www.samajalive.in
Saturday, December 6, 2025
15.1 C
Bhubaneswar

ପୋଖରୀରେ ବୁଡି ଜଣେ ମୃତ

ମାଲକାନଗିରି : ମାଲକାନଗିରି ସଦର  ବ୍ଲକ ଅନ୍ତର୍ଗତ ସିନ୍ଦ୍ରିମାଲ ଗ୍ରାମ ପଞ୍ଚାୟତର ତଙ୍ଗଗୁଡା ଗ୍ରାମରେ ପୋଖରୀରେ ବୁଡି ଜଣେ ମୃତ୍ୟୁ ବରଣ କରିଥିବା ଜଣା ପଡିଛି । ସୂଚନା ମୁତାବକ ଏହି ଗ୍ରାମର କେଶବ ମାଡକାମୀ ବୟସ (୪୫) ପିତା  ଇର୍ମା ମାଡକାମୀ ଗାଁ ପୋଖରୀରେ ଗାଧୋଇବା ପାଇଁ ଯାଇ ପାଣିରେ ବୁଡି ମୃତ୍ୟୁ ବରଣ କରିଛନ୍ତି । ଏହି ଖବର ପାଇ ସ୍ଥାନୀୟ ଲୋକ ତଥା ସରପଞ୍ଚ ଘାସି ନାୟକ ଘଟଣା ସ୍ଥଳରେ ପହଞ୍ଚି ମାଲକାନଗିରି ସଦର ଥାନାରେ ଖବର ଦେଇଥିଲେ। ପରେ ମୃତକଙ୍କ ପରିବାରକୁ ଶବ ଦାହ  କରିବା ନିମନ୍ତେ  ପଞ୍ଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀ ଅଶୋକ ମହାନ୍ତିଙ୍କ ଉପସ୍ଥିତିରେ ହରିଶ୍ଚନ୍ଦ୍ର ଯୋଜନାରେ ୨୦୦୦ ଟଙ୍କା ସରପଞ୍ଚ ଶ୍ରୀ ନାଏକ  ପ୍ରଦାନ କରିଛନ୍ତି ।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories