www.samajalive.in
Saturday, December 6, 2025
16.1 C
Bhubaneswar

ଦିନ ୧୧ଟା – ମୁଖ୍ୟ ଖବର

ବାଲୁଗାଁ ବେଲପଡା ଛକରେ ବସ-ଟ୍ରକ ଧକ୍କା: ୩ ମୃତ; ୯ ଆହତ । ୭ ଗୁରୁତର ଆହତଙ୍କୁ ଚିକିତ୍ସା ପାଇଁ ବ୍ରହ୍ମପୁର ଡାକ୍ତରଖାନା ସ୍ଥାନାନ୍ତର

ମୟୁରଭଞ୍ଜ ଜିଲ୍ଲା ଠାକୁରମୁଣ୍ଡା ଠାରେ ଥିବା ଚମକପୁର ଆବାସିକ ଆଦିବାସୀ ବାଳିକା ବିଦ୍ୟାଳୟର ୨୬ ଜଣ ଛାତ୍ରୀ କରୋନାରେ ଆକ୍ରାନ୍ତ

- Advertisement -

ଚିନ୍ତା ବଢାଇଲା କୋଭିଡର ନୂଆ ପ୍ରକରଣ ‘ଓମିକ୍ରନ’

ସୁକମାରେ ନକ୍ସଲ କମାଣ୍ଡର ନିହତ

ଆଜି ପବିତ୍ର ପ୍ରଥମାଷ୍ଟମୀ ; ଘରେ ଘରେ ଏଣ୍ଡୁରୀ ପିଠାର ଆସର

ଭୁବନେଶ୍ୱର : ରାଜ୍ୟରେ ୨୪ ଘଣ୍ଟାରେ ଆଉ ୨୬୪ ଆକ୍ରାନ୍ତ ଚିହ୍ନଟ ; ଶୂନ୍ୟ ରୁ ୧୮ ବର୍ଷ ମଧ୍ୟରେ ୪୧, ସଙ୍ଗରୋଧରୁ ୧୫୪, ସ୍ଥାନୀୟ ୧୧୦ ଚିହ୍ନଟ

ନୂଆଦିଲ୍ଲୀ : ଦେଶରେ ଦିନକରେ ନୂଆ ସଂକ୍ରମିତ ୮,୩୧୮ ; ୪୬୫ ମୃତ

୨୦ ଜିଲା ଓ ଷ୍ଟେଟ ପୁଲରୁ ଚିହ୍ନଟ ଆକ୍ରାନ୍ତଙ୍କ ମଧ୍ୟରୁ ଅନୁଗୁଳରୁ ୨, ବାଲେଶ୍ୱର ୫, ବରଗଡ ୪, ଭଦ୍ରକ ୧, କଟକ ୧୪, ଦେଓଗଡ ୨, ଗଞ୍ଜାମ ୨, ଜଗତସିଂହପୁର ୩, ଯାଜପୁର ୮,

ଝାରସୁଗୁଡା ୪, କନ୍ଧମାଳ ୧, କେନ୍ଦ୍ରାପଡା ୨, କେନ୍ଦୁଝର ୩, ଖୋର୍ଦ୍ଧା ୧୨୭, କୋରାପୁଟ ୧, ମୟୁରଭଞ୍ଜ ୨୬, ନୟାଗଡ ୧, ପୁରୀ ୫, ସମ୍ବଲପୁର ୯, ସୁନ୍ଦରଗଡ ୧୬, ଷ୍ଟେଟ ପୁଲରୁ ୨୮ ଆକ୍ରାନ୍ତ ଚିହ୍ନଟ

ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୦,୪୮,୪୯୨କୁ ବୃଦ୍ଧି ପାଇଛି

୧୦,୩୭,୬୦୯ ସୁସ୍ଥ ହୋଇ ଘରକୁ ଫେରିଛନ୍ତି

୨,୪୨୪ ସକ୍ରିୟ ଆକ୍ରାନ୍ତ ଚିକିତ୍ସାଧୀନ ଅବସ୍ଥାରେ ରହିଛନ୍ତି

Hot this week

ଇତ​ରେ ଦେଲେ ଉପଦେଶ…

ନର୍ମଦା ନଦୀର ତୀର ଦେଶରେ ଏକ ବିଶାଳ ବଟବୃକ୍ଷ କାହିଁ କେଉଁ...

ସମ୍ପାଦକୀୟ: ଇଣ୍ଡିଗୋ ସଂକଟ

ଭାରତୀୟ ବିମାନ ସେବା ଇତିହାସରେ ନିକଟ ଅତୀତରେ ଘଟିଥିବା ସବୁଠାରୁ ବଡ଼...

ଗୋପବନ୍ଧୁ ଐତିହ୍ୟର ବାହକ

ଉତ୍କଳ ଗୌରବ ମଧୁସୂଦନ ଦାସଙ୍କୁ ଶେଷ ଜୀବନରେ ମହାନ ବର୍ଷୀୟାନ ପୁରୁଷ...

ଆତଙ୍କବାଦ ବିରୋଧରେ ସାଲିସ ବିହୀନ ଲଢ଼େଇ: ବିଶ୍ବ ସମୁଦାୟକୁ ଭାରତ-ରୁଷ୍‌ର ମିଳିତ ଆହ୍ବାନ

ନୂଆଦିଲ୍ଲୀ: ଆତଙ୍କବାଦ ବିରୋଧରେ ସାଲିସ୍ ବିହୀନ ଲଢେଇ ପାଇଁ ବିଶ୍ବ ସମୁଦାୟକୁ...

ସ୍ବାମୀ ଓ ଗର୍ଭବତୀ ସ୍ତ୍ରୀ ମୃତ; ବର୍ତ୍ତିଲା ୩ ବର୍ଷର ଶିଶୁ

ଦିଗପହଣ୍ଡି: ଗଞ୍ଜାମ ଜିଲାର ଦିଗପହଣ୍ଡି-ବ୍ରହ୍ମପୁର ରାସ୍ତାର ମାଁ କୁରେଇଶୁଣୀ ମନ୍ଦିର ନିକଟରେ...

Related Articles

Popular Categories