www.samajalive.in
Saturday, December 6, 2025
15.1 C
Bhubaneswar

ଦିନ ୧୨ଟା – ମୁଖ୍ୟ ଖବର

ଦେଶ/ବିଦେଶ ଖବର

– ଦେଶରେ ଗତ ୨୪ ଘଣ୍ଟାରେ ୨ ଲକ୍ଷ ୬୭ ହଜାର ନୂଆ କରୋନା ସଂକ୍ରମିତ ଚିହ୍ନଟ; ଚିକିତ୍ସାଧୀନ ଅବସ୍ଥାରେ ୪ ହଜାର ୫୨୯ ମୃତ
-ଟିକା ଉତ୍ପାଦନ ପାଇଁ ଅଧିକ ଔଷଧ କମ୍ପାନୀଙ୍କୁ ମଞ୍ଜୁରୀ ଦେବାକୁ ଗଡ଼କରୀଙ୍କ ପ୍ରସ୍ତାବ

-କେଜ୍ରିୱାଲଙ୍କ ଟ୍ବିଟ୍‌କୁ ଖଣ୍ଡନ କଲା ସିଙ୍ଗାପୁର

- Advertisement -

– ଭାରତବାସୀଙ୍କୁ ଅଣଦେଖା କରି କୋଭିସିଲ୍ଡ ଟିକା ରପ୍ତାନି କରିନାହିଁ-ଆଦାର ପୁନାୱାଲା

– ସୀମାନ୍ତରେ ଅନୁପ୍ରବେଶ ଉଦ୍ୟମ ବିଫଳ; ବିଏସଏଫ ହାତରେ ଧରାପଡିଲା ପାକିସ୍ତାନୀ ଅନୁପ୍ରବେଶକାରୀ

– ନିୟନ୍ତ୍ରଣ ରେଖାରେ ‘ଚାଏ ପେ ଚର୍ଚ୍ଚା’; ଉରିରେ ଭାରତୀୟ ସେନା ଖୋଲିଲା ନୂଆ କାଫେ

– ପାନାସିଆ ବାୟୋଟେକରୁ ସମସ୍ତ ଅଂଶଧନ ପ୍ରତ୍ୟାହାର କଲେ ଆଦାର ପୁନାୱାଲା

– ୨୦୨୨ରେ ଭାରତୀୟ କ୍ରିକେଟ ଦଳର ବାଂଲାଦେଶ ଗସ୍ତ, ୨୦୧୫ ପରେ ପ୍ରଥମ; ୨ ଟେଷ୍ଟ ମ୍ୟାଚ ଓ ୩ଟି ଏକଦିବସୀୟ ଖେଳିବେ

– କରୋନା ଭୂତାଣୁର ସିଙ୍ଗାପୁର ଭାରିଆଣ୍ଟକୁ ନେଇ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ କରିଥିବା ଏକ ଟ୍ବିଟକୁ ଖଣ୍ଡନ କଲେ ସିଙ୍ଗାପୁର ସରକାର

ରାଜ୍ୟ ଖବର

– ରାଜ୍ୟରେ ଦିନକରେ ୧୧୦୯୯ ନୂଆ କରୋନା ସଂକ୍ରମିତ ଚିହ୍ନଟ; ଖୋର୍ଦ୍ଧାରୁ ସର୍ବାଧିକ ୧୪୬୦

-ରାଜ୍ୟରେ ୧୪ ଜିଲାରୁ ୨୧ କରୋନା ଆକ୍ରାନ୍ତ ମୃତ

– ଚାଷୀ ନେତା ଡା.ସୁଧୀର ପରିଚ୍ଛାଙ୍କ ନିଧନ

– ବାଲେଶ୍ଵର ଜିଲା ନୀଳଗିରି ଅଞ୍ଚଳରେ ଚଳନ୍ତା ବାଇକରୁ ଯୁବକଙ୍କୁ ଝାମ୍ପିନେଲେ ଭାଲୁ

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories