www.samajalive.in
Monday, December 15, 2025
26.1 C
Bhubaneswar

ଦିନ ୧୨ଟା – ମୁଖ୍ୟ ଖବର

ଦେଶରେ ୨୪ ଘଣ୍ଟାରେ ଆଉ ୬୦,୭୫୩ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ

ମୋଟ ସଂକ୍ରମିତଙ୍କ ସଂଖ୍ୟା ୨,୯୮,୨୩,୫୪୬କୁ ବୃଦ୍ଧି

- Advertisement -

ଚିକିତ୍ସାଧୀନ ଅବସ୍ଥାରେ ଆଉ ୧,୬୪୭ ଆକ୍ରାନ୍ତଙ୍କ ମୃତ୍ୟୁ ; ମୋଟ ମୃତ୍ୟୁ ସଂଖ୍ୟା ୩,୮୫,୧୩୭

ଦିନକରେ ୯୭,୭୪୩ ଆକ୍ରାନ୍ତ ସୁସ୍ଥ ହୋଇଥିବା ବେଳେ ମୋଟ ୨,୮୬,୭୮,୩୯୦

ରାଜ୍ୟରେ ଦିନକରେ ୩୪୨୭ ନୂଆ ସଂକ୍ରମିତ; ସଂଗରୋଧରୁ ୧୯୫୪ ଓ ସ୍ଥାନୀୟ ସଂକ୍ରମିତ ୧୪୭୩

ରାଜ୍ୟରେ ୨୪ ଘଣ୍ଟାରେ ୪୨ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ

ବାଲେଶ୍ଵର ଜିଲ୍ଲା ଔପଦା ଥାନା ଫତେପୁର ପଞ୍ଚାୟତ ପାଇକପଡା ଗ୍ରାମରେ ମଦ ନିଶାରେ କଟୁରିରେ ହାଣି ବାପାକୁ ହତ୍ୟା କଲା ପୁଅ

କେନ୍ଦୁଝର ଜିଲ୍ଲା ତୁରୁମୁଙ୍ଗା ଥାନା ପଡିଆପଶି ଛକରେ ଥିବା ଏକ ଦୋକାନରୁ ଚୋରି କରୁଥିବା ସମୟରେ ଚୋରକୁ କାବୁ କଲେ ଗ୍ରାମବାସୀ

କିମ୍ବଦନ୍ତୀ ପୁରୁଷ ମିଲ୍‍ଖା ସିଂହଙ୍କ ପରଲୋକ

ଜାମ୍ବିଆ ମହିଳାଙ୍କ ଠାରୁ ଜବତ ହେଲା ୨୧ କୋଟି ଟଙ୍କା ମୂଲ୍ୟର ହେରୋଇନ

ଆଫଗାନ ସୈନ୍ୟଙ୍କ ଜବାବି ଆକ୍ରମଣରେ ୨୫୮ ତାଲିବାନ ଆତଙ୍କି ନିହତ

କୃଷି କ୍ଷେତ୍ରରେ ସୌରଶକ୍ତି ବ୍ୟବହାର ପାଇଁ ଖର୍ଚ୍ଚହେବ ୨୦,୦୦୦ କୋଟି

ଭାରତୀୟ ବଂଶୋଦ୍ଭବ ପ୍ରଥମ ବ୍ୟକ୍ତି କାନାଡା ସୁପ୍ରିମକୋର୍ଟର ବିଚାରପତି

ଉତ୍ତରପ୍ରଦେଶରରେ ଗଙ୍ଗାରୁ ଉଦ୍ଧାର ହେଲା ‘ଗଙ୍ଗା’

ୟୁରୋ କପ୍‌: ୧-୦ରେ ସ୍ବିଡେନ୍‌ ବିଜୟୀ, ପ୍ରିକ୍ବାର୍ଟରରେ ନେଦରଲ୍ୟାଣ୍ଡ୍‌ସ

Hot this week

ନିଆଁରେ ପୋଡି ହୋଇ ବୃଦ୍ଧା ଗୁରୁତର

କଲ୍ୟାଣସିଂହପୁର: ରାୟଗଡା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ ଧାମୁଣିପଙ୍ଗା ପଞ୍ଚାୟତର କତାଗୁଡା ଗ୍ରାମରେ...

ଫୁଙ୍କନଳୀରେ ପିଟି ପ୍ରେମିକାଙ୍କୁ ହତ୍ୟା

ନୟାଗଡ଼: ନୟାଗଡ଼ ଜିଲା ଶରଣକୁଳ ଥାନା ସାବିଦେଇପୁର ଅଞ୍ଚଳରେ ଏକ ଅଭାବନୀୟ...

ଦନ୍ତା ହାତୀର ମୃତ୍ୟୁ

ଅନୁଗୋଳ: ଅନୁଗୋଳ ବନଖଣ୍ଡ ଅନ୍ତର୍ଗତ ପୋକୁଣ୍ଡା ସେକ୍ସନ୍ ମାଣିକଯୋଡ଼ି ପଞ୍ଚାୟତ ବାଲିଆପଶିଠାରେ...

ରାଜ୍ୟପାଳଙ୍କ ଏଡିସି ଭାବେ ନିଯୁକ୍ତ ହେଲେ ନୌସେନା ଅଧିକାରୀ ଲେଫ୍ଟନାଣ୍ଟ ହର୍ଷିତ ଦେଓ

ଭୁବନେଶ୍ୱର: ନୌସେନା ଅଧିକାରୀ ଲେଫ୍ଟନାଣ୍ଟ ହର୍ଷିତ ଦେଓ ସୋମବାର ଦିନ ଓଡ଼ିଶା...

କୁହୁଡ଼ି ପାଇଁ ମୋଦୀଙ୍କ ବିମାନ ବିଳମ୍ବ

ସମାଜ ଲାଇଭ ଡ଼େସ୍କ : ଘନ କୁହୁଡ଼ି ଜାତୀୟ ଦିଲ୍ଲୀକୁ ଘେରି...

Related Articles

Popular Categories