ତୁଷୁରା:ତୁଷୁରା ଇଷ୍ଟଦେବୀ ମାଁ ସମଲେଶ୍ୱରୀଙ୍କ ପବିତ୍ର ଆଶ୍ୱିନ ପୂର୍ଣ୍ଣମୀ ତିଥୀରେ ମାଁ ସମଲେଶ୍ୱରୀ ରାଜରାଜେଶ୍ୱରୀ ବେଶରେ ଭକ୍ତ ମାନଙ୍କୁ ଦର୍ଶନ ଦେଉଛନ୍ତି। କରୋନା କଟକଣା ଯୋଗୁଁ ରୀତିନୀତି ଅନୁସାରେ ପୂଜକ ଗୋପାଳ ଭୋଇ ମାଁ ଙ୍କ ପୂଜା କରିଥିଲେ। ଶନିବାର ମା’ଙ୍କ ନିକଟରେ କ୍ଷୀରି ଭୋଗ ଲଗାଯାଇଥିଲା।
Popular Categories



