www.samajalive.in
Monday, December 15, 2025
26.1 C
Bhubaneswar

୭ରୁ ବିଜେଡିର ଦ୍ୱିତୀୟ ପର୍ଯ୍ୟାୟ ମହାନଦୀ ସମାବେଶ: ସୂର୍ଯ୍ୟ ପାତ୍ର, ଚୂଡ଼ାନ୍ତ ହୋଇନି: ପ୍ରତାପ ଦେବ

ଭୁବନେଶ୍ୱର: ବିଜେଡିର ମହାନଦୀ ସମାବେଶର ଦ୍ୱିତୀୟ ପର୍ଯ୍ୟାୟ ମେ ୭ ତାରିଖରୁ ଆରମ୍ଭ ହେବ। ମହାନଦୀ ଉପକୂଳ ଜିଲା ଓ ଅଞ୍ଚଳଗୁଡ଼ିରେ ଏହି ସମାବେଶ ଅନୁଷ୍ଠିତ ହେବ। ନଦୀର ଉଭୟ କୂଳରେ ଦଳୀୟ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ। ନଦୀପଠାରେ ମନ୍ତ୍ରୀ, ନେତା, ବିଧାୟକ ଓ ଦଳୀୟ କର୍ମୀମାନେ ରାତ୍ରି ଯାପନ କରିବେ ବୋଲି ଖାଦ୍ୟ ଓ ଯୋଗାଣ ମନ୍ତ୍ରୀ ସୂର୍ଯ୍ୟ ନାରାୟଣ ପାତ୍ର କହିଛନ୍ତି। ଅପରପକ୍ଷରେ ଏଭଳି କୌଣସି କାର୍ଯ୍ୟକ୍ରମ ସ୍ଥିର ହୋଇନାହିଁ ବୋଲି କହିଛନ୍ତି ବିଜେଡି ମୁଖପାତ୍ର ତଥା ରାଜ୍ୟସଭା ସାଂସଦ ପ୍ରତାପ ଦେବ। ସମାବେଶ ପାଇଁ ଆଲୋଚନା ଚାଲିଛି। ପ୍ରେସ୍‍ ବିବୃତ୍ତିରେ ଏ ସମ୍ପର୍କରେ ସୂଚନା ଦିଆଯିବ। ମନ୍ତ୍ରୀ ଶ୍ରୀ ପାତ୍ର ଯାହା କହିଛନ୍ତି ତାହା ତାଙ୍କ ନିଜସ୍ୱ ବୋଲି ଶ୍ରୀ ଦେବ କହିଛନ୍ତି।

Hot this week

ନିଆଁରେ ପୋଡି ହୋଇ ବୃଦ୍ଧା ଗୁରୁତର

କଲ୍ୟାଣସିଂହପୁର: ରାୟଗଡା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ ଧାମୁଣିପଙ୍ଗା ପଞ୍ଚାୟତର କତାଗୁଡା ଗ୍ରାମରେ...

ଫୁଙ୍କନଳୀରେ ପିଟି ପ୍ରେମିକାଙ୍କୁ ହତ୍ୟା

ନୟାଗଡ଼: ନୟାଗଡ଼ ଜିଲା ଶରଣକୁଳ ଥାନା ସାବିଦେଇପୁର ଅଞ୍ଚଳରେ ଏକ ଅଭାବନୀୟ...

ଦନ୍ତା ହାତୀର ମୃତ୍ୟୁ

ଅନୁଗୋଳ: ଅନୁଗୋଳ ବନଖଣ୍ଡ ଅନ୍ତର୍ଗତ ପୋକୁଣ୍ଡା ସେକ୍ସନ୍ ମାଣିକଯୋଡ଼ି ପଞ୍ଚାୟତ ବାଲିଆପଶିଠାରେ...

ରାଜ୍ୟପାଳଙ୍କ ଏଡିସି ଭାବେ ନିଯୁକ୍ତ ହେଲେ ନୌସେନା ଅଧିକାରୀ ଲେଫ୍ଟନାଣ୍ଟ ହର୍ଷିତ ଦେଓ

ଭୁବନେଶ୍ୱର: ନୌସେନା ଅଧିକାରୀ ଲେଫ୍ଟନାଣ୍ଟ ହର୍ଷିତ ଦେଓ ସୋମବାର ଦିନ ଓଡ଼ିଶା...

କୁହୁଡ଼ି ପାଇଁ ମୋଦୀଙ୍କ ବିମାନ ବିଳମ୍ବ

ସମାଜ ଲାଇଭ ଡ଼େସ୍କ : ଘନ କୁହୁଡ଼ି ଜାତୀୟ ଦିଲ୍ଲୀକୁ ଘେରି...

Related Articles

Popular Categories