www.samajalive.in
Saturday, December 13, 2025
26.1 C
Bhubaneswar

ମେକ୍‍ଅପ୍‍ କରିବାର ସଠିକ୍‍ ଉପାୟ

ଆଜି କାଲି ସମସ୍ତେ ସୁନ୍ଦର ଓ ଷ୍ଟାଇଲିସ୍‍ ଦେଖାଯିବା ପାଇଁ ଇଚ୍ଛା କରନ୍ତି। କିନ୍ତୁ କର୍ମମୟ ଜୀବନରେ ଏହା ସର୍ବଦା ସମ୍ଭବ ହୋଇନଥାଏ। ଏହି କାରଣରୁ ସଭିଏଁ ବିଭିନ୍ନ କ୍ରିମ ଓ ଅନ୍ୟାନ୍ୟ ମେକ୍‍ଅପ ଦ୍ରବ୍ୟ ବ୍ୟବହାର କରିଥାଆନ୍ତି। ମାତ୍ର ଏହି ମେକଅପ ଦ୍ରବ୍ୟ ଗୁଡ଼ିକ ଭଲ କମ୍ପାନୀର ହେବା ଆବଶ୍ୟକ। ନଚେତ ଏହା ମୁହଁ ପାଇଁ କ୍ଷତିକାରକ ହୋଇଥାଏ। ନିଜକୁ ସୁନ୍ଦର କରିବା ପାଇଁ ଆପଣାନ୍ତୁ ଏହି ବିୟୁଟି ମନ୍ତ୍ର….
ମୁହଁକୁ ଭଲ ଭାବେ ଧୁଅନ୍ତୁ – ମେକଅପ କରିବା ପୂର୍ବରୁ ମୁହଁକୁ ଭଲ ଭାବେ ଧୋଇ ଦିଅନ୍ତୁ। ଏହା ପରେ ତୁଳା ଦ୍ୱାରା ମୁହଁକୁ ଗୋଲାପ ଜଳରେ ପୋଛି ଦିଅନ୍ତୁ। ଏକ ସଫା କପଡ଼ାରେ ବରଫରେ ମଧ୍ୟ ମୁହଁ ପୋଛି ଦିଅନ୍ତୁ। ଏପରି କରିବା ପରେ ମେକଅପ ଦ୍ରବ୍ୟ ଲଗାଇଲେ ମୁହଁରେ ଅଧିକ ସମୟ ମେକଅପ ରହେ।
ୱାଟର ପ୍ରୁଫ୍‍ ମେକଅପ ଦ୍ରବ୍ୟ – ୱାଟର ପ୍ରୁଫ୍‍ କାଜଲ୍‍ , ଆଇଲାଇନର୍‍ , ମସ୍କରା ଲଗାଇବା ଦ୍ୱାରା ଝାଳ ହେଲେ ଏହାର ପ୍ରଭାବରେ ମେକଅପ ଖରାପ ହୋଇଥାଏ ଓ ଥରେ ଲଗାଇଲେ ଅଧିକ ସମୟ ରହିଥାଏ।
କ୍ରିମ ଲଗାଇବା ପୂର୍ବରୁ ବଜାରରେ ମିଳୁଥିବା ସିରମ ଲଗାଇଲେ, ମୁହଁ ଅଧିକ ଉଜ୍ଜଳ ଦେଖାଯାଏ।

Hot this week

କେରଳର ପ୍ରଥମ ବିଜେପି ମେୟର୍

ସମାଜ ଲାଇଭ୍ ଡେସ୍କ : କେରଳରେ ବଡ଼ ସଫଳତା ପାଇଛି ବିଜେପି...

କଲକତା ଅଘଟଣ : ଇଭେଣ୍ଟ ଆୟୋଜକ ଅଟକ

ସମାଜ ଲାଇଭ୍ ଡେସ୍କ : ବିଶ୍ଵ ଫୁଟ୍‌ବଲ୍‌ ତାରକା ଲିଓନେଲ୍ ମେସିଙ୍କ...

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

ଅପରାହ୍ନ ୩ଟା ମୁଖ୍ୟ ଖବର

() ପୁଲିସ୍‌ ଏସ୍‌ଆଇ ନିଯୁକ୍ତି ସ୍କାମ୍..ରାଜ୍ୟ ବାହାରୁ ଆଉ ଜଣେ ଦଲାଲ...

Related Articles

Popular Categories