www.samajalive.in
Friday, December 5, 2025
26.1 C
Bhubaneswar

ମହାଲକ୍ଷ୍ମୀ ରାଜଯୋଗ ; ଏହି ୩ ରାଶିଙ୍କ ଜୀବନରେ ହେବ ବଡ ପରିବର୍ତ୍ତନ, ହେବେ ମାଲାମାଲ୍‌, ସବୁଥିରେ ମିଳିବ ସଫଳତା

ଜ୍ୟୋତିଷ ଶାସ୍ତ୍ର ଅନୁସାରେ ମହାଲକ୍ଷ୍ମୀ ରାଜଯୋଗ ହେବାକୁ ଯାଉଛି । ଏହି ଯୋଗ ଫଳରେ ଅନେକ ରାଶି ଲାଭବାନ୍‌ ହେବେ । ଗ୍ରହଙ୍କ ସେନାପତି ମଙ୍ଗଳ ସିଂହ ରାଶିରେ ରହିଛନ୍ତି । ୯ ଜୁନ୍‌ରେ ମଙ୍ଗଳ ଗ୍ରହ ସକାଳ ୮ଟା ୫୦ ମିନିଟ୍‌ରେ ବିଛା ରାଶିରେ ପ୍ରବେଶ କରିଛନ୍ତି । ଫଳରେ ମହାଲକ୍ଷ୍ମୀ ରାଜଯୋଗ ସୃଷ୍ଟି ହୋଇଛି । ଏହି ଯୋଗର ପ୍ରଭାବ ସମସ୍ତ ରାଶି ଉପରେ ପଡିଲେ ମଧ୍ୟ କିଛି ରାଶିଙ୍କ ଭାଗ୍ୟ ବଦଳିଯିବ ।

ମିଥୁନ- କର୍ମକ୍ଷେତ୍ରରେ ବଡ ଲାଭ ମିଳିବ । ଆର୍ଥିକ ସ୍ଥିତିରେ ପରିବର୍ତ୍ତନ ହେବ । ସ୍ୱାସ୍ଥ୍ୟ ଉତ୍ତମ ରହିବ । ଧନ ଲାଭର ଯୋଗ ରହିଛି । ଧନ ସଞ୍ଚୟ କରିବେ । ପରିଶ୍ରମର ସମ୍ପୂର୍ଣ୍ଣ ଫଳ ମିଳିବ । ଦାମ୍ପତ୍ୟ ଜୀବନ ସୁଖମୟ ହେବ ।

- Advertisement -

ସିଂହ- ଜୀବନରେ ଅନେକ ସଫଳତା ମିଳିବ । ସକରାତ୍ମକ ପରିବର୍ତ୍ତନ ହେବ । କର୍ମକ୍ଷେତ୍ରରେ ଉନ୍ନତି ହେବ । ଯାତ୍ରାର ଯୋଗ ରହିଛି । ଜୀବନରେ ହସଖୁସି ବୃଦ୍ଧି ହେବ । ଆର୍ଥିକ ସ୍ଥିତି ମଜଭୁତ ହେବ ।

ତୁଳା- ଏହି ରାଶିଙ୍କୁ ବଡ ଲାଭ ମିଳିବ । ସଫଳତାର ରାସ୍ତା ଖୋଲିବ । ଜୀବନରେ ଖୁସି ରହିବ । ପରିବାରରେ ହସଖୁସିର ବାତାବରଣ ରହିବ । ବରିଷ୍ଠ ଅଧିକାରୀଙ୍କ ସହଯୋଗ ମିଳିବ । ନୂଆ ଚାକିରି ମିଳିବ । ପୈତୃକ ସମ୍ପତ୍ତିରୁ ଲାଭବାନ୍‌ ହେବେ ।

ରାଜା ରଘୁବଂଶୀ ହତ୍ୟା ମାମଲା; ରାଜ୍‌ ସୋନମ୍‌ଙ୍କ ଠାରୁ ବାନ୍ଧୁଥିଲା ରାକ୍ଷୀ, ଡାକୁଥିଲା ଦିଦି- ସୋନମ୍‌ ଭାଇ

Hot this week

ବାରବାଟୀରେ ଟିକେଟ ବ୍ଲାକ !

କଟକ :ବାରବାଟୀ ମ୍ୟାଚ ଲାଗି ଅଫଲାଇନ ଟିକେଟ ବିକ୍ରି । ସୋସିଆଲ...

ଭାରତ-ରୁଷ ଶିଖର ସମ୍ମିଳନୀ: ମିଳିତ ବିବୃତିରେ କ’ଣ କହିଲେ ମୋଦୀ-ପୁଟିନ ?

ସମାଜଲାଇଭ ଡେସ୍କ: ଭାରତ ଏବଂ ରୁଷ ମଧ୍ୟରେ ୨୩ତମ ଶିଖର ସମ୍ମିଳନୀ...

ମିଳିତ ଭାବେ ୟୁରିଆ ଉତ୍ପାଦନ କରିବେ ଭାରତ-ରୁଷ

ସମାଜଲାଇଭ ଡେସ୍କ: ଆଉ ରହିବନି ୟୁରିଆ ସାରର ଅଭାବ। ଏଣିକି ଭାରତ...

୭ ବୁଝାମଣା ଉପରେ ମୋଦୀ-ପୁଟିନଙ୍କ ସହମତି, ରୁଷ ନାଗରିକଙ୍କୁ ମାଗଣା ପର୍ଯ୍ୟଟକ ଭିଜା

ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ମଧ୍ୟରେ...

ଇଣ୍ଡିଗୋ ବିମାନ ସେବା ସମସ୍ୟା : ବଡ଼ ପଦକ୍ଷେପ ନେଲା ଡିଜିସିଏ

ସମାଜ ଲାଇଭ ଡ଼େସ୍କ : ଦେଶରେ ଇଣ୍ଡିଗୋ ବିମାନ ଚଳାଚଳରେ ଦେଖା...

Related Articles

Popular Categories