www.samajalive.in
Saturday, December 6, 2025
26.1 C
Bhubaneswar

ଦିନ ୧୧ଟା – ମୁଖ୍ୟ ଖବର

ରାଜ୍ୟରେ ଆଜିଠାରୁ ଷଷ୍ଠ ଓ ସପ୍ତମ ଶ୍ରେଣୀ ପିଲାଙ୍କ ପାଇଁ ଶ୍ରେଣୀ ଗୃହ ପାଠପଢା, ସକାଳ ୯ଟା ୩୦ରୁ ଦିନ ଗୋଟାଏ ପର୍ଯ୍ୟନ୍ତ ପାଠପଢା, ଶ୍ରେଣୀ ଗୃହ ସହ ଚାଲିବ ଜାରି ରହିବ ଅନ୍‌ଲାଇନ୍‌ ପାଠପଢା

ଆଜି ବଡ ଏକାଦଶୀ ଲାଗି ସର୍ବସାଧାରଣ ଦର୍ଶନ ପାଇଁ ବନ୍ଦ ରହିବ ପୁରୀ ଶ୍ରୀମନ୍ଦିର

- Advertisement -

ଆଜି ସଂଧ୍ୟାରୁ ଖୋଲିବ ଭଗବାନ ଆୟାପ୍ପାଙ୍କ ସାବରିମାଳା ମନ୍ଦିର

ଭର୍ଚୁଆଲ ବୈଠକରେ ଆଜି ପରସ୍ପରକୁ ଭେଟିବେ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ ଏବଂ ଚୀନ ରାଷ୍ଟ୍ରପତି ସି ଜିନପିଙ୍ଗ

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ହାତରେ ଭାରତର ପ୍ରଥମ ବିଶ୍ୱଶ୍ରେଣୀର ରେଳଷ୍ଟେସନ ଆଜି ଉଦଘାଟନ ହେବ

ଏସ-୪୦୦ କ୍ଷେପଣାସ୍ତ୍ର ବ୍ୟବସ୍ଥା ଭାରତରେ ଆସନ୍ତା ବର୍ଷ କାର୍ଯ୍ୟକ୍ଷମ ହେବ

ଦେଶରେ ଚିହ୍ନଟ ହେଲେ ୧୦,୨୨୯ ନୂଆ ଆକ୍ରାନ୍ତ, ୧୨୫ ମୃତ

୨୪ ଘଣ୍ଟାରେ କରୋନାରୁ ୧୧,୯୨୬ ଜଣ ସୁସ୍ଥ ହୋଇଛନ୍ତି

ଏପର୍ଯ୍ୟନ୍ତ ଭାରତରେ ମୋଟ ୩,୩୮,୪୯,୭୮୫ ଜଣ କରୋନାରୁ ସୁସ୍ଥ ହୋଇସାରିଲେଣି

ଦେଶରେ କରୋନା ଜନିତ ମୃତ୍ୟୁସଂଖ୍ୟା ୪,୬୩,୬୫୫କୁ ବୃଦ୍ଧି

ରବିବାର ସଂଧ୍ୟା ସୁଦ୍ଧା ମୋଟ ୧,୧୨,୩୪,୩୦,୪୭୮ ପାନ କୋଭିଡ ଟିକା ଦିଆଯାଇଛି

ରାଜ୍ୟରେ ୧୮୫ ନୂଆ ଆକ୍ରାନ୍ତ ଚିହ୍ନଟ, ୨ ମୃତ

ନୂଆ ଆକ୍ରାନ୍ତଙ୍କ ମଧ୍ୟରେ ସଂଗରୋଧରୁ ୧୦୯ ଓ ସ୍ଥାନୀୟ ସଂକ୍ରମିତ ୭୬

ସେମାନଙ୍କ ମଧ୍ୟରେ ୧୮ ବର୍ଷରୁ କମ ବୟସର ପିଲା ୩୫ ଜଣ ଥିବା ଜଣାଯାଇଛି

ବାଲେଶ୍ୱରରେ ୯, ଭଦ୍ରକ ୨, ବଉଦ ୨, କଟକ ୧୪, ଦେବଗଡ ୨, ଢେଙ୍କାନାଳ ୧, ଗଞ୍ଜାମ ୧, ଜଗତସିଂହପୁର ୩ ଓ ଯାଜପୁରରେ ୭ ଚିହ୍ନଟ

ଝାରସୁଗୁଡା ୩, କେନ୍ଦ୍ରାପଡା ୪, ଖୋର୍ଦ୍ଧା ୭୬, ମୟୁରଭଞ୍ଜ ୧୨, ନୟାଗଡ ୧, ପୁରୀ ୭, ସମ୍ବଲପୁର ୧୮, ସୋନପୁର ୪, ସୁନ୍ଦରଗଡ ୧ ଓ ଷ୍ଟେଟପୁଲରୁ ୧୮ ଜଣଙ୍କୁ ଚିହ୍ନଟ କରାଯାଇଛି

ଦିନକ ମଧ୍ୟରେ ୨୦୫ ଜଣ କରୋନାରୁ ସୁସ୍ଥ ହୋଇଛନ୍ତି

ରାଜ୍ୟରେ ସଂପ୍ରତି ୨୭୧୯ ଜଣ ସକ୍ରିୟ କରୋନା ରୋଗୀ ଅଛନ୍ତି

ପ୍ରଧାନମନ୍ତ୍ରୀଙ୍କ ଦ୍ୱାରା ବିର୍ସା ମୁଣ୍ଡା ସ୍ୱାଧୀନତା ସେନାନି ସଂଗ୍ରହାଳୟ ଉଦଘାଟିତ; ଦେଶବ୍ୟାପି ଜନଜାତୀୟ ଗୌରବ ଦିବସ ପାଳନର ଶୁଭାରମ୍ଭ

Hot this week

ଅନ୍ତିମ ଦିନିକିଆ: ଟସ୍‌ ଜିତି ବୋଲିଂ କରୁଛି ଭାରତ

ବିଶାଖାପାଟଣା: ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଆଜି ଅନ୍ତିମ ଦିନିକିଆ...

ଅପରାହ୍ନ ୨ଟା ମୁଖ୍ୟଖବର

() ରାଜଧାନୀରେ ଚୋରା ବନ୍ଧୁକ କାରବାର କରୁଥିବା ଗ୍ୟାଙ୍ଗର ଦୁଇ କୁଖ୍ୟାତ...

ବିମାନ ଅଚଳାବସ୍ଥା: ଅପିଲ୍‌ କଲେ ସୋନୁ ସୁଦ୍‌

ନୂଆଦିଲ୍ଲୀ: ଗତ ୫ଦିନ ହେଲାଣି ଇଣ୍ଡିଗୋ ଏୟାରଲାଇନ୍ସରେ ଦେଖା ଦେଇଥିବା ଅଚଳାବସ୍ଥା...

ଟ୍ରମ୍ପଙ୍କୁ ମିଳିଲା ଫିଫାର ପ୍ରଥମ ଶାନ୍ତି ପୁରସ୍କାର

ସମାଜ ଲାଇଭ ଡ଼େସ୍କ : ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ନୂତନ...

ଦୁଇ କୁଖ୍ୟାତ ଅପରାଧି କାବୁ, କାର୍ବାଇନ୍ ଜବତ

ଭୁବନେଶ୍ୱର : ଚୋରା ବନ୍ଧୁକ କାରବାର କରୁଥିବା ଗ୍ୟାଙ୍ଗର ଦୁଇ କୁଖ୍ୟାତ...

Related Articles

Popular Categories