ଦିନ ୨ଟା – ମୁଖ୍ୟ ଖବର

ଦେଶ/ବିଦେଶ ଖବର

– ସେଣ୍ଟ୍ରାଲ ଭିଷ୍ଟା ଉପରେ ରୋକ୍‌ ଲଗାଇବାକୁ ମନା କଲେ ଦିଲ୍ଲୀ ହାଇକୋର୍ଟ, ଆବେଦନକାରୀଙ୍କୁ ୧ ଲକ୍ଷ ଟଙ୍କା ଜରିମାନା

-କରୋନା ୩ୟ ତରଙ୍ଗ ଆଶଙ୍କା ! ବିହାରରେ ଦିନକରେ ୪ ଶିଶୁ ମୃତ

– ମୋଦୀଙ୍କୁ ମମତାଙ୍କ ଚିଠି; ମୁଖ୍ୟ ସଚିବଙ୍କୁ ପଠାଇବାକୁ ମନା କଲେ

– କଳା କବକ: ଏହି ରାଜ୍ୟରେ ଚକ୍ଷୁ ହରାଇଲେଣି ୫୪ ଜଣ, ୮୦ ମୃତ

– ବିମାନ ଦୁର୍ଘଟଣାରେ ଟାର୍ଜନ ଅଭିନେତା ଜୋ ଲାରାଙ୍କ ଦେହାନ୍ତ, ପତ୍ନୀ ସମେତ ଅନ୍ୟ ୫ ମୃତ

– ଦେଶରେ ଦୈନିକ ସଂକ୍ରମଣ ୧.୫୨ ଲକ୍ଷ; ୨୪ ଘଣ୍ଟାରେ ପ୍ରାଣ ହରାଇଲେ ୩,୧୨୮ ସଂକ୍ରମିତ

– ଜୁନ୍‍ ସୁଦ୍ଧା ଉପଲବ୍ଧ ହେବ ୧୨ କୋଟି ପାନ ଟିକା

prayash

– ମିଳିଲାନି ଆମ୍ବୁଲାନ୍ସ, ଡାକ୍ତରଖାନାରୁ ଚାଲିଚାଲି ଘରକୁ ଫେରୁଥିବା ମହିଳାଙ୍କୁ ଦୁଷ୍କର୍ମ

– ଉତ୍କଟ ନିଶାଦ୍ରବ୍ୟ ମାମଲାରେ ସିଦ୍ଧାର୍ଥ ପିଠାନି ଗିରଫ, ସୁଶାନ୍ତ ରାଜପୁତଙ୍କ ଫ୍ଲାଟରେ ରହୁଥିଲେ ସିଦ୍ଧାର୍ଥ

– ମହାରାଷ୍ଟ୍ରର ଗୋଟିଏ ଜିଲାରେ ୮୦୦୦ ପିଲା କୋଭିଡ ସଂକ୍ରମିତ, ତୃତୀୟ ଲହର ମୁକାବିଲା ପାଇଁ ରାଜ୍ୟର ପ୍ରସ୍ତୁତି

– ଉହାନ୍‍ ଲାବୋରେଟୋରୀରେ ଚାଲିଛି ସାମରିକ ଗବେଷଣା- ମାଇକ ପମ୍ପିଓ

ରାଜ୍ୟ ଖବର

– ରାଜ୍ୟରେ ଗତ ୨୪ ଘଣ୍ଟାରେ ୮୩୧୩ ନୂଆ ସଂକ୍ରମିତ ଚିହ୍ନଟ

– ଗୋଟିଏ ଦିନରେ ୧୪ ଜିଲାରୁ ୩୫ କରୋନା ସଂକ୍ରମିତଙ୍କ ମୃତ୍ୟୁ, ମୃତ୍ୟୁ ସଂଖ୍ୟା ୨୭୫୪କୁ ବୃଦ୍ଧି

-ଦେବଗଡ଼ ଥାନା ଅନ୍ତର୍ଗତ କୁଶପଙ୍ଗା ଗ୍ରାମ ନିକଟରେ ସଡକ ଦୁର୍ଘଟଣାରେ ଏସ.ପି.ଓ. ଯବାନ ମୃତ

-ଦକ୍ଷିଣ ରାଉରକେଲାରେ ରାସ୍ତା, ଡ୍ରେନେଜ, ପରିମଳ ବ୍ୟବସ୍ଥା ବିପର୍ୟ୍ୟସ୍ତ

 

kalyan agarbati

Comments are closed.