www.samajalive.in
Saturday, December 6, 2025
16.1 C
Bhubaneswar

କମିଲା ରନ୍ଧନ ଗ୍ୟାସ ମୂଲ୍ୟ

ନୂଆଦିଲ୍ଲୀ: ଘରୋଇ ରନ୍ଧନ ଗ୍ୟାସର ମୂଲ୍ୟ ଡିସେମ୍ବର ୧ରୁ କମିଯାଇଛି। ଅନ୍ତରାଷ୍ଟ୍ରୀୟ ବଜାରରେ ଇନ୍ଧନର ମୂଲ୍ୟ କମ୍‍ ହେବା ଦ୍ୱାରା ଶୁକ୍ରବାର ଏଲପିଜିର ମୂଲ୍ୟ ୬.୫୨ପ୍ରତି ସିଲିଣ୍ଡରେ କମ୍‍ ହୋଇଛି। ସେହିପରି ବିନା ସବସିଡିରେ ସିଲିଣ୍ଡରର ମୂଲ୍ୟ ୧୩୩ଟଙ୍କା ହ୍ରାସ ପାଇଛି।
ଦେଶର ସବୁଠାରୁ ବଡ଼ ରନ୍ଧନ ଗ୍ୟାସ କମ୍ପାନୀ ଇଣ୍ଡିଆନ ଅଏଲର ସୂଚନା ଅନୁଯାୟୀ ଏବେ ସବସିଡିରେ ମିଳୁଥିବା ୧୪.୨କିଲୋ ଓଜନର ସିଲିଣ୍ଡର ଦିଲ୍ଲୀରେ ୫୦୦ଟଙ୍କା ୯୦ପଇସାରେ ଉପଲବ୍ଧ ହେବ। ପୂର୍ବରୁ ଏହାର ମୂଲ୍ୟ ୫୦୭.୪୨ଥିଲା। ନୂଆ ମୂଲ୍ୟ ଆଜିଠାରୁ ଲାଗୁ ହେବ।
ଦୀର୍ଘ ୬ମାସ ଧରି ରନ୍ଧନ ଗ୍ୟାସର ମୂଲ୍ୟ ବଢୁଥିବାବେଳେ ପ୍ରଥମ ଥର ପାଇଁ କମିଛି। କେବଳ ବିଗତ କିଛି ମାସର ବର୍ଦ୍ଧିତ ରନ୍ଧନ ଗ୍ୟାସର ମୂଲ୍ୟ ୧୪ଟଙ୍କା ୧୩ ପଇସା ବୃଦ୍ଧି ପାଇଥିବା ଲକ୍ଷ୍ୟ କରାଯାଇଛି।

Hot this week

ଭାରତ-ଦକ୍ଷିଣ ଆଫ୍ରିକା ନିର୍ଣ୍ଣାୟକ ଦିନିକିଆ ଆଜି

ବିଶାଖାପାଟଣା : ଘରୋଇ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଦିନିକିଆ...

ରାଶିଫଳ: ଏହି ଦୁଇ ରାଶିଙ୍କୁ କର୍ମକ୍ଷେତ୍ରରୁ ଅପୂର୍ବ ସଫଳତା ମିଳିବ

ମେଷ: ଅଧ୍ୟାପନାର ପ୍ରସ୍ତୁତି ସ୍ବରୂପ ଅଧ୍ୟୟନରତ ହୋଇପାରନ୍ତି। କର୍ମକ୍ଷେତ୍ର ସହିତ ଅନ୍ୟାନ୍ୟ ବିଭିନ୍ନ...

ବଦଳିବ ପ୍ରଥମରୁ ଦ୍ବାଦଶ ପାଠ୍ୟପୁସ୍ତକ

ସ୍ଥାନିତ ହେବ ସ୍ଥାନୀୟ ପ୍ରସଙ୍ଗ ଭୁବନେଶ୍ବର : ଆଗାମୀ ଦିନରେ ପିଲା ଆଉ...

ଶୀତଦିନେ ଗରମ ପାଣିରେ ଗାଧୋଉଛନ୍ତି କି? ସାବଧାନ, ହେବ ବଡ ବିପଦ

ସମାଜ ଡିଜିଟାଲ ଡେସ୍କ: ଶୀତଦିନେ ଗରମ ପାଣିରେ ଗାଧୋଇବା ବହୁତ ଆରାମଦାୟକ...

ଚୀନ୍‌ ଗଣମାଧ୍ୟମର ଉଚ୍ଚ ପ୍ରଶଂସା

ବେଜିଂ : ରୁଷ୍‌ ରାଷ୍ଟ୍ରପତି ଭ୍ଲାଡିମିର ପୁଟିନଙ୍କ ଦୁଇ ଦିନିଆ ଭାରତ...

Related Articles

Popular Categories