www.samajalive.in
Friday, December 5, 2025
20.1 C
Bhubaneswar

ରିଲ୍ସ କରିବା ପଡ଼ିଲା ମହଙ୍ଗା; ଗଙ୍ଗା ଘାଟରେ ବାସିଗଲେ ଯୁବତୀ, ଦେଖନ୍ତୁ ଭିଡ଼ିଓ

ସମାଜ ଡିଜିଟାଲ ଡେସ୍କ: ସୋସିଆଲ ମିଡ଼ିଆରେ ଲୋକପ୍ରିୟତା ପାଇଁ ରିଲ୍ସ କରିବା ନିଶାରେ ଅନେକ ଜୀବନ ହାନି ଘଟଛୁ। ହେଲେ ବି ଯବପୀଢି ଏଥିରୁ ନିବୃର୍ତ୍ତ ହେଉନାହାଁନ୍ତି। ସେହିଭଳି ଗଙ୍ଗାଘାଟରେ ରିଲ୍ସ କରିବା ନିଶାରେ ଯୁବତୀଙ୍କ ଜୀବନ ବିପଦରେ ପଡ଼ିଯାଇଥିଲା। ନଦୀର ଭୀଷଣ ସ୍ରୋତରେ ଭାସିଯାଉଥିବା ବେଳେ ଅଳ୍ପକେ ବର୍ତ୍ତି ଯାଇଛନ୍ତି। ଏହି ଭିଡ଼ିଓଟି ଏବେ ସୋସିଆଲ ମିଡ଼ିଆରେ ଖୁବ ଭାଇରାଲ ହେଉଛି। ଭିଡ଼ିଓରେ ଯୁବତୀ ଜଣଙ୍କ ଶିବଙ୍କୁ ପୂଜା କରିବା ବେଳେ ଗଙ୍ଗା କୂଳରେ ଲାଗିଥିବା ରେଲିଂରେ ଚଢି ଚାଲିବାକୁ ପ୍ରୟାସ କରିଥିଲେ। ହେଲେ ଏହି ସମୟରେ ସନ୍ତୁଳନ ନରହିବାରୁ ନଦୀର ପ୍ରଖର ସ୍ରୋତରେ ଖସିପଡ଼ି ଭାସିଯାଇଥିଲେ ଯୁବତୀ। ଊର୍ଦ୍ଧ୍ବାର କରିବାକୁ ସେଠାରେ ଥିବା ଲାଇଫ ଗାର୍ଡ ଚେଷ୍ଟାର କରିବା ପରେ ସେ ବିଫଳ ହୋଇଥିଲେ। ଭାସିଯିବାବେଳେ ପାଣି ସୁଅ କୂଳକୁ ଆଣିବାକୁ ଅଳ୍ପକେ ବର୍ତ୍ତି ଯାଇଛନ୍ତି ଯୁବତୀ।

 

View this post on Instagram

 

A post shared by TV9 Bharatvarsh (@tv9bharatvarsh)

Hot this week

ଆଜି ଇଣ୍ଡିଗୋର ୧ ହଜାରରୁ ଊର୍ଦ୍ଧ୍ବ ବିମାନ ରଦ୍ଦ, ତଦନ୍ତ କମିଟି ଗଠନ କଲେ ସରକାର

ସମାଜଲାଇଭ ଡେସ୍କ: ଇଣ୍ଡିଗୋ ବିମାନର ପରିଚାଳନାଗତ ସଙ୍କଟ ଜାରି ରହିଛି। ଇଣ୍ଡିଗୋ...

ସାରଥିଙ୍କ ବିରୋଧରେ ଚାର୍ଜଫ୍ରେମ

କଟକ :ସାରଥିଙ୍କ ବିରୋଧରେ ଚାର୍ଜଫ୍ରେମ । ଜାତିଆଣ ଆକ୍ଷେପ ଓ ଧର୍ମୀୟ...

ଜାତିସଂଘରେ ଭାରତର ସ୍ଥାୟୀ ସଦସ୍ୟତାକୁ ପୁଟିନଙ୍କ ସମର୍ଥନ

ସମାଜଲାଇଭ ଡେସ୍କ: ଭାରତ-ରୁଷ ମଧ୍ୟରେ ଶୁକ୍ରବାର ଶିଖର ସମ୍ମିଳନୀ ଶେଷ ହୋଇଛି।...

ପୁଟିନଙ୍କ ସହ ସାନ୍ଧ୍ୟ ଭୋଜନ: ରାହୁଲ, ଖଡଗେ ନୁହଁନ୍ତି, ଥରୁରଙ୍କୁ ମିଳିଲା ନିମନ୍ତ୍ରଣ

ସମାଜଲାଇଭ ଡେସ୍କ: ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ଭାରତ ଗସ୍ତର ଶୁକ୍ରବାର...

ମାସ୍କାସାରୁ ଜଙ୍ଗଲରେ ପୁଲିସ-ମାଓବାଦୀ ଗୁଳିବିନିମୟ

ସମାଜଲାଇଭ ଡେସ୍କ: କନ୍ଧମାଳ ଜିଲା ବାଲିଗୁଡ଼ା ଥାନା ଅନ୍ତର୍ଗତ ମାସ୍କାସାରୁ ଜଙ୍ଗଲରେ...

Related Articles

Popular Categories