www.samajalive.in
Saturday, December 13, 2025
21.1 C
Bhubaneswar

ବଢିବନି ରନ୍ଧନ ଗ୍ୟାସ ଦର, ତୈଳ କଂପାନୀଗୁଡିକୁ ସରକାର ଦେବେ ୨୨ ହଜାର କୋଟି ଟଙ୍କା କ୍ଷତିପୂରଣ

ଡେସ୍କ: ଦେଶରେ ରନ୍ଧନ ଗ୍ୟାସ ଦର ଦିନକୁ ଦିନ ବୃଦ୍ଧି ପାଉଥିବା ବେଳେ ଏଥିରେ ରୋକ ଲଗାଇବା ପାଇଁ କେନ୍ଦ୍ର ସରକାର ଆଜି ବଡ ନିଷ୍ପତ୍ତି ଗ୍ରହଣ କରିଛନ୍ତି। ଆଜି ଅନୁଷ୍ଠିତ କ୍ୟାବିନେଟ ନିଷ୍ପତ୍ତି ସମ୍ପର୍କରେ ସୂଚନା ଦେଇ ସୂଚନା ଓ ପ୍ରସାରଣ ମନ୍ତ୍ରୀ ଅନୁରାଗ ଠାକୁର କହିଛନ୍ତି, ରନ୍ଧନ ଗ୍ୟାସ୍ (ଏଲପିଜି) ଦର ନବଢ଼ାଇବାକୁ କେନ୍ଦ୍ର ସରକାର ଯୋଜନା କରିଛନ୍ତି। ସରକାର ସାଧାରଣ ଖାଉଟିଙ୍କ ଉପରେ ରନ୍ଧନ ଗ୍ୟାସ ଜନିତ ଦରବୃଦ୍ଧି ବୋଝ ନପଡ଼ିବାକୁ ଏହି ବ୍ୟବସ୍ଥା ଗ୍ରହଣ କରିଛନ୍ତି। ଏଥିପାଇଁ ତୈଳ କଂପାନୀଗୁଡ଼ିକ ଯେଉଁ କ୍ଷତି ସହୁଛନ୍ତି ତାହାର ଭରଣା ପାଇଁ ସରକାର ଅର୍ଥରାଶୀ ଯୋଗାଇ ଦେବେ। କ୍ୟାବିନେଟ ନିଷ୍ପତ୍ତି ଅନୁଯାୟୀ ତୈଳ କଂପାନୀ ଗୁଡିକୁ ସରକାର ୨୨ ହଜାର କୋଟି ଟଙ୍କା ଦେବେ।

Hot this week

ସମ୍ମାନର ସହିତ ମୃତ୍ୟୁର ଅଧିକାର! -ଇଚ୍ଛାମୃତ୍ୟୁ ପାଇଁ ସୁପ୍ରିମକୋର୍ଟରେ ଆବେଦନ

ନୂଆଦିଲ୍ଲୀ - ଗାଜିଆବାଦର ବାସିନ୍ଦା ଅଶୋକ ରାଣା ଏବଂ ନିର୍ମଳା ରାଣା...

ନିଜର ବର୍ଦ୍ଧିତ ଦରମା ନେବେନି ନବୀନ, ଓଡ଼ିଶାବାସୀଙ୍କୁ ଦାନ କରିବେ ନେଇ ଘୋଷଣା କଲେ

ସମାଜ ନ୍ୟୁଜ- ରାଜ୍ୟ ସରକାରଙ୍କ ବିଧାୟକଙ୍କ ଦରମା ବୃଦ୍ଧିକୁ ନେଇ ବଢ଼ୁଛି...

କେରଳର ପ୍ରଥମ ବିଜେପି ମେୟର୍

ସମାଜ ଲାଇଭ୍ ଡେସ୍କ : କେରଳରେ ବଡ଼ ସଫଳତା ପାଇଛି ବିଜେପି...

କଲକତା ଅଘଟଣ : ଇଭେଣ୍ଟ ଆୟୋଜକ ଅଟକ

ସମାଜ ଲାଇଭ୍ ଡେସ୍କ : ବିଶ୍ଵ ଫୁଟ୍‌ବଲ୍‌ ତାରକା ଲିଓନେଲ୍ ମେସିଙ୍କ...

Related Articles

Popular Categories