www.samajalive.in
Saturday, December 6, 2025
19.1 C
Bhubaneswar

ଦିନ ୧୧ଟା – ମୁଖ୍ୟ ଖବର

ଆଫଗାନର କାମଚଳା ବୈଦେଶିକ ମନ୍ତ୍ରୀ ଅମିର ଖାଁ ମୁତାକି ଇସଲାମାବାଦରେ

ଏସୀୟ ପ୍ରଶାନ୍ତ ମହାସାଗର ଅଞ୍ଚଳରେ ଶୀତଳ ଯୁଦ୍ଧର ଉତ୍ତେଜନା ଫେରାଇ ନଆଣିବାକୁ ସି ଜିନପିଙ୍ଗଙ୍କ ସତର୍କବାଣୀ

- Advertisement -

୨୭୧ ନୂଆ କରୋନା ଆକ୍ରାନ୍ତ ରାଜ୍ୟରେ ଚିହ୍ନଟ, ଦିନକରେ ୨ ମୃତ

ସେହି ସମୟ ମଧ୍ୟରେ ୩୧୭ ଜଣ କରୋନାରୁ ସୁସ୍ଥ ହୋଇଛନ୍ତି

ଚିହ୍ନଟ ନୂଆ ଆକ୍ରାନ୍ତଙ୍କ ମଧ୍ୟରେ ସଂଗରୋଧରୁ ୧୫୮ ଓ ସ୍ଥାନୀୟ ସଂକ୍ରମିତ ୧୧୩ ଜଣ

ସେମାନଙ୍କ ମଧ୍ୟରେ ୧୮ ବର୍ଷରୁ କମ ବୟସର ୬୦ ଜଣ ଥିବା ଜଣାଯାଇଛି

ବାଲେଶ୍ୱରରେ ୧୪, ଭଦ୍ରକ ୨, ବଲାଙ୍ଗିର ୧, କଟକ ୨୩, ଦେବଗଡ ୮, ଢେଙ୍କାନାଳ ୫ ଓ ଜଗତସିଂହପୁରରେ ୭ ଜଣ ଚିହ୍ନଟ

ଯାଜପୁର ୧୦, ଝାରସୁଗୁଡା ୨, କଳାହାଣ୍ଡି ୨, କେନ୍ଦ୍ରାପଡା ୨, କେନ୍ଦୁଝର ୫, ଖୋର୍ଦ୍ଧା ୧୧୨ ଓ ମାଲକାନଗିରିରେ ୫ ଜଣଙ୍କୁ ଚିହ୍ନଟ କରାଯାଇଛି

ମୟୁରଭଞ୍ଜରେ ୫, ନୟାଗଡ ୧, ପୁରୀ ୭, ରାୟଗଡା ୪, ସମ୍ବଲପୁର ୨୦, ସୋନପୁର ୧, ସୁନ୍ଦରଗଡ ୧୦ ଓ ଷ୍ଟେଟପୁଲରୁ ୨୫ ଜଣ ଚିହ୍ନଟ ହୋଇଛନ୍ତି

ରାଜ୍ୟରେ ଏପର୍ଯ୍ୟନ୍ତ ମୋଟ ୧୦୩୩୩୪୪ ଜଣ କରୋନାରୁ ସୁସ୍ଥ ହୋଇସାରିଲେଣି

ସଂପ୍ରତି ରାଜ୍ୟରେ ୨୯୩୨ ଜଣ ସକ୍ରିୟ ସଂକ୍ରମିତ ରହିଛନ୍ତି

ଦେଶରେ ଦିନକରେ ୧୩,୦୯୧ ନୂଆ କରୋନା ରୋଗୀ; ୩୪୦ ମୃତ

ଦିନକ ମଧ୍ୟରେ ୧୩,୮୭୮ ଜଣ କରୋନାରୁ ସୁସ୍ଥ ହୋଇଛନ୍ତି

ଏହାକୁ ମିଶାଇ ମୋଟ ୩,୩୮,୦୦,୯୨୫ ଜଣ ସୁସ୍ଥ ହୋଇସାରିଲେଣି

କରୋନାରୁ ଆରୋଗ୍ୟ ହାର ୯୮.୨୫%

ବୁଧବାର ସଂଧ୍ୟା ସୁଦ୍ଧା ୬୧.୯୯ କୋଟି ନମୁନା ପରୀକ୍ଷା କରାଯାଇଥିବାବେଳେ ୧୧୦.୨୩ କୋଟି ପାନ ଟିକା ଦିଆଯାଇଛି

ଋାଷ୍ଟ୍ରପତି ଭବନରେ ଆଜି ଅନୁଷ୍ଠିତ ହେଉଛି ରାଜ୍ୟପାଳ ଓ ଉପରାଜ୍ୟପାଳଙ୍କର ୫୧ତମ ସମ୍ମିଳନୀ; ସମ୍ମିଳନୀରେ ରାଷ୍ଟ୍ରପତି, ଉପରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀ ଉପସ୍ଥିତ

ଆସନ୍ତା କାଲି ଅଁଳା ନବମୀ ; ପ୍ରଶାସନ ତରଫରୁ ମନ୍ଦିର ଚତୁପାର୍ଶ୍ୱରେ ୧୪୪ ଧାରା ଜାରି ; ଭକ୍ତ ଓ ସର୍ବସାଧାରଣଙ୍କ ଦର୍ଶନ ଓ ପୂଜାର୍ଚ୍ଚନା ବନ୍ଦ ରହିବ

Hot this week

ଜୟସୱାଲଙ୍କ ଶତକ: ମ୍ୟାଚ ସହ ସିରିଜ ଜିତିଲା ଭାରତ, ହିଟ୍‌ମ୍ୟାନଙ୍କ ନୂଆ ରେକର୍ଡ

ସମାଜଲାଇଭ ଡେସ୍କ: ଦକ୍ଷିଣ ଆଫ୍ରିକା ବିପକ୍ଷରେ ୩ୟ ଦିନିକିଆ ମ୍ୟାଚ ସହିତ...

ପୁଟିନଙ୍କୁ ପରସାଗଲା ନିରାମିଷ ଖାଦ୍ୟ: ମଦ, ମାଂସ କାହିଁକି ଦିଆଗଲାନି ବୋଲି ପ୍ରଶ୍ନ ଉଠାଇଲେ କଂଗ୍ରେସ ନେତା

ସମାଜଲାଇଭ ଡେସ୍କ: ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଦୁଇ ଦିନିଆ ଭାରତ...

ଯୁବତୀଙ୍କୁ ଅସଦାଚରଣ, ସମ୍ପର୍କୀୟ ଦାଦା ଗିରଫ

ଗୋପାଳପୁର: ଗୋଳନ୍ଥରା ଥାନା ଅନ୍ତର୍ଗତ ଏକ ଗ୍ରାମରେ ଜଣେ ଯୁବତୀଙ୍କୁ ଅସଦାଚରଣ...

ସମ୍ବଲପୁରୀ ସିନେମା ‘ସୁଟଆଉଟ ଇନ ସୋନପୁର’ର ଶୁଭ ମହୁରତ

ସମ୍ବଲପୁର: ସମ୍ୱଲପୁରର ସେନପାର୍କ ନିକଟ ଓଡିଶା ସାଂସ୍କୃତିକ ଭବନଠାରେ ଶନିବାର ସାଇଦତ୍ତ...

ସ୍ୱାମୀ ହତ୍ୟାକାରୀ ସ୍ତ୍ରୀକୁ ଆଜୀବନ କାରାଦଣ୍ଡ

ଆଠଗଡ: ଆଠଗଡ ସହରରେ ଘଟିଥିବା ଏକ ହତ୍ୟା ମାମଲା ବିଚାର କରି...

Related Articles

Popular Categories