ରାଜା ରଘୁବଂଶୀ ହତ୍ୟା ମାମଲା; ରାଜ୍‌ ସୋନମ୍‌ଙ୍କ ଠାରୁ ବାନ୍ଧୁଥିଲା ରାକ୍ଷୀ, ଡାକୁଥିଲା ଦିଦି- ସୋନମ୍‌ ଭାଇ

ମୁମ୍ବାଇ : ମଧ୍ୟପ୍ରଦେଶର ଇନ୍ଦୋର ନିବାସୀ ରାଜା ରଘୁବଂଶୀଙ୍କ ହତ୍ୟା ମାମଲାରେ ପ୍ରତିଦିନ ନୂଆ ନୂଆ ଖୁଲାସା ହେଉଛି। ମେଘାଳୟ ପୁଲିସ ସୋନମ୍‌ ସମେତ ସମସ୍ତ ଅଭିଯୁକ୍ତଙ୍କୁ ନେଇ ସିଲଂରେ ପହଞ୍ଚିଛି । ଏଠାରେ ସେମାନଙ୍କୁ ପଚରାଉଚରା ଆରମ୍ଭ କରିଛି ପୁଲିସ। ଏହି ସମୟରେ ସୋନମ୍‌ଙ୍କ ଭାଇ ଗୋବିନ୍ଦ ଏକ ବଡ଼ ଦାବି କରିଛନ୍ତି । ସେ କହିଛନ୍ତି ରାଜଙ୍କୁ ପ୍ରାୟ ତିନି ବର୍ଷ ହେବ ସୋନମ୍‌ ରାକ୍ଷୀ ବାନ୍ଧୁଥିଲା। ସେ ସୋନମ୍‌ଙ୍କୁ ଦିଦି ବୋଲି ଡାକୁଥିଲା। … Continue reading ରାଜା ରଘୁବଂଶୀ ହତ୍ୟା ମାମଲା; ରାଜ୍‌ ସୋନମ୍‌ଙ୍କ ଠାରୁ ବାନ୍ଧୁଥିଲା ରାକ୍ଷୀ, ଡାକୁଥିଲା ଦିଦି- ସୋନମ୍‌ ଭାଇ