେ ହେଉଥିବା ୩ୟ ଟି-୨୦ ମ୍ୟାଚରେ ଭାରତ ଟସ...

ଗୋପାଳପୁରରେ ୩ ଦିନିଆ ଦକ୍ଷିଣ ଏସୀୟ ମୈତ୍ରୀ ସମ୍ମିଳନୀ ଉଦଯାପିତ, ଯୋଗଦେଲେ ୧୮ଟି ରାଜ୍ୟର ପ୍ରତିନିଧି

ସମାଜ ନ୍ୟୁଜ ଡେସ୍କ- ଗଞ୍ଜାମ ଜିଲ୍ଲା ଗୋପାଳପୁର ବେଳାଭୂମି ଠାରେ ଥିବା...

କାର ଧକ୍କାରେ ବାଇକ୍ ଆରୋହୀ ମୃତ

ରେଙ୍ଗାଲିକ୍ୟାମ୍ପ: ଅତାବିରାସ୍ଥିତ ଏକ ପେଟ୍ରୋଲ ପମ୍ପ ସମ୍ମୁଖରେ ସଡ଼କ ଦୁର୍ଘଟଣାରେ ଜଣେ...

Related Articles

Popular Categories